Yearly Archives

2025

ଘୋରଡିଆର ଦୟଣାଚୋରୀ ଯାତ୍ରା

ଦିଲ୍ଲୀପ କୁମାର ଧାଉଡିଆ ବାରମାସରେ ତେରଯାତ୍ରାର ଅପୂର୍ବ ସମାରୋହରେ ସୁସଜ୍ଜିତ ଓଡିଶାର ସଂସ୍କୃତି । ସେ ଠାକୁରାଣୀ ଯାତ୍ରା ହେଉ ଅଥବା ହରିରାଜପୁରର ମେଲଣ ହେଉ ନଥବା ଦୟଣାଚୋରୀ ଯାତ୍ରା ହେଉ ଓଡିଆ ସାମାଜିକ ଜୀବନର ସ୍ପଷ୍ଟ ଛବି ପ୍ରତିଫଳିତ ହୁଏ ବିଭିନ୍ନ ମେଳଣ ବା ଯାତ୍ରାରେ ଯାହାକି
Read More...

ପିପିଲିରେ ବୋମାମାଡ଼ : ୩ ଜଣ ଆହତ

ପିପିଲି : ବିଳମ୍ବିତ ରାତିରେ ଜମାଲପୁର ମେଲଣ ପଡିଆ ନିକଟରେ ବୋମମାଡ଼ରେ ୩ ଜଣ ଆହତ । ବୋମାମାଡ଼ କରିବା ସମୟରେ ହାତରେ ବୋମା ଫୁଟିବାରୁ ଜଣେ ଯୁବକ ଗୁରୁତର ।ତାକୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହା ସୂଚନା ମିଳିଛି, ଗତକାଲି ରାତିରେ ଜମାଲପୁର ଗାଁରେ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକ କଳା ସାଂସ୍କୃତିକ ସମ୍ମିଳନୀ

ଗଞ୍ଜାମ ଜିଲ୍ଲାରେ ୬୭ ଟି ପ୍ରକାର ନୃତ୍ୟ, ନାଟ୍ୟ-ଲୀଳା, ନାଟକ ଆଦି ରହିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକକଳା ସାଂସ୍କୃତିକ ସମ୍ମିଳନୀ ଏବଂ ଲୋକକଳା ଗୁରୁ, ସଂଗଠକ, ଅଧିକାରୀଙ୍କୁ ମେଗା ମଞ୍ଚରେ ସମ୍ୱର୍ଦ୍ଧିତ ସମାରୋହରେ ଗୁରୁବାର ଛତ୍ରପୁର ସ୍ଥିତ
Read More...

ଗୁଜରାଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ବାର୍ଷିକ ବାଣିଜ୍ୟ ପ୍ରଦର୍ଶନୀ ୨୦୨୫ର ଉଦ୍‌ଘାଟନୀ ଅଧିବେଶନକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଭିନ୍ନ ବ୍ୟବସ୍ଥା, ବିକାଶମୂଳକ ପଦକ୍ଷେପ ଏବଂ ବିଶ୍ୱରେ ଅଗ୍ରଣୀ ହେବାର ପ୍ରୟାସ ମାଧ୍ୟମରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି କରିଛିବିଶ୍ୱ ଅର୍ଥ ବ୍ୟବସ୍ଥାର ପ୍ରବେଶ ଦ୍ୱାର ଭାବେ କାର୍ଯ୍ୟ କରୁଥିବା ଗୁଜରାଟ ଦେଶର ବିକାଶରେ
Read More...

ଓଡ଼ିଶାରେ ଆଜିଠୁ ଆୟୁଷ୍ମାନ ଭାରତ ଯୋଜନା : କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି…

ଭୁବନେଶ୍ୱର : ଓଡ଼ିଶାରେ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ) ଏବଂ ଆୟୁଷ୍ମାନ ବୟୋ ବନ୍ଦନାର ମଧ୍ୟ ଶୁଭାରମ୍ଭ ହେବ । ରାଜ୍ୟର ସାଢ଼େ ୩ କୋଟି ଲୋକ ପାଇବେ ମାଗଣା ସ୍ୱାସ୍ଥ୍ୟସେବା । କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଏଥିପାଇଁ ମେଗା
Read More...

