Yearly Archives

2025

ରାଉରକେଲା ଗାନ୍ଧୀ ରୋଡର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ୍

ରାଉରକେଲା, (ସସ୍ମିତା ପ୍ରଧାନ) : ବୁଧବାର ରାତିରେ ନୂଆ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗାନ୍ଧୀ ଘଟଣାର ପର୍ଦ୍ଦାଫାସ୍ କରିଛି ପ୍ଲାଣ୍ଟସାଇଟ୍ ପୋଲିସ୍ । ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ୍ କରିବା ସହିତ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ୍ କରିଛି ପୋଲିସ୍ । ହତ୍ୟାର କାରଣ ସମ୍ପର୍କରେ
Read More...

୧ମ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ୧ମ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଶେଷ ଦିନର ୧ମ ସେମିଫାଇନାଲ ମ୍ୟାଚ୍‌ରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ମା' ତାରିଣୀ କ୍ଲବକୁ ୨-୦ ଗୋଲରେ
Read More...

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କେସିଙ୍ଗା ଗସ୍ତ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟ ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡ ଦିନିକିଆ କେସିଙ୍ଗା ଗସ୍ତରେ ଆସି ସ୍ଥାନୀୟ ଏନ୍ ଏ ସି ପାଖ କଲ୍ୟାଣ ମଣ୍ଡପରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ । ରାଜ୍ୟରେ ବିଜେପି ସରକାରଙ୍କ ନଅ ମାସର ଉପଲବ୍ଧି ବିଷୟରେ କହି ନିଜ ଭାଷଣରେ
Read More...

ପ୍ରଥମ ଓଡ଼ିଆ ପକ୍ଷ ୨୦୨୫ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଶିକ୍ଷକତା ଏକ ବୃତ୍ତି ନୁହେଁ , ମାନବ ସମାଜକୁ ଦିଗଦର୍ଶନ ଦେଇ ଅନନ୍ତ ସ୍ୱର୍ଣିମ ସମ୍ଭାବନାର ଚିତ୍ରକାର ରୂପେ ଗଢି ତୋଳିବାର ଏକ ତ୍ୟାଗପୂତ ସେବା ଓ ତ୍ୟାଗ । ଶିକ୍ଷା ହିଁ ସାମାଜିକ ସହାବସ୍ଥାନର ମୂଳ ଚାବି କାଠି ବୋଲି ମୁଖ୍ୟ ଅତିଥି ଯାଜ୍ଞସେନୀ ସାହା ସରକାରୀ
Read More...

୧୫ ବର୍ଷରୁ କମ୍ ଇଣ୍ଟର କ୍ଲବ୍ ଫୁଟବଲ୍ ଚାମ୍ପିଅନସିପର ଚତୁର୍ଥ ଦିବସ ଖେଳ ଅନୁଷ୍ଠିତ

ସୋନପୁର, (କେପିଏନ୍‌ଏସ୍‌) : ଆଜି ସୋନପୁର ଗାନ୍ଧୀ ଷ୍ଟାଡିୟମରେ ୧୫ ବର୍ଷରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ର ଚତୁର୍ଥ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା
Read More...

ବଲାଙ୍ଗିର ଚମ୍ପିୟାନ ଲିଗ୍‌ ପଂଚମ ଦିବସ : ସ୍ୱରାଜ ଓ ଆମ୍ବେଦକର ୱାରିୟର୍ସ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଚମ୍ପିୟାନ ଲିଗ୍‌ର ପଂଚମ ଦିବସର ପ୍ରଥମ ମ୍ୟାଚଟି ସ୍ୱରାଜ ଓ ଟିମ୍‌ ଲାୟନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟିମ୍‌ ଲାୟନ ଦଳ ପ୍ରଥମେ ବ୍ୟାଟିଂ କରି ୧୨୨ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲେ । ଲାୟନ ଦଳ ତରଫରୁ
Read More...

ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟା

ବିସ୍ଥାପିତଙ୍କ ମୌଳିକ ଅଧିକାର ଯୋଗାଇ ଦିଆଯାଉ - ପ୍ରଫୁଲ୍ଲ ସାମନ୍ତରାୟ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁକତେଲ ଡେମ୍‌ ପାଦ ଦେଶରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନଦୁର୍ଗା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସଂଜୟ ଗଡତ୍ୟା ସଭାପତିତ୍ୱରେ ଓ ସଭା କାର୍ଯ୍ୟରେ
Read More...

ବଲାଙ୍ଗିର ଶିକ୍ଷା ଜିଲ୍ଲାର ଛାତ୍ରଛାତ୍ରୀମାନେ ପାଇକମାଲ ହାଇସ୍କୁଲ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିର ଶିକ୍ଷା ଜିଲ୍ଲାର ଛାତ୍ରଛାତ୍ରୀମାନେ ଖପ୍ରାଖୋଲ ଏବିଇଓ ରୁଦ୍ରଦେବ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ୨୩୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅବିଭାବକ ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ
Read More...

ସୁନ୍ଦରଗଡ଼ ଜିଲ୍ଲାରେ “ଲୋକକଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଆ ପକ୍ଷ-୨୦୨୫ ପାଳନ ଅବସରରେ ଦଶମ ଦିବସରେ ଆଜି "ଲୋକକଳା ପାଇଁ ଦିନଟିଏ" ଭାବରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବଡ଼ଗାଁ ବ୍ଲକ ସ୍ଥିତ ଏକମା ଗ୍ରାମ ପଞ୍ଚାୟତ ଠାରେ ଥିବା କଳାଗ୍ରାମ ଠାରେ ଲୋକକଳା ପାଇଁ ଦିନକ କାର୍ଯ୍ୟକ୍ରମ ଆୟୋଜନ
Read More...

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୁରାତନ ଓଡ଼ିଆ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମହାବିଷୁବ ମିଳନ ତଥା ପଣା ସଂକ୍ରାନ୍ତି ଆସନ୍ତା ୧୪ ତାରିଖ ଦିନ ସନ୍ଧ୍ୟା ବେଳେ ଭଞ୍ଜଭବନ ପରିସରରେ ଥିବା ଆଦର୍ଶ ସାହିତ୍ୟ ଘର ଠାରେ ପାଳନ କରାଯିବ ବୋଲି ପାଠାଗାରରେ ଆୟୋଜିତ ପ୍ରସ୍ତୁତି
Read More...