Yearly Archives

2025

ଲୋଇସିଂହା ବ୍ଲକରେ କୃଷକ କ୍ଷେତ୍ର ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତଥା କୃଷି ବିକାଶ ସହକାରୀ ସମିତି ଲିମିଟେଡ ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ଠାରେ କୃଷକ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏଡିଓ ପ୍ରମୋଦ କୁମାର
Read More...

ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ

ବରଗଡ, (ମୁନ୍ନା ସାହୁ) : ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ । ମାତାଲ ଡାକ୍ତରଙ୍କ ଉତ୍ପାତ । ଚିକିତ୍ସା କରିବା ବଦଳରେ ମାତାଲ ହୋଇ ଡ୍ୟୁଟି ରୁମ୍‌ରେ ଶୋଇଛନ୍ତି ଡାକ୍