oom

ସ୍ୱଚ୍ଛ ଭାରତ ଅଭିଯାନ କାର୍ୟ୍ୟକ୍ରମ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବିଧାନସଭା ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତର ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ନୂଆ ଗୁଡେଶିରା ଗ୍ରାମର ତଲିପଡା ଠାରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ୟ୍ୟକ୍ରମ ଯୁବନେତା ଘନଶ୍ୟାମ ସାହୁଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ସାହୁ, ପ୍ରତାପ ସାହୁ, ଧନମାଲି ଭୋଇ ପ୍ରମୁଖ କର୍ମୀ ସହଯୋଗ କରିଥିଲେ । ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭପତି ଅଶ୍ଵିନୀ ଷଡ଼ଙ୍ଗୀ ପ୍ରଶଂସା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଗକୁ ଏଭଳି କାର୍ୟ୍ୟ ଅନେକ ହେବ ବୋଲି ଘନଶ୍ୟାମ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.