Monthly Archives

July 2026

କେସିଙ୍ଗାରେ ବଢ଼ୁଛି ଚୋରଙ୍କ ଦୌରାତ୍ମ୍ୟ : ୫ ଦିନ ପରେ ବି ମିଳୁନି ଚୋରି ହୋଇଥିବା ବୋଲେରୋ ପିକଅପ୍

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବଢ଼ୁଥିବା ଦେଖିବାକୁ ମିଳିଛି । କିଛିଦିନ ତଳେ କାଣ୍ଡେଲ ଅଞ୍ଚଳରୁ ବହୁମୂଲ୍ୟ ବିଦ୍ୟୁତ କେବୁଲ ଚୋରି ହୋଇଥିବା ବେଳେ, ଏବେ ସହରର ମଧ୍ୟଭାଗରୁ ଏକ ବୋଲେରୋ ପିକଅପ୍ ଗାଡ଼ି
Read More...

ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ନୂଆଦିଲ୍ଲୀର ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅବସରରେ ସ୍ଥାନୀୟ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସିଭିଲ୍
Read More...

ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ଵାରା ବାଲିଗୁଡ଼ା ଟାଉନ ହଲ ଠାରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇଙ୍କ
Read More...

ରବି ଋତୁରେ ମାଗଣା ବିହନ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପୋଷ୍ଟକାର୍ଡ଼ ମାଧ୍ୟମରେ ଅନୁରୋଧ କଲେ ଚାଷୀ ଭାଇମାନେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନର ସହଯୋଗରେ ଟିକାବାଲି ବ୍ଲକର ଚାଷୀ ଭାଇ ଓ ଭଉଣୀମାନେ ଗତ ରବି ଋତୁରେ ସିଆର୍‌ଏଫ୍‌ଏମ୍‌ ଯୋଜନା ଅଧୀନରେ ମାଗଣା
Read More...

ନିଶାନ୍ତ ବାର୍‌ ବିରୋଧରେ ତେଜିଲା ଆନ୍ଦୋଳନ : ଅବକାରୀ ବିଭାଗ ମୁଖ୍ୟ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ କେସିଙ୍ଗା…

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ନିଶାନ୍ତ ବାର୍ ସ୍ଥାନାନ୍ତରକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଆର୍‌ଏମ୍‌ସି ଅଞ୍ଚଳରୁ ଟିଟିଲାଗଡ଼ ରୋଡ୍ ସ୍ଥିତ ଓମ୍ ନଗରକୁ ବାର୍ ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ କରି ଏବେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ
Read More...

ମୃତ କନଷ୍ଟେବଲଙ୍କ ଉତ୍ତରାଧିକାରୀଙ୍କୁ ଏସବିଆଇ ବୀମା ରାଶି ପ୍ୟାକେଜ୍ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ଛତ୍ରପୁର ଶାଖା ସୌଜନ୍ୟରେ ପୋଲିସ୍ ଦରମା ପ୍ୟାକେଜର ବୀମା ରାଶି ୧୦ ଲକ୍ଷ ଟଙ୍କାର ଏକ ଚେକ୍ ବୀମା ଉପଭୋକ୍ତା ପୋଲିସ କନଷ୍ଟେବଲ ସ୍ୱର୍ଗତ ସଞ୍ଜିତ କୁମାର ସ୍ୱାଇଁଙ୍କ ପତ୍ନୀ ଶ୍ରୀମତୀ ଝିଲି ସ୍ୱାଇଁଙ୍କୁ ଶୁକ୍ରବାର ସକାଳେ
Read More...

ଲୋଇସିଂହା ବ୍ଲକ ଛାତ୍ରଙ୍କ ଜାପାନ ଯାତ୍ରା

ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ପିୟୁପିଏସ୍ ଲଙ୍କାବାହାଲର ଛାତ୍ର ରାଜୁ ପଧାନ ଅଷ୍ଟମ ଶ୍ରେଣୀ ପଢୁଥିବା ସୟରେ ଗାଇଡ ଶିକ୍ଷକ କୁଶଧ୍ୱଜ ଷଡଙ୍ଗୀଙ୍କ ସାହାଯ୍ୟରେ ପ୍ରକଳ୍ପ “ହଳ ଚାଳିତ ମଞ୍ଜିବୁଣା ଯନ୍ତ୍ର”
Read More...

ଧଣ୍ଡାମାଲ ହାଇସ୍କୁଲ ଖେଳ ଶିକ୍ଷକଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସତ୍ୟବାଦୀ ହାଇସ୍କୁଲ ଧଣ୍ଡାମାଲର ଖେଳ ଶିକ୍ଷକ ମଦନ ମୋହନ ଭୋଇ (୫୨)ଙ୍କ ଶୁକ୍ରବାର ସକାଳେ ଅକାଳ ବିୟୋଗ ଘଟିଛି । ଶେଷ ସମୟରେ ତାଙ୍କ ପତ୍ନୀ ପଦ୍ମିନୀ ଭୋଇଙ୍କ ସହ ଏକ ମାତ୍ର ପୁଅ ଅଂଶୁମାନ ଓ ଝିଅ ନିହା ଉପସ୍ଥିତ ଥିଲେ । ତାଙ୍କର
Read More...

କୁଡାସିଂହାରେ ବନ ମହୋତ୍ସବ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ଅବସର ପ୍ରାପ୍ତ ବନ କର୍ମଚାରୀ ସଂଘ ବଲାଙ୍ଗିର ଏବଂ ସାର୍ବଜନୀନ ସାଂସ୍କୃତିକ କଳା ପରିଷଦ କୁଡାସିଂହାର ମିଳିତ ଉଦ୍ୟମରେ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ
Read More...

ବନ୍ଦର ସୁରକ୍ଷା ବ୍ୟୁରୋ ଗଠନର ଅଗ୍ରଗତି ସମୀକ୍ଷା କଲେ ଅମିତ ଶାହ ଓ ସର୍ବାନନ୍ଦ ସୋନୋୱାଲ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଉପକୂଳ ସୁରକ୍ଷାକୁ ଅଭେଦ୍ୟ କରିବା ଲାଗି ସଂକଳ୍ପବଦ୍ଧବିଓପିଏସରେ ନିୟୋଜିତ ହେବାକୁ ଥିବା ସୁରକ୍ଷା କର୍ମଚାରୀଙ୍କ ଏକ ଡାଟାବେସ୍ ସୃଷ୍ଟି କରମାଛଧରା ବନ୍ଦର ଓ ମାଛ ଅବତରଣ କେନ୍ଦ୍ରର ସୁରକ୍ଷା ସୁନିଶ୍ଚିତ କରିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ
Read More...