ବାସନ୍ତୀ ସ୍ୱାଇଁଙ୍କ କବିତା ସଙ୍କଳନ ଗୀତିଧାରା ଲୋକାର୍ପିତ
ରାଉରକେଲା, (ସସ୍ମିତା ପ୍ରଧାନ) : କବୟିତ୍ରୀ ବାସନ୍ତୀ କୁମାରୀ ସ୍ୱାଇଁଙ୍କ ପ୍ରଥମ କବିତା ସଂକଳନ ଗୀତିଧାରା ଲୋକାର୍ପିତ ହୋଇଯାଇଛି । ପାନପୋଷ ସ୍ଥିତ ରଘୁନାଥପାଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ!-->…
Read More...
Read More...