ଶିକ୍ଷକ ପାଇଁ ସ୍କୁଲ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ
କେସିଙ୍ଗା, (ପ୍ରୀତେଶ ପଟେଲ) : ସରକାର ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି କିନ୍ତୁ ତାହା ଗ୍ରାଉଣ୍ଡ ଜିରୋରେ ଦୂର ଦୂରାନ୍ତ ପର୍ଯ୍ୟନ୍ତ ଦିଶୁନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ହାତିଖୋଜ ପଞ୍ଚାୟତ ଅଧୀନରେ ଥିବା ସୀଙ୍ଗାରି!-->…
Read More...
Read More...