ରାଜ୍ୟରେ ଆଜି କରୋନାରେ ୪ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି କରୋନା ସଂକ୍ରମଣରେ ୪ ଜଣଙ୍କ ପ୍ରାଣହାନୀ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୁରୀ ଜିଲ୍ଲା, ଯାଜପୁର ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଏବଂ ଭୁବନେଶ୍ୱରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା କୁହାଯାଇଛି ।

Leave A Reply

Your email address will not be published.