Yearly Archives

2026

ଇଂରାଜୀ ନବବର୍ଷ ଉପଲକ୍ଷେ ଶ୍ରଦ୍ଧାରେ ବନ୍ଧୁ ମିଳନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କାର୍ଯ୍ୟକାରୀ ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ପୌରାହିତ୍ୟରେ ଏବଂ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ୱରେ ଭିନ୍ନକ୍ଷମଙ୍କ ଅନୁଷ୍ଠାନ ଶ୍ରଦ୍ଧା ଠାରେ ନବବର୍ଷ ଉପଲକ୍ଷେ ଅନୁଷ୍ଠାନର ପରିଚାଳନା କମିଟି ପୁରାତନ ଓ ବର୍ତ୍ତମାନର ସଦସ୍ୟ, ଶିକ୍ଷକ
Read More...

ଜଗତ କଲ୍ୟାଣ ପାଇଁ ମହୁଲପାଲି ଠାରେ ୧୭ତମ ଅଙ୍ଗ ଆଳତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ଆଜି ଶନିବାର ପୌଷ ପୂର୍ଣ୍ଣିମା ଅବସରରେ ସନ୍ଧ୍ୟା ୬ଘଣ୍ଟା ସମୟରେ ଐତିହାସିକ ୧୭ଶ ଅଙ୍ଗ ଆଳତୀ କରାଯାଇଛି । ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଲତାକୁ
Read More...

ଆସ ମାଗି ଯିମା ପୁଷ୍‌ପୁନିର ଛେର୍‌ଛେରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଏକ ନିଆରା ପର୍ବ ହେଉଛି ପୁଷ୍‌ପୁନିର ଛେର୍‌ଛେରା । ଏହି ପର୍ବଟି ପୌଷ ମାସ ପୂର୍ଣ୍ଣିମା ଦିନ ସମସ୍ତ ପୁରପଲ୍ଲୀ, ଗାଁଗଣ୍ଡାରେ ପାଳନ ହୁଏ । ଏହା ଏକ ନିଆରା ପର୍ବ । ଏଥିରେ ସାଜଶଯ୍ୟା ନାହିଁ କି ପୂଜା ପାଠ ନାହିଁ । ଖାଇବା ପିଇବା, ମଜା
Read More...

ଦେଶର ପ୍ରଥମ ଶିକ୍ଷିକା ଫୁଲେବାଇଙ୍କ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାତା ଫୁଲେବାଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହରି ଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ, ମନୋଜ ତାଣ୍ଡି, ଅଲେଖ
Read More...

ଫ୍ରେଣ୍ଡସ କ୍ଲବ ତରଫରୁ ତୃତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁପରିଚିତ ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ତରଫରୁ ତୃତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁଆରୀ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆରେ ଆୟୋଜିତ ହେବାକୁ ଯାଉଛି । ଆଜି ଏହି ସଂକ୍ରାନ୍ତରେ ଏକ
Read More...

ଶ୍ରୀରାମ ମନ୍ଦିର ବାନ୍ଧନଘୋରରେ ପୁଷ୍ୟାଭିଷେକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବାନ୍ଧନଘୋର ଗ୍ରାମ ଠାରେ ଥିବା ଶ୍ରୀରାମ ମନ୍ଦିରରେ ପୌଷ ପୂର୍ଣ୍ଣିମା ଅବସରରେ ସପ୍ତମ ପୁଷ୍ୟାଭିଷେକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଓ ଓଡିଶା ସରକାରଙ୍କର ଓଡିଆ
Read More...

ପୁତଲାମହୁଲ ଗ୍ରାମରେ ରାତିରେ ଧାନ ଚୋରି ଉଦ୍ୟମ, ଟ୍ରାକ୍ଟର ସହ ଧରାପଡ଼ିଲେ ୪ ଦୁର୍ବୃତ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଆଭଟା ପଞ୍ଚାୟତର ପୁତଲାମହୁଲ ଗ୍ରାମରେ ଶୁକ୍ରବାର ରାତିରେ ଘଟିଥିବା ଧାନ ଚୋରି ଉଦ୍ୟମ ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ଗ୍ରାମର ଚାଷୀ ଶତ୍ରୁଘନ ସାହୁ ଧାନ ଅମଳ କରି ତାହାକୁ ନିଜ ଖଳାରେ ସଞ୍ଚୟ କରିଥିଲେ । ରାତିର
Read More...

ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନବବର୍ଷ ଉପଲକ୍ଷେ ଏକ ସାରସ୍ଵତ କବିତା " ମୋ ପ୍ରିୟ କବି ଓ କବିତା" ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ଡ. ପ୍ରଭାତ
Read More...

ଦ୍ୱିଦିବସୀୟ ଲେଡି ଲାୟନ ଶିଶୁ ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ): ସାମାଜିକ ଅନୁଷ୍ଠାନ ଲେଡି ଲାୟନ ପକ୍ଷରୁ ଝିରପାଣି ବିଜୟ କ୍ଲବ୍ ପଡିଆଠାରେ ଦ୍ୱିଦିବସୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବନ୍ଦିତା ମାହତୋଙ୍କ ଅଧ୍ୟକ୍ଷତା, କବିତା ମାହାତୋ, ସମ୍ପାଦକ ସ୍ନେହଲତା ଗନ୍ତାଘରିଆ, ଧନମାୟା
Read More...

ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ବନ୍ଧୀୟ ତାଲିମ ଶିବିର

ଲୋଇସିଂହା, (ବିମଳେନ୍ଦୁ ସାହୁ) : କୃଷି ଓ କୃଷକ ସଶକ୍ତକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା ବଲାଙ୍ଗିର ଜିଲ୍ଲା କୃଷି ବିଭାଗ ଓ କାର୍ଯ୍ୟକାରୀ ସଂସ୍ଥା "ଆଦର୍ଶ"ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ "ଆତ୍ମା" ଅଫିସ ସଭାଗୃହରେ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ବନ୍ଧୀୟ ଏକ
Read More...