ମୋଦୀ ସରକାର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ନିଶାଦ୍ରବ୍ୟ କାରବାରକୁ ଦମନ କରୁଥିବା କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ…

ଆସାମରେ ୨୪.୩୨ କୋଟି ଟଙ୍କା ମୂଲ୍ୟର ୩୦.୪ କିଲୋ ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ ସହିତ ୩ ଜଣଙ୍କୁ ଗିରଫ କରିବା ପାଇଁ ଏନସିବି, ଆସାମ ପୁଲିସ୍ ଏବଂ ସିଆର୍‌ପିଏଫ୍‌କୁ ଅଭିନନ୍ଦନ ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀନିଶାଦ୍ରବ୍ୟ ବିରୁଦ୍ଧରେ ମୋଦୀ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଜାରି
Read More...

ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୋଲସକୁ ବଡ଼ ସଫଳତା । ବୁଧବାର ରାତିରେ ଟିଟିଲାଗଡ଼ ସହରର ଗେଜା ନାମକ ଜୈନିକ ବ୍ୟକ୍ତି ଗୋଟିଏ ଘରେ ଜୁଆ ଖେଳାଉ ଥିବା ଖବର ପାଇ ଏସ୍‌ଆଇ କିରଣ ଜାନି ଥାନାକୁ ଖବର ଦେଇଥିଲେ । ଏହି ଖବର ପାଇ ଥାନାଧିକାରୀ କଲ୍ୟାଣୀ ବେହେରା, ଏସ୍‌ଆଇ କେ କେ
Read More...

ବରଗଡ଼ ସହରରେ ବଢୁଛି ଟ୍ରାଫିକ ସମସ୍ୟା

ବରଗଡ, (ମୁନ୍ନା ସାହୁ) : ବରଗଡ଼ ସହରର ପ୍ରାଇଭେଟ ବସ୍‌ଷ୍ଟାଣ୍ଡ ଯିବା ରାସ୍ତାରେ ବଢୁଛି ଟ୍ରାଫିକ ସମସ୍ୟା । ବରଗଡ଼ ପ୍ରାଇଭେଟ ବସ୍‌ଷ୍ଟାଣ୍ଡ ତିଆରି ହୋଇଥିବା ବେଳେ ବହୁ ପ୍ରାଇଭେଟ ବସ୍‌ ବସ୍‌ଷ୍ଟାଣ୍ଡରେ ନ ରହି ରାସ୍ତା ଉପରେ ରହୁଛି, ଯାହାକୁ ନେଇ ସେହି ରାସ୍ତାରେ ଟ୍ରାଫିକ ସମସ୍ୟା
Read More...

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କେସିଙ୍ଗା ଗସ୍ତ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟ ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ କେସିଙ୍ଗା ଗସ୍ତରେ ଆସି ସ୍ଥାନୀୟ ଏନ୍ଏସି ପାଖ କଲ୍ୟାଣ ମଣ୍ଡପରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ । ରାଜ୍ୟରେ ବିଜେପି ସରକାରଙ୍କ ନଅ ମାସର ଉପଲବ୍ଧି ବିଷୟରେ କହି ନିଜ ଭାଷଣ ସୁଭଦ୍ରା
Read More...

ମନ୍ଦିର ଏବଂ ସ୍କୁଲ ନିକଟରୁ ବିଦେଶୀ ମଦ ଦୋକାନ ହଟାଯିବା ଉଚିତ : ଅଜିତ ଯୋଶୀ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଜଗନ୍ନାଥ ମନ୍ଦିର ଏବଂ ରାମ ମନ୍ଦିର ନିକଟରେ ଚାଲିଥିବା ଦୁଇଟି ବିଦେଶୀ ମଦ ଦୋକାନ ବିବାଦ ସୃଷ୍ଟି କରିଛି । ସ୍ଥାନୀୟ ଲୋକମାନେ ଅବକାରୀ ବିଭାଗର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାରମ୍ବାର
Read More...