Yearly Archives

2025

ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ତା ୦୪.୦୪.୨୦୨୫ ରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ତା ୦୭.୦୪.୨୦୨୫ ରିଖ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ତା ୦୪.୦୪.୨୦୨୫ ରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ । ଏଥି ନିମନ୍ତେ, ଆଗ୍ରହୀ ଜନସାଧାରଣ ଓଡ଼ିଶା ସରକାରଙ୍କ ଜନ ଶୁଣାଣି ପୋର୍ଟାଲ
Read More...

ଓଡ଼ିଆ ପକ୍ଷର ତୃତୀୟ ଦିବସରେ ଜିଲ୍ଲାରେ ପାରମ୍ପରିକ ପୋଷାକ ପରିଧାନ

ଆମ ପୋଷାକ ଆମ ପରିଚୟ ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : "ଓଡ଼ିଆ ପକ୍ଷ" ପାଳନର ତୃତୀୟ ଦିବସରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରମ୍ପରିକ ପୋଷାକ ପରିଧାନ କରାଯାଇଛି ।ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ ମହାଜନ, ଅତିରିକ୍ତ
Read More...

‘ଶାନ୍ତି ନିମିତ୍ତ ଅଭିଭାବକତ୍ୱ’ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ, ରାଉରକେଲା ଓ ମା' ଘର ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ 'ଶାନ୍ତି ନିମିତ୍ତ ଅଭିଭାବକତ୍ୱ' ଶୀର୍ଷକ ଆଲୋଚନା ଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ
Read More...

କାଦୁଅ ରାସ୍ତା ପାଇଁ ରାଜପଥ ଜାମ୍‌

କୋରାପୁଟ : କାଦୁଅ ରାସ୍ତା ପାଇଁ ରାଜପଥ ଜାମ୍‌ । ଆଗକୁ ଗଡୁନି ଗାଡି । ରାସ୍ତାରେ ଆମ୍ବୁଲାନ୍ସ ସହ ଅଟକି ରହିଛି ଶହ ଶହ ଗାଡି । ଅସରାଏ ବର୍ଷାରେ ବେହାଲ କୋରାପୁଟ ସୁନାବେଡା ସ୍ଥିତ ଏନ୍‌ଏଚ-୨୬ । ୭କିଲୋମିଟର ଯାଏ ଶହ ଶହ ଗାଡି ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କୋରାପୁଟ
Read More...

ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସହାୟକ ହେଉଛି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’

କୋଏଲ ନଗର ଠାରେ ଅନୁଷ୍ଠିତ ହେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ କୋଏଲ ନଗର ସ୍ଥିତ କଲ୍ୟାଣ ମଣ୍ଡପରେ 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ
Read More...

ଖୁବ୍ ଶୀଘ୍ର ତରକେରା ନିକଟକୁ ସ୍ଥାନାନ୍ତରିତ ହେବ ଡମ୍ପିଂ ୟାର୍ଡ଼ : ଆରଏମସି କମିଶନର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବାସୀଙ୍କ ହିତକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ତରଫରୁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । ଫଳ ସ୍ଵରୂପ ଦୀର୍ଘ ବର୍ଷ ଧରି ଛେଣ୍ଡ ଠାରେ ଥିବା ଡମ୍ପିଂ ୟାର୍ଡ଼କୁ ଖୁବ୍ ଶୀଘ୍ର ତରକେରା ନିକଟକୁ ସ୍ଥାନାନ୍ତରିତ କରାଯିବ । ଏଥି
Read More...

ଟିଟିଲାଗଡ଼ କିରାନା ଆସୋସିଏସନର ସଦସ୍ୟ ପୌରଅଧ୍ୟକ୍ଷା ଓ ନିର୍ବାହୀ ଯନ୍ତ୍ରୀଙ୍କୁ ମାଗିଲେ ସମୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ କାଲି ଟିଟିଲାଗଡ଼ ପୌର ପରିଷଦର ନିର୍ବାହୀ ଅଧିକାରୀ ଓ କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ପାଣି ପାଉଚ ବିକ୍ରି କରୁଥିବା ଦୋକାନୀ ତଥା ହୋଲସେଲର୍‌ଙ୍କ ଗୋଦାମରେ ଚଢାଉ କରି ଶହ ଶହ ବସ୍ତା ପାଣି ପାଉଚ ଜବତ କରି ଜୋରିମାନା ପକାଇଥିଲେ । ଏହାକୁ ନେଇ
Read More...

ଖୋର୍ଦ୍ଧା ହଳଦିପଦାରେ ନୂଆ ଶିଳ୍ପାଞ୍ଚଳ ଉଦ୍‌ଘାଟିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଶିଳ୍ପ ସମୁହର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ସରକାର ଆସିବା ପରେ ଜାନୁଆରୀରେ ଉତ୍କର୍ଷ ଓଡ଼ିଶାରେ ନିବେଶକାରୀଙ୍କ ସହ ଶିଳ୍ପ ପାଇଁ ଏମ୍‌ଓୟୁ କରିଥିଲେ ରାଜ୍ୟ ସରକାର । ଆଉ ତିନି ମାସ ଭିତରେ ଶିଳ୍ପ ପ୍ରକଳ୍ପର ଗ୍ରାଉଣ୍ଡେଡ
Read More...

ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ : ଏକ୍ସରେ ପୋଷ୍ଟ କରି ସ୍ୱାଗତ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ରାତି ସାରା ଆଲୋଚନା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୪ ବିଲ୍ ଗୃହୀତ ହୋଇଛି । ଯାହାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ପୋଷ୍ଟ କରି ସ୍ୱାଗତ ଜଣାଇଛନ୍ତି ।
Read More...

ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସ୍ଥିତ ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ତରିଆ ସଭାପତିତ୍ୱ କରିଥିଲେ ଏବଂ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର
Read More...