ଲୁହାଖାନାରେ ଗଣ୍ଡଗୋଳ ଘଟଣାରେ ବନ୍ଧୁକ ଜବତ, ଦୁଇ ଗିରଫ
ଦେଓଗାଁ, (ମନୀଷ କୁମାର ସାହୁ) : ରଙ୍ଗର ପର୍ବରେ ଗାଁ ଦାଣ୍ଡରେ ଗର୍ଜିଥିଲା ବନ୍ଧୁକ । ଫୁଟିଥିଲା ଗୁଳି । ରଙ୍ଗଖେଳ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଝାମେଲା । ବନ୍ଧୁକରୁ ଗୁଳି ବାହାରିଥିଲେ ବି କାହାରି ଦେହରେ ବାଜି ନଥିବା ବେଳେ ଦୁଇ ଜଣ ଆହତ ହୋଇ ବଲାଙ୍ଗିର ଭୀମ ଭୋଇ!-->…
Read More...
Read More...