Monthly Archives

July 2026

୭୭ତମ ବନ ମହୋତ୍ସବରେ ଅବସରପ୍ରାପ୍ତ ପୋଲିସ ଅଫିସର୍ସ ୱେଲଫେୟାର ଆସୋସିଏସନ ପକ୍ଷରୁ ବୃକ୍ଷରୋପଣ

ରାଉରକେଲା, (ସସ୍ମିତା ପ୍ରଧାନ) : ୭୭ତମ ବନ ମହୋତ୍ସବ ଅବସରରେ ଛେଣ୍ଡ କଳିଙ୍ଗବିହାର ସ୍ଥିତ ଉମାଶଙ୍କର ପୀଠ ପରିସରରେ ରାଉରକେଲାର ଅବସରପ୍ରାପ୍ତ ପୋଲିସ ଅଫିସର୍ସ ୱେଲଫେୟାର ଆସୋସିଏସନ ତରଫରୁ ବନମହୋତ୍ସବ ପାଳନ କରାଯାଇଥିଲା । ସଭାପତି ବିଶ୍ୱମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ଓ ସାଧାରଣ…
Read More...

ଲେଫ୍ରିପଡ଼ା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଲେଫ୍ରିପଡ଼ା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ପଂଚାୟତ ସମିତି ସଭାକକ୍ଷରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଉପସ୍ଥିତ…
Read More...

ସାଇ ସରଗମ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କ୍ଲବ ପରିସରରେ ସାଇସରଗମ ମ୍ୟୁଜିକାଲ ଆଣ୍ଡ ସୋସିଆଲ ଟ୍ରଷ୍ଟ ପକ୍ଷରୁ ରଙ୍ଗ କେ ସିତାରେ ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ପ୍ରତିଷ୍ଠାତା ଝୁନୁ ନାୟକଙ୍କ ପୌରହିତ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବିଦ୍ୟାଳୟର ୨ ଶହରୁ…
Read More...

ଆନ୍ତଃ ବିଦ୍ୟାଳୟ ଆବାକସ ଷ୍ଟାର ଚମ୍ପିଆନସିପ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ପ୍ରଥମ ଆନ୍ତ ବିଦ୍ୟାଳୟ ଆବାକସ ଷ୍ଟାର ଚମ୍ପିଆନସିପ୍ ସେକ୍ଟର ୯ ସ୍ଥିତ ବିକାଶ ଇଣ୍ଡିଆ ଗ୍ଲୋବାଲ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ…
Read More...

ରାଜବୋଡ଼ାସମ୍ବର ବ୍ଲକରେ ସାମାଜିକ ଅଧିକାରିତା ଶିବିର

୧୧୩ ଜଣ ହିତାଧିକାରୀଙ୍କୁ ୧୧ ଲକ୍ଷ ୩୮ ହଜାର ଟଙ୍କାର ସହାୟତା ଉପକରଣ ବଣ୍ଟନ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ରାଜ ବୋଡ଼ାସମ୍ବର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଲିମକୋ ଓ ବ୍ଲକ ପ୍ରଶାସନର ମିଳିତ ସହଯୋଗରେ ଏକ ମେଗା 'ସାମାଜିକ ଅଧିକାରିତା ଶିବିର' ଅନୁଷ୍ଠିତ ହୋଇଯାଇଛି ।…
Read More...

ଟିଟିଲାଗଡ ହାଇସ୍କୁଲ ପଡ଼ାରେ ନୂତନ ମଦ ଦୋକାନ ବନ୍ଦ କରିବାକୁ ଦାବି କରି ରାସ୍ତାଅବରୋଧ କଲେ ପଡ଼ାବାସୀ –…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହର ଏକ ଶାନ୍ତି ପ୍ରିୟ ସହର ଅଟେ । ସହରର ହାଇସ୍କୁଲ ପଡ଼ା ହେଉଛି ଏକ ଶାନ୍ତଶିଷ୍ଠ ଅଞ୍ଚଳ, ସେଥିପାଇଁ ଏଠାରେ ସବୁ ସରକାରୀ ଚାକିରିଆମାନେ ଘର ଭଡ଼ା ନେଇ ରହିଥାନ୍ତି । ବହୁତ୍ ପରିବାର ଏହି ଅଞ୍ଚଳରେ ରହିବାକୁ ପସନ୍ଦ କରନ୍ତି କାରଣ ହେଲା ଉତ୍ତମ…
Read More...

ସୁବର୍ଣ୍ଣପୁର ଜିଲ୍ଲାର ସଘନ ସଂଶୋଧନର ଚିଠା ଭୋଟର ତାଲିକା ପ୍ରକାଶିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର, ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ -୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ପ୍ରକାଶ ପାଇଛି । ଜିଲ୍ଲା ନିର୍ବାଚନ…
Read More...

ଟିଟିଲାଗଡ ହାଇସ୍କୁଲ ପଡ଼ାରେ ନୂତନ ବିଦେଶୀ ମଦ ଦୋକାନ ଖୋଲାକୁ ବିରୋଧ କଲେ ସ୍ଥାନୀୟ ବାସିନ୍ଦା : ମଦ ଦୋକାନ ହଟାଇବାକୁ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହର ଏକ ଶାନ୍ତିର ସହର ଅଟେ । କିଛି ଦିନ ତଳେ ନୂଆ ଅବକାରୀ ନିୟମ ଅନୁସାରେ ଲଟେରୀ ମାଧ୍ୟମରେ ମଦ ଦୋକାନ ଖୋଲିବା ପାଇଁ ସହରର ନଅ ନମ୍ବର୍ ହାଇସ୍କୁଲପଡ଼ା ଠାରେ ଥିବା କିର ମହାନନ୍ଦ ବାବୁଙ୍କ ଘରେ ମଦ ରଖିବା ଗୋଦାମ ଘର ଓ ସାମ୍ନାରେ ଥିବା ଦୋକାନ…
Read More...

ପ୍ରବଳ ବର୍ଷା ଆଶଙ୍କା, ଆଜି ନୂଆପଡ଼ା ଜିଲ୍ଲାର ସମସ୍ତ ସ୍କୁଲ୍ ଛୁଟି ଘୋଷଣା

ନୂଆପଡ଼ା, (ସନ୍ତୋଷ କୁମାର ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲାରେ ପ୍ରକୃତିର ତାଣ୍ଡବ ଆଶଙ୍କା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯିବା ସହ ନୂଆପଡ଼ାକୁ 'ରେଡ୍ ଜୋନ୍' ଭାବେ ଘୋଷଣା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି…
Read More...

ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଛୁଟି ଘୋଷଣା ସହ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ବାତିଲ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଆଜି ଜିଲ୍ଲାର ସମସ୍ତ ସ୍କୁଲ ଓ ଯୁକ୍ତ ୨ ବିଦ୍ୟାଳୟକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ । ସେହିପରି ଆଜି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଜିଲ୍ଲାର ବିନିକା ବ୍ଲକରେ ଥିବା ବେଳେ ତାକୁ…
Read More...