Yearly Archives

2025

ବିଜୁ ଜୟନ୍ତୀ ଓ ସାସ୍କୃତିକ ମହୋତ୍ସବର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଦ୍ଵାରା ବିଜୁ ପଟ୍ଟନାୟକ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ ୨୦୨୫ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଆଇ ଡି ଏଲ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ଅନୁଷ୍ଠାନର ସଂପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ
Read More...

ସୁନ୍ଦରଗଡ଼ ଠାରେ ପି ଏମ କିଶାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଜି ପି ଏମ କିଶାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ଅନ୍ତର୍ଗତ ଯୋଗ୍ୟ ବିବେଚିତ କୃଷକ ମାନଙ୍କୁ ୧୯ତମ କିସ୍ତି ଡି ବି ଟି ମାଧ୍ୟମରେ
Read More...

ମେଡ଼ିସିନ ଷ୍ଟୋରର ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଏକ ଚୋରୀ ଘଟଣାରେ ବାଲିଗୁଡା ପୋଲିସ ଦୁଇ ପେଶାଦାର ଅପରାଧୀଙ୍କ ସମେତ ଚୋରୀ ସାମଗ୍ରୀ ଜବତ କରିଥିବା ବିଷୟକୁ ନେଇ ଏସଡିପିଓ ରାମେନ୍ଦ୍ର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଘଟଣାରୁ
Read More...

ଚିତ୍ରକୋଣ୍ଡାରେ ଲଜ୍ଜାଜନକ ଘଟଣା ହଷ୍ଟେଲରେ ମାଆ ହେଲେ ଛାତ୍ରୀ

ଚିତ୍ରକୋଣ୍ଡା : ପାଠପଢି ଭବିଷ୍ୟତ ଗଢିବାକୁ ଆସିଥିବା ନିରୀହ ଛାତ୍ରୀ ହେଲେ ମାଆ । ଗୋଟିଏ ସନ୍ତାନକୁ ଜନ୍ମ ଦେଇଛି ନାବାଳିକା ଛାତ୍ରୀ । ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଚକିତ କରିଛି । ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି
Read More...

ନୂଆଦିଲ୍ଲୀରେ ‘ୱତନ କୋ ଜାନୋ’ କାର୍ଯ୍ୟକ୍ରମ ଅଧୀନରେ ଜମ୍ମୁ କାଶ୍ମୀରର ୨୫୦ ଜଣ ପିଲାଙ୍କ ସହ ଆଲୋଚନା କଲେ…

'ୱତନ କୋ ଜାନୋ' କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ସାମାଜିକ ଏବଂ ସାଂସ୍କୃତିକ ବିବିଧତା ସହିତ ଜାମ୍ମୁ କାଶ୍ମୀରର ଯୁବକମାନଙ୍କୁ ପରିଚିତ କରାଇବା ଏବଂ ସେମାନଙ୍କ ମଧ୍ୟରେ ଏକ ଭାବପ୍ରବଣ ସଂଯୋଗ ସ୍ଥାପନ କରିବାପ୍ରଧାନମନ୍ତ୍ରୀ ଧାରା ୩୭୦ ଉଚ୍ଛେଦ କରି ସମଗ୍ର ଦେଶକୁ ଏକତ୍ର
Read More...

ଯୁବ ସମାଜସେବୀଙ୍କ ପ୍ରୟାସରେ ତେଲେଙ୍ଗାନା ରାଜ୍ୟରୁ ୧୭ ଦାଦନ ଶ୍ରମିକ ଉଦ୍ଧାର

ନିର୍ଦ୍ଧାରିତ ସମୟ ଠାରୁ ଅଧିକ କାମ କରି କମ୍ ପାଉଣା ଦେଉଥିଲା ମାଲିକଶ୍ରମିକମାନେ ଇଟା ଭାଟି ମାଲିକଠୁ ଶାରୀରିକ ନିର୍ଯ୍ୟାତନା ମଧ୍ୟ ପାଉଥିଲେଦାଦନ ପ୍ରବଣ ଗାଁ କାମ ଯୋଗାଇଦେବାକୁ ପ୍ରଶାସନକୁ ନିବେଦନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପେଟ ପାଟଣା ପାଇଁ ତେଲେଙ୍ଗାନାକୁ ଯାଇ
Read More...

ଜୟ ବୁଢ଼ାରଜା କ୍ରିକେଟ୍ କପ୍: ବରତୁଣ୍ଡାକୁ ହରାଇ ମାଣ୍ଡୋସିଲ ସେମିରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡାରେ ଚାଲିଥିବା ୫ତମ ଜୟ ବୁଢ଼ାରଜା କ୍ରିକେଟ୍ କପରେ ଚତୁର୍ଥ ଦିନରେ ୫ଟି ମ୍ୟାଚ ଖେଲାଯାଇଛି । ପ୍ରଥମ ମ୍ୟାଚ ଧାରୋଲ ଓ ବରତୁଣ୍ଡା ମଧ୍ୟରେ ବରତୁଣ୍ଡା ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ
Read More...

ଆସନ୍ତାକାଲି ଉତ୍ତର ପ୍ରଦେଶର ନୋଏଡା ହାଟରେ ସରସ ଆଜୀବିକା ମେଳାର ଉଦ୍‌ଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ…

ସାରସ ଆଜୀବିକା ମେଳାର ଲକ୍ଷ୍ୟ କାରିଗର ଏବଂ ଶିଳ୍ପୀମାନଙ୍କୁ ସେମାନଙ୍କର ଜୀବିକା ଏବଂ ସମନ୍ୱିତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆସନ୍ତାକାଲି ଉତ୍ତର ପ୍ରଦେଶର ନୋଏଡାର ସେକ୍ଟର ୩୩ ଏ, ନୋଏଡା ହାଟରେ
Read More...

ବାଲ୍ୟବିବାହ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଶିକ୍ଷା ଓ
Read More...

ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା ଡ୍ରାଇଭର୍ ଫେରାର୍

ଖନ୍ତାପଡ଼ା : ଖନ୍ତାପଡ଼ା ଥାନା ବାହାନଗା ବ୍ଲକ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଦରଡ଼ିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା । ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଭାରସାମ୍ୟ ହରାଇ ଦୋକାନରେ ଧକ୍କା ହେଲା ଗୋରୁ ବୋଝେଇ ଟ୍ରକ୍ । ସୋମବାର ବିଳମ୍ଵିତ
Read More...