Yearly Archives

2026

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ଏସପିଙ୍କୁ ଦେଲେ ଦାବିପତ୍ର

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯାଇଛି । ସଂଗଠନର କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ
Read More...

ଦୁଲୁକୁଛି ସୁବର୍ଣ୍ଣପୁର : ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଉଦ୍‌ଘାଟିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦୁଲୁକୁଛି ସୁବର୍ଣ୍ଣପୁର । ଉଦଘାଟିତ ହୋଇଯାଇଛି "ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ" । ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା' ସୁରେଶ୍ଵରୀଙ୍କ ଠାରେ ପ୍ରଥମେ ପୂଜାର୍ଚ୍ଚନା ଓ ଆବାହନ ପରେ ଉତ୍ସବର ସଫଳତା କାମନା କରି ମା'ଙ୍କ ଠାରୁ ଅଣାଯାଇଥିବା
Read More...

ଡୁଙ୍ଗୁରୀ ପାଲି ପ୍ୟାକ୍ସରେ ୬ କେଜି ଧାନ କଟୁଛି

ପ୍ୟାକ୍ସ ସମ୍ପାଦକଙ୍କ ମନମୁଖୀ କାରବାରକୁ ନେଇ ଚାଷୀ ଅସନ୍ତୋଷ, ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଭିଯୋଗକୁ ବେଖାତିର କରୁଛି ପ୍ରଶାସନ ସଇଁତଲା, (କେପିଏନ୍‌ଏସ୍‌) : ରାଜ୍ୟରେ ବର୍ତ୍ତମାନ ପ୍ୟାକ୍ସ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଖରିଫ ଧାନ କିଣା ଚାଲୁ ରହିଛି । ମିଲର୍ସ ଏବଂ ପ୍ୟାକ୍ସ
Read More...

ଜାନୁଆରୀ ୮, ୨୦୨୬ ପୃଥିବୀ ଘୂର୍ଣ୍ଣନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ପୃଥିବୀର ଘୂର୍ଣ୍ଣନ ହେଉଛି ଏପରି ଏକ ଘଟଣା ଯାହା ଦିନରାତି ଚକ୍ରକୁ ସହଜ କରିଥାଏ । ଘୂର୍ଣ୍ଣନ କେବଳ ଦିନରାତି ନିର୍ଣ୍ଣୟ କରେ ନାହିଁ ବରଂ ପୃଥିବୀର ଋତୁ ଏବଂ ତାପମାତ୍ରା ପାଇଁ ମଧ୍ୟ ଦାୟୀ ଅଟେ । ଏହା କୋରିଓଲିସ୍ ପ୍ରଭାବ ଯଥା ବାୟୁ ପ୍ରବାହର
Read More...

ପୁରୁଣାପାଟଣା ଗ୍ରାମର ହୋମଗାର୍ଡ ଦିବାକର ଗୌଡ଼ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଟଣା ଗ୍ରାମର ଗୋବିନ୍ଦ ଗୌଡ଼ଙ୍କ ପୁତ୍ର ଦିବାକର ଗୌଡ଼ (ହୋମଗାର୍ଡ) ବିଦ୍ୟୁତ୍ ଆଘାତରେ ଗତକାଲି ରାତିରେ ମୃତ୍ୟୁବରଣ କରିଛନ୍ତି । ଏହି ଦୁଃଖଦ ଖବର ପାଇ ଛତ୍ରପୁର ଉପଖଣ୍ଡ ଚକିତ୍ସାଳୟରେ ଛତ୍ରପୁର ବିଧାୟକ କୃଷ୍ଣ
Read More...

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସ : ଫାଇନାଲ୍‌ରେ ବଙ୍ଗୋମୁଣ୍ଡା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ଚାଲିଥିବା ତୃତୀୟତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଞ୍ଚମ ଦିବସରେ ପହଞ୍ଚିଛି । ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସଙ୍କ
Read More...

ଆକାଶବାଣୀ କଟକ କେନ୍ଦ୍ର ପରିଦର୍ଶନ ସହ ଅଧିକାରୀଙ୍କ ସହ ଆଲୋଚନା କଲେ ପିଆଇବି ଏଡିଜି

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ 2047 ଲକ୍ଷ୍ୟ ଅନୁରୂପ ଓଡ଼ିଶା ଜାତୀୟ ବିକାଶରେ ସକ୍ରିୟ ଅଂଶଗ୍ରହଣ କରୁଛି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଚାରପ୍ରସାରରେ ଆକାଶବାଣୀ କଟକ କେନ୍ଦ୍ର ପ୍ରମୁଖ ଭୂମିକା
Read More...

ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ: ଅଭିନବ ମଳବର୍ଜ୍ୟ ପରିଚାଳନା ମଡେଲ ନେଇ ରାଜ୍ୟମାନଙ୍କ ସହ ଜଳଶକ୍ତି ମନ୍ତ୍ରୀଙ୍କ ସମୀକ୍ଷା

ଗ୍ରାମୀଣ ପରିମଳ ପାଇଁ ନବୀନ ଏଫଏସଏମ ପଦକ୍ଷେପକୁ ଶ୍ରୀ ସି.ଆର. ପାଟିଲଙ୍କ ପ୍ରଶଂସା ନୂଆଦିଲ୍ଲୀ, (ପିଆଇବି) : ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଧୀନରେ ଦେଶରେ ଚାଲୁଥିବା ମଳ ବର୍ଜ୍ୟ ପରିଚାଳନା (ଏଫଏସଏମ)ର ବିଭିନ୍ନ ମଡେଲ ଉପରେ ଆଲୋଚନା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଜାନୁଆରୀ
Read More...

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

• ସମ୍ବଲପୁରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏକ ବୈକଳ୍ପିକ ଜାତୀୟ ରାଜପଥ ନିର୍ମାଣ ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• ଏହି ଜାତୀୟ ରାଜପଥ ସମ୍ବଲପୁର ଓ ଝାରସୁଗୁଡ଼ାକୁ ସଂଯୋଗ କରିବା ସହ ଓଡ଼ିଶାର ଶିଳ୍ପ ଓ ଆଞ୍ଚଳିକ ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ
Read More...

ପ୍ରଧାନମନ୍ତ୍ରୀଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ କଲ୍

ଦୁଇ ନେତା ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇ ଜନତାଙ୍କ ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତିଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ଼ କରିବା ପାଇଁ ମିଳିତ ପ୍ରାଥମିକତା ଚିହ୍ନଟ କଲେସମସ୍ତ ପ୍ରକାର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ପୁନର୍ବାର
Read More...