ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ସଚେତନତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ସଚେତନତା ବାର୍ତ୍ତା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ସତର୍କତା ଅବଲମ୍ବନ କରନ୍ତୁ । ପାଣିଟାଙ୍କି କୁଣ୍ଡ ଏବଂ ପାଣି ରହୁଥିବା ପାତ୍ରକୁ ଭଲଭାବରେ ଢାଙ୍କୁଣି ଘୋଡାଇ ରଖନ୍ତୁ । ଅଦରକାରୀ ବସ୍ତୁ ଯଥ ଟାୟାର, ମାଟିପାତ୍ର, ପଇଡ ଖୋଳପା ଆଦି ଆବର୍ଜନାକୁ ନଷ୍ଟ କରି ଦିଅନ୍ତୁ । ନିୟମିତ ଭାବରେ ମଶାରୀ ବ୍ୟବହାର କରନ୍ତୁ ।

Leave A Reply

Your email address will not be published.

error: Content is protected !!