ସ୍ୱାଧୀନତା ଦିବସ ପାଳନରେ ହେବନି ଗହଳି : ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ସୂଚନା

ବରଗଡ଼, (ଗୋପୀନାଥ ସାହୁ) : ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ହେବାକୁ ଥିବା ବରଗଡ଼ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ତଥା ପେରେଡ଼ କାର୍ଯ୍ୟକ୍ରମ ଜର୍ଜ ହାଇସ୍କୁଲ ପଡ଼ିଆରେ ସର୍ବସାଧାରଣଙ୍କ ବିନା ଗହଳିରେ ପାଳନ ହେବ । ସକାଳ ୯ ଘଂଟାରେ ମୁଖ୍ୟଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି ସ୍ୱାଧୀନତା ଦିବସ ପାଳନରେ ୧୫ରୁ ୨୦ ଜଣ କରୋନା ଯୋଦ୍ଧାଙ୍କ ସମେତ ମନୋନୀତ ବିଶେଷ ଅତିଥି ସାମିଲ୍ ରହିବେ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.