Yearly Archives

2025

ଚନ୍ଦଳୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷାଫଳ, ପ୍ରାଚୀର ପତ୍ର, କିଶୋରୀ ଶିକ୍ଷା ଓ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଚନ୍ଦଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସମାପ୍ତିସୂଚକ ମୂଲ୍ୟାୟନର ଫଳାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ, ପିତାମାତା ଓ ଅଭିଭାବକମାନେ ପରୀକ୍ଷା ଫଳ ଜାଣି ତାଙ୍କର ମତାମତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଜଣାଇଥିଲେ । ଏହା ପରେ ବିଦ୍ୟାଳୟରେ କିଶୋର ଓ
Read More...

ଛାତ୍ରଛାତ୍ରୀଙ୍କ ବିକାଶ ଉପରେ ଗୁରୁତ୍ୱା ଆରୋପ କରିଥିଲେ “ବିକାଶ “

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁଆଳିପଡା ସେବାଶ୍ରମ ଓ ଚଣ୍ଡେଶ୍ୱରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ବିକାଶ କୁମାର ମହାନ୍ତି ପୁରୀ ଜିଲ୍ଲା ମଙ୍ଗଳ
Read More...

ଜେଏସ୍‌ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟ ବିଦାୟକାଳୀନ ସମ୍ଭର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍ କଳା, ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟ ପକ୍ଷରୁ ସୁଦାମା କୁଟୀର (ଗଇଁତଲା) ଠାରେ ଯୁକ୍ତ ୨ ଓ ଯୁକ୍ତ ୩ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସିଏ. ଶ୍ରୀକାନ୍ତ
Read More...

କୋଶଳୀ ଭାଷାର ସମସ୍ତ ଦିଗ ପ୍ରତି ଧ୍ୟାନ ଦେଲେ ଭାଷାର ବିକାଶ ହେବ ଓ ସ୍ୱୀକୃତି ଲାଭ କରିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ ଧୁମାଭଟା ରୋଡ ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ କୋଶଳୀ ଡେରା ପାଟଣାଗଡର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଟିଟିଲାଗଡର କବି ଭିକାରୀ ମିଶ୍ର ମୁଖ୍ୟ ଅତିଥିମାବେ, ନୀଳମଣି ମିଶ୍ର ମୁଖ୍ୟବକ୍ତା ମାବେ, ସାମ୍ବାଦିକ ସନ୍ଦୀପ କୁଅଁର ସମ୍ମାନିତ
Read More...

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ନବମ ଶ୍ରେଣୀରେ ପଢିବାକୁ ଥିବାରୁ ସେମାନଙ୍କ ବିଦ୍ୟାଳୟ
Read More...

ଜିଲ୍ଲାରେ ୩୪୧୦ ଘର ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦିଆଗଲା : ପ୍ରତ୍ୟେକ ଘର ପାଇଁ ୧.୨୦ ଲକ୍ଷ ଟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଭୀମଭୋଇ ମେଡ଼ିକାଲ କଲେଜ ପେକ୍ଷାଳୟରେ ଜିଲ୍ଲାସ୍ତରୀୟ ଅଭାଷୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ
Read More...

ମୁରିବାହାଲ ଥାନା ଅଞ୍ଚଳରେ ୨ଟି ଅଭାବନୀୟ ଘଟଣା

୩ଟି ଅପମୃତ୍ୟୁ ମାମଲାରେ ୪ଜଣଙ୍କ ମୃତ୍ୟୁ ଅଭିଯୋଗସେମେଲପାଲିରେ ପ୍ରେମୀଯୁଗଳଗୁଡିଘାଟରେ ସ୍ୱାମୀସ୍ତ୍ରୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଂଚଳରେ ଦୁଇଟି ଚାଞ୍ଚଲ୍ୟକର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଥିରେ ତିନିଟି ଅପମୃତ୍ୟୁ ମାମଲାରେ
Read More...

ଜିଲ୍ଲାସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲାରେ ୪୧୧୪ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାର ଆଜି ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ଯୋଜନାର
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି ଓ ହାଇଟେକ୍ ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଭାର କାର୍ଯ୍ୟକାରୀ ସଭାପତି
Read More...

ଗଣେଶ ଇଂଲିଶ ମିଡ଼ିଅମ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ସ୍ଥିତ ଗଣେଶ ଇଂଲିଶ ମିଡିଅମ ସ୍କୁଲର ସପ୍ତମ ବାର୍ଷିକ ଉତ୍ସବ ମହାସମାରୋହ ଆୟୋଜିତ ହୋଇ ଯାଇଛି । ସି ବି ଏସ ସି ପାଠ୍ୟ ଖସଡ଼ା ଉପରେ ଏହି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ନିଜସ୍ଵ ପରିଚୟ ରଖି ସାରିଥିବା ବେଳେ ବାର୍ଷିକ
Read More...