Yearly Archives

2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫ ଉଦ୍‌ଘାଟିତ

• ମଧ୍ୟପ୍ରଦେଶରେ ବିଶ୍ୱ ନିବେଶକ ସମ୍ମିଳନୀ ଏକ ପ୍ରଶଂସନୀୟ ପଦକ୍ଷେପ; ଶିଳ୍ପ, ଉଦ୍ଭାବନ ଏବଂ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀ• ବିଶ୍ୱ ନିବେଶକମାନଙ୍କୁ ଆକୃଷ୍ଟ କରିବା
Read More...

ଜୟ ଡଙ୍ଗରବୁଢ଼ା ଫୁଟବଲ କପ୍ ପ୍ରତିଯୋଗିତା : ହଳଦୀକୁ ହରାଇ କୁରସୁଡ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳପଡ଼ିଆରେ ଚାଲିଥିବା ଜୟ ଡଙ୍ଗରବୁଢ଼ା ଫୁଟବଲ କପ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ହଳଦୀ ଇଲେଭେନ ବ୍ରଦର୍ସ ଫୁଟବଲ୍ ଆସୋସିସନକୁ ଏକତରଫା ଭାବେ ୪-୦ ଗୋଲରେ ପରାସ୍ତ
Read More...

ସମ୍ବଲପୁରରେ ‘କିଷାନ ସମ୍ମାନ ସମାରୋହ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

• ସମ୍ବଲପୁର ଜିଲ୍ଲାରେ ନିର୍ଦ୍ଧାରିତ ଲକ୍ଷ୍ୟରୁ ଅଧିକ ଧାନ କିଣାଯିବା• ଡବଲ ଇଞ୍ଜିନ ସରକାର କାମର ପ୍ରତିଫଳନ - ଧର୍ମେନ୍ଦ୍ର ପ୍ରଧାନ• ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ ବିଭିନ୍ନ ଚାଷୀମାନଙ୍କୁ ସହାୟତା ରାଶି ହସ୍ତାନ୍ତରଣ କଲେ• ଡବଲ ଇଞ୍ଜିନ ସରକାରରେ ସମ୍ବଲପୁର ଜିଲ୍ଲା ପାଇଥିବା
Read More...

ସମ୍ବଲପୁର ସିଦ୍ଧେଶ୍ୱରବେର୍ଣ୍ଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କମ୍ପ୍ୟୁଟର ଲ୍ୟାବ୍ ଉଦ୍‌ଘାଟିତ

ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଦୁନିଆ ସହ ଯୋଡିବ - ଧର୍ମେନ୍ଦ୍ର ପ୍ରଧାନଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସିଏସଆର ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ବ୍ୟୟରେ କମ୍ପ୍ୟୁଟର ଲ୍ୟାବ୍ ନିର୍ମିତଓଡ଼ିଶାର ଶିକ୍ଷା କ୍ଷେତ୍ରକୁ ସୁସମୃଦ୍ଧ କରିବାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରହିଛି ବଡ଼ ଭୂମିକାଭାରତୀୟ
Read More...

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ଆୟୋଜନ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ଥିକ ସାକ୍ଷରତା ସପ୍ତାହ (ଏଫ୍‌ଏଲ୍‌ଡବ୍ଲୁ) ପାଳନ କରିଆସୁଛି । ଚଳିତ ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ ଫେବୃଆରି ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଯାହା କି
Read More...

ଯୁବତୀଙ୍କ ଗଳା କାଟି ହତ୍ୟା

ସୋର : ଏକତରଫା ପ୍ରେମରୁ ବିଭତ୍ସ ହତ୍ୟା । ପ୍ରେମରେ ବିଫଳ ହେବାରୁ ପ୍ରେମିକାର ଜୀବନ ନେଲା ପ୍ରେମିକ । ଯୁବତୀଙ୍କ ଗଳା କାଟି ହତ୍ୟା । ସୋର ପୌରପାଳିକା ଅନ୍ତର୍ଗତ ଲିଙ୍ଗପଡା ଗ୍ରାମରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ସୂଚନା ଅନୁଯାୟୀ, ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ
Read More...

ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଆଜି
Read More...

ଡେଲାଙ୍ଗ ବ୍ଲକର ୭ଟି ସେଣ୍ଟରରେ ୨୩ଟି ଉଚ୍ଚ ବିଦ୍ୟାଳୟର ୧୦୧୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୦୬ ମାଟ୍ରିକ ପରୀକ୍ଷା ଦେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ୭ଟି ସେଣ୍ଟରରେ ୨୩ଟି ଉଚ୍ଚ ବିଦ୍ୟାଳୟର ୧୦୧୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୦୬ ମାଟ୍ରିକ ବୋର୍ଡ ପରୀକ୍ଷା ଦେଇଥିବା ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମଣ ପ୍ରଧାନ ସୂଚନା ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ କଇନଗରୀ
Read More...

ସ୍ତ୍ରୀ କଲାନି ଚିକେନ୍ ତରକାରୀ, ମାରୁ ମାରୁ ଜୀବନରୁ ମାରିଦେଲା ସ୍ୱାମୀ

ଢେଙ୍କାନାଳ : ସ୍ତ୍ରୀ ଚିକେନ ତରକାରୀ ରୋଷେଇ ନ କରିବାରୁ । ରାଗିଗଲା ସ୍ୱାମୀ ପତ୍ନୀକୁ ନିସ୍ତୁକ ମାଡ଼ ମାରି ଶେଷରେ ପତ୍ନୀକୁ ପିଟି ପିଟି ଜୀବନରୁ ମାରିଦେଲା ସ୍ୱାମୀ । ରବିବାର ରାତିରେ ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆଁ ନାଳୀ ଗ୍ରାମରେ । ମୃତ
Read More...

ମହିଳା ସମିତିର ନିଶାମୁକ୍ତ ବରଗଡ଼ ଅଭିଯାନ

ନିଶାମୁକ୍ତି ପାଇଁ ଜେଲ ଅନ୍ତେବାସୀଙ୍କ ଶପଥ ପାଠ ବରଗଡ଼, (ନିରୋଜ କୁମାର ପାଣୀ) : ଜେଲ ସମୟକୁ ଜୀବନର ମୂଲ୍ୟବାନ ସମୟ ଭାବି ଏହାର ସଦୁପଯୋଗ କରିବା ସାଙ୍ଗକୁ ନିଶାମୁକ୍ତ ସମାଜ ଗଠନରେ ନିଜକୁ ସାମିଲ କରିବା ପାଇଁ ବରଗଡ଼ ଜିଲ୍ଲା କାରାଗାରର ଅନ୍ତେବାସୀ ଗଣ ଶପଥ ପାଠ କରିଛନ୍ତି ।
Read More...