ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ
ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ । ଭୁବନେଶ୍ୱର ପଟିଆ ସବରବନ୍ ଇଣ୍ଡଷ୍ଟ୍ରିରେ ଲାଗିଛି ନିଆଁ । ଏହି ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି । ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ପଟିଆ ସ୍ଥିତ ସବରବନ୍ ଇଣ୍ଡଷ୍ଟ୍ରିରେ ହଠାତ୍!-->…
Read More...
Read More...