Yearly Archives

2025

ମହୀପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ ମହିପୁର ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ତୁଷୁରା ବାଳିକା ଉଚ୍ଚ
Read More...

ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ କଂଗ୍ରେସର ଆହ୍ୱାନ : ଏପ୍ରିଲ୍ ୧୫ରୁ ମଶାଲ ୨୧ରେ ଜିଲ୍ଲାପାଳ ଅଫିସ୍ ଘେରାଉ

ଭୁବନେଶ୍ୱର : ଆଗାମୀ ଦିନରେ ନିଆରା ପ୍ରତିବାଦ କରିବ କଂଗ୍ରେସ । ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଯଦି ସରକାର ଗୃହ କମିଟି ନକଲେ ଆଗାମୀ ଦିନରେ ଗାଁ ଗାଁ ବୁଲିବ କଂଗ୍ରେସ । ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ୱାନ ଦେଇଛନ୍ତି । ନାରୀ ସୁରକ୍ଷା ନେଇ ଗାଁ ଗାଁରେ
Read More...

ଯୁବକବି କୃଷ୍ଣେନ୍ଦୁ ହୋତାଙ୍କୁ “ବ୍ରଜବଲ୍ଲଭ ସ୍ମୃତି ସମ୍ମାନ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "କଳାଶ୍ରୀ ଆର୍ଟ ଏକାଡେମୀ" ଆନୁକୁଲ୍ୟରେ, ପ୍ରତିବର୍ଷ ଭଳି ଅଷ୍ଟାଦଶ ସର୍ବ ଭାରତୀୟ ଯୋଗିନୀ ମହୋତ୍ସବ "ଝରିଏଲ୍" ୨୦୨୫ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ, କଳା ସଂସ୍କୃତି ଓ ସାହିତ୍ୟ ତଥା ସେବା ତଥା
Read More...

ପ୍ରଗତିର ୧୧ତମ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବରସୁଆଁର ପ୍ରଗତି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ୧୧ତମ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ବେହେରାଙ୍କ ସଭାପତିତ୍ୱ ରେସାଧାରଣ ସମ୍ପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ଵ ଓ ଅନୁଷ୍ଠାନର
Read More...

ବିକଶିତ ଭାରତ ଯୁବ ସଂସଦ ୨୦୨୫ର ଉଦଘାଟନ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

"ଗଣତନ୍ତ୍ର ଯୁକ୍ତି ନୁହେଁ, ଗଠନମୂଳକ ଆଲୋଚନାରେ ସଫଳ ହୁଏ" - ଡକ୍ଟର ମାଣ୍ଡଭିୟରାଷ୍ଟ୍ର ପ୍ରଥମ ମାନସିକତା ଗ୍ରହଣ କରି, ଭାରତର ଭବିଷ୍ୟତ ଗଠନ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା ଦେଲେ ଡକ୍ଟର ମାଣ୍ଡଭିୟବିକଶିତ ଭାରତ ଯୁବ ସଂସଦ ହେଉଛି ଏକ ପ୍ଲାଟଫର୍ମ ଯାହା ଭବିଷ୍ୟତର ଯୁବ ନେତାମାନଙ୍କୁ
Read More...

ବିଦ୍ୟାଷ୍ଟଡ଼ି ପଏଣ୍ଟରେ ଓଡ଼ିଆ ଅସ୍ମିତାର ମହାପର୍ବ ଉତ୍କଳ ଦିବସ ପାଳିତ

ସାରନଗରୀ, (ସସ୍ମିତା ପ୍ରଧାନ) : ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟାଷ୍ଟଡ଼ି ପଏଣ୍ଟ ଆନୂକୁଲ୍ୟରେ ଉତ୍କଳ ଦିବସ ପାଳନ କରାଯାଇଥଲ । ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡ଼ାକ୍ତର ଅକ୍ଷୟ ସାମଲ ଯୋଗଦେଇଥିଲେ ।
Read More...

ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଓ ଟେକ୍ନିସିଆନଙ୍କୁ ୱେଭ୍ସ ୨୦୨୫ରେ ଯୋଗଦେବାକୁ ନିବେଦନ କଲେ କେନ୍ଦ୍ର ମନ୍ତ୍ରୀ…

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସଂଘଗୁଡ଼ିକ ସହିତ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ଅନୁରୂପ ୱେଭସ୍ ୨୦୨୫ର ଲକ୍ଷ୍ୟ ହେଉଛି ଗଣମାଧ୍ୟମ କ୍ଷେତ୍ରକୁ ଏକଜୁଟ କରିବାଦୃଢ଼ ଦକ୍ଷିଣ ଭାରତୀୟ ପ୍ରତିନିଧିତ୍ୱ ପାଇଁ କେନ୍ଦ୍ର
Read More...

ୱେଭସ୍ ୨୦୨୫ ପାଇଁ ଚିଲିକୁ ନିମନ୍ତ୍ରଣ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ଫଣ୍ଟଙ୍କ ଗସ୍ତ ସମୟରେ ଚିଲିର ମନ୍ତ୍ରୀ କାରୋଲିନା ଆରେଡୋଣ୍ଡୋଙ୍କୁ ଭେଟିଛନ୍ତି ଡକ୍ଟର ଏଲ. ମୁରୁଗାନ୍‌ କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡଃ. ଏଲ. ମୁରୁଗାନ ଚିଲି ରାଷ୍ଟ୍ରପତି ଗାବ୍ରିଏଲ ବୋରିକ
Read More...

ଗରିବଙ୍କୁ ସଶକ୍ତ କରିବା ସହ ବିକାଶକୁ ଗତିଶୀଳ କରିବ ୱକଫ୍‌ ସଂଶୋଧନ ବିଲ

ନୂଆଦିଲ୍ଲୀ, (ପିଆଇବି) : ୱାକଫ୍ ସର୍ବଦା ଗରିବଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟସେବା, ଆବାସ ଏବଂ ସହାୟତା ପ୍ରଦାନ କରି ଜନ ସମ୍ପ୍ରଦାୟକୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ । କିନ୍ତୁ, ପରିଚାଳନାଗତ ଅବ୍ୟବସ୍ଥା, ଦୁର୍ନୀତି ଏବଂ ଦକ୍ଷତାହୀନତା ଭଳି ସମସ୍ୟା ପ୍ରାୟତଃ ୱକଫ ସମ୍ପତ୍ତିକୁ ସବୁଠୁ
Read More...

ଗଜବନ୍ଧ ଶିଶୁ ବିଦ୍ୟାମନ୍ଦିରର ସେବା କାର୍ଯ୍ୟ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି ପଂଚାୟତ ଅନ୍ତର୍ଗତ ପଣ୍ଡରାପାଲି ଗ୍ରାମରେ ମାଁ ଚନ୍ଦଳିପାଟ ଓ ମାଁ ଝାଡଖଣ୍ଡ ବାସିନୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧ ତରଫରୁ ଥଣ୍ଡା ସର୍ବତ ବଣ୍ଟନ
Read More...