ଭୁବନେଶ୍ୱରରେ ‘ସିଇଏ ନିୟମାବଳୀ ଏବଂ ବୈଷୟିକ ମାନକ’ ଉପରେ ଆଞ୍ଚଳିକ କର୍ମଶାଳା ଆୟୋଜିତ
ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ବିଦ୍ୟୁତ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ (ସିଇଏ) ଏବଂ ପାୱାରଗ୍ରିଡର ମିଳିତ ଆନୁକୂଲ୍ୟରେ ‘ସିଇଏ ନିୟମାବଳୀ ଏବଂ ବୈଷୟିକ ମାନକ’ ସମ୍ପର୍କିତ ଏକ ଆଞ୍ଚଳିକ କର୍ମଶାଳା ଆଜି, ୧୦ ଜୁଲାଇ ୨୦୨୬ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ!-->…
Read More...
Read More...