Yearly Archives

2026

ରୁଗୁଡିପଡା ଦୁର୍ଗା ପୂଜା ଟ୍ରଷ୍ଟର ୪୯ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୁଗୁଡିପଡା ଦୁର୍ଗା ପୂଜା ଟ୍ରଷ୍ଟର ୪୯ତମ ବାର୍ଷିକ ସାଧାରଣ ପରିଷଦ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଟ୍ରଷ୍ଟର ନୂତନ କର୍ମକର୍ତ୍ତା ଚୟନ, ଆୟ-ବ୍ୟୟର ହିସାବ ଉପସ୍ଥାପନ ସହ ଚଳିତ ବର୍ଷର ଦୁର୍ଗା ପୂଜା ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା
Read More...

କୁଡ଼ାଲୋଇ (ଏ) ଉତ୍ତର କୋଇଲା ଖଣି ଜମି ଅଧିଗ୍ରହଣ ପ୍ରକ୍ରିୟା : ଗ୍ରାମସଭା ନୋଟିସକୁ ନେଇ ଦ୍ୱନ୍ଦ୍ବ, ସ୍ଥଗିତ ରଖିବାକୁ…

​ରାଉରକେଲା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ତହସିଲ ଅନ୍ତର୍ଗତ ବଞ୍ଜାରୀ ଓ କୁଡ଼ାଲୋଇ ମୌଜାରେ କୁଡ଼ାଲୋଇ (ଏ) ଉତ୍ତର କୋଇଲା ଖଣି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନିକ ଚିଠି ଏବଂ ଗ୍ରାମପଞ୍ଚାୟତ
Read More...

ରାଉରକେଲାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଉଦିତନଗର ପଡ଼ିଆଠାରେ ୮୦ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ
Read More...

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ, ଛେଣ୍ଡ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରେକ୍ଷାଳୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଏକ ଭବ୍ୟ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି । ସଂଘର
Read More...

ଇସ୍ପାତ୍ ସାହିତ୍ୟ ସଂସଦ ଭବନରେ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ସାଧାରଣ ସମ୍ପାଦକ ମନୋଜ କୁମାର ନନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସଭାପତି
Read More...

ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ତରଫରୁ ୱାଟର କୁଲର ଲୋକାର୍ପିତ : ଉଦ୍‌ଘାଟନ କଲେ ଡିଜି ଚରନ ଜିତ କୌର ହୁରା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସଦାବେଳେ ସାମାଜିକ କାର୍ଯ୍ୟ କରିଥାଏ । ତେବେ ସର୍ଗିଗୁଡ଼ା ସ୍ଥିତ ରାମ ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମକୁ ଦେଖି ସେଠାରେ ଏକ ୱାଟର କୁଲର ଦେବାକୁ କ୍ଲବ ତରଫରୁ ସ୍ଥିରୀକୃତ କରାଯାଇଥିଲା । ଏହି ମହତ କାର୍ଯ୍ୟକୁ କରିବା ପାଇଁ
Read More...

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ରାଉରକେଲା ପକ୍ଷରୁ ୮୦ତମ ସ୍ଵାଧୀନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ, ରାଉରକେଲା ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଉପସଭାପତି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନା, ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଆବାହକତ୍ୱରେ ଆୟୋଜିତ
Read More...

ସ୍ୱାଧୀନତା ଦିବସରେ ସମ୍ମାନିତ ହେଲା ଲାୟନ୍ସ କ୍ଲବ ଟିଟିଲାଗଡ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ସଦାବେଳେ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଥାଏ। ତେବେ ବର୍ଷ ବର୍ଷ ଧରି ବିଭିନ୍ନ ସାହାଯ୍ୟ ସହଯୋଗ ବଢ଼ାଇବା ସହ ଯେଉଁଠି ଦରକାର ସେଠାରେ ସେବା କାର୍ଯ୍ୟକରିବା ସଦାବେଳେ ସାହାଯ୍ୟର ହାତ ବଢ଼ାଇଥାଏ । ତେବେ ସ୍ୱାଧୀନତା ଦିବସ ଆୟୋଜକ କମିଟି
Read More...

ବ୍ୟବସାୟୀ ଅପହରଣ ଘଟଣାରେ ବଲାଙ୍ଗିର ପୋଲିସ ପୁଣି ଦେଲା ବଡ ଅପଡେଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବେଶ୍ ଜଣାଶୁଣା ବ୍ୟବସାୟୀ ଅପହରଣ ଘଟଣାରେ ବଲାଙ୍ଗିର ପୋଲିସ ପୁଣି ଦେଲା ବଡ ଅପଡେଟ । ନରେନ୍ଦ୍ର ସାହୁ ଓରଫ ଗୁଣ୍ଡାଙ୍କୁ ଅପହରଣ ଘଟଣାରେ ଖାଲି ମୁଖ୍ୟ ଅଭିଯୁକ୍ତ କ୍ଷିତିଶଙ୍କ ହାତ ନ ଥିଲା, ପୁଣି ଜଣେ ଅଭିଯୁକ୍ତଙ୍କୁ ଧରିଛି ବଲାଙ୍ଗିର ପୋଲିସ ।
Read More...

୮୦ତମ ସ୍ୱାଧୀନତା ଦିବସରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ

ରାଉରକେଲା, (କେପିଏନ୍‌ଏସ୍‌) : ୮୦ ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ସମାଜସେବୀ ବିପିନ ବିହାରୀ ପଟ୍ଟନାୟକ ଓ ସାମ୍ବାଦିକ ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ୱବଧାନରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଛି
Read More...