Yearly Archives

2025

କପୁରମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କପୁରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସାତ ଦଶକ ଧରି ଅନବରତ ଶିକ୍ଷାଦାନ ଦେଇ ଆସୁଥିବା ଏହି ବିଦ୍ୟାଳୟର ପରିସର ଭିନ୍ନ ଏକ ସାଂସ୍କୃତିକ
Read More...

ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା ଚକ୍ର

ବାରିପଦା, (ଦେବସ୍ମିତ ଚୌଧୁରୀ) : କିଟ ଭୁବନେଶ୍ୱର ଆନୁକୂଲ୍ୟରେ ବାରିପଦାର ଆରୟାନ ଇଣ୍ଟରନ୍ୟାସନାଲ ସ୍ମାର୍ଟ ସ୍କୁଲ, ସେଣ୍ଟ ଜାବିୟାର ହାୟାର ସେକଣ୍ଡାରୀ ସ୍କୁଲ ଓ ସେଣ୍ଟ ଏନିସ କନଭେଣ୍ଟ ସ୍କୁଲରେ ଜାତୀୟ ଶିକ୍ଷାନୀତି ତଥା କ୍ୟାରିୟର କାଉନସିଲିଂ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
Read More...

ବ୍ରହ୍ମପୁର ବିଶ୍ଵବଦ୍ୟାଳୟ କୁଳପତିଙ୍କଠାରୁ ୧୪ ଲକ୍ଷ ଟଙ୍କାର ଠକେଇ ମାମଲାରେ ଗୁଜୁରାଟରୁ ୨ ସାଇବର ଠକ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡିଜିଟାଲ ଆରେଷ୍ଟ ନାମରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତିରେ ବିଳମ୍ବରେ ହେଲେ ମଧ୍ୟ ବ୍ରହ୍ମପୁର ପୋଲିସକୁ ମିଳିଛି, ଏକ ବଡ଼ ସଫଳତା ।
Read More...

କୋରାପୁଟରେ ବ୍ରହ୍ମପୁରର ନାଟକ ଉଚ୍ଚ ପ୍ରଶଂସିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ନାଟ୍ୟ ସଙ୍ଘ ଆନୁକୂଲ୍ୟରେ ଏବଂ କୋରାପୁଟ ସାଂସ୍କୃତିକ ସଂସଦର ସହଯୋଗରେ ଆୟୋଜିତ ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବରେ ବ୍ରହ୍ମପୁରର କଳାକାର ପ୍ରତିଷ୍ଠାନ ଦ୍ୱାରା ଗତ ୧୨ ତାରିଖରେ ମଞ୍ଚସ୍ଥ ହୋଇଥିଲା । ଉକ୍ତ ହାସ୍ୟବ୍ୟଙ୍ଗ ନାଟକ ମଞ୍ଚସ୍ଥ ହୋଇ
Read More...

ବିଶ୍ଵ ହିନ୍ଦୁ ପରିଷଦ ଆନୁକୁଲ୍ୟରେ ରାମ ନବମୀ ମହୋତ୍ସବ

ଜୟପାଟଣା, (ଶେଷ ଦେବ ବେହେରା) : ବ୍ଲକ ଅନ୍ତର୍ଗତ ରେଂଗାଲ୍ ପାଲି ସ୍ଥିତ ପ୍ରଭୁ ଶ୍ରୀରାମ ମନ୍ଦିର ପରିସର ସତସଙ୍ଗ ଭବନ ଠାରେ ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ସତସଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ବିଭିନ୍ନ ବକ୍ତା ରାମ କଥା, ରାଷ୍ଟ୍ର ବାଡ ଓ ଗୋରକ୍ଷା
Read More...

ବଲାଙ୍ଗିରରେ ପୁଣି ମର୍ଡର : ବିଷ୍ଣୁମୁଣ୍ଡାର ମନୋଜ ନାଏକଙ୍କୁ ନୃଶଂସ ହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ମର୍ଡର । ଗତକାଲିର ହତ୍ୟାକାଣ୍ଡ ସାରା ସହରକୁ ସ୍ତବ୍ଧ କରି ଦେଇଥିବା ବେଳେ ଆଜି ପୁଣି ଏକ ମର୍ଡର୍‌ ଘଟଣା ବଲାଙ୍ଗିର ସହରକୁ ତାଜୁବ୍‌ କରି ପକାଇଛି । ଯୁବକଙ୍କୁ ଟାଙ୍ଗିଆ ଚୋଟ ମାରି ହତ୍ୟା କଲା ନୃଶଂସ ହତ୍ୟାକାରୀ । ହତ୍ୟା ପରେ ହତ୍ୟାକାରୀ
Read More...

ମାରୱାଡ଼ି ଯୁବା ମଞ୍ଚ ପ୍ରଗତି ସେଣ୍ଟ୍ରାଲ ଶାଖାର ତୃତୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ବର୍ଷ ୨୦୨୫/୨୬ ପାଇଁ ନୂତନ କର୍ମକର୍ତ୍ତା ଚୟନ ତଥା ଶପଥ ଗ୍ରହଣ ସମାରୋହ ସଭାପତି ଖୁସବୁ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ ସଭାପତି ଭାବରେ ରେଖା
Read More...

କୈବର୍ତ୍ତ ସମାଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଜୁଏଲ ଓରାମଙ୍କ ପରାମର୍ଶ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ କୈବର୍ତ୍ତ ସମାଜ, ରାଉରକେଲାର ୨୫ତମ ବାର୍ଷିକ ଉତ୍ସବ ତଥା ରୋପ୍ୟ ଜୟନ୍ତୀ ସଭାପତି ଜଗନ୍ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ରାଉରକେଲାର ଭଞ୍ଜଚ୍ଛବନ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର
Read More...

ଦୁହେଲ ଛକରେ ଗ୍ରାମୀଣ ଲୋକକଳା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦୁହେଲ ଛକ ଡିଙ୍ଗର କୁଅଁର ଖେଳ ପଡିଆ ମୁକ୍ତ ମଂଚରେ ଗ୍ରାମୀଣ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭବାନୀ ଶଙ୍କର କଳା ପରିଷଦ ଦ୍ୱାରା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ସଭାପତି ଗୋକୁଳ ବିହାରୀ କୁଅଁର
Read More...

୫ ଦିନ ହେବ ହରିଶଙ୍କରରେ ବୈଶାଖ ମେଳା

ମଇ ୮ରୁ ୧୨ ଦେବାଳୟ ସୁରକ୍ଷା କମିଟିର କଥା ରଖିଲା ଜିଲ୍ଲ ପ୍ରଶାସନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ହରିଶଙ୍କର ହେଉଛି ଐତିହାସିକ ତିର୍ଥ କ୍ଷେତ୍ର । ଗନ୍ଧମାର୍ଦ୍ଦନ ପାହାଡରେ ହରି ଓ ଶଙ୍କରଙ୍କ ମିଳନ ସ୍ଥଳି । ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ଭିଡ ହେଉଥିବା ବେଳେ ଗତ ବର୍ଷ ଭଳି ଏ
Read More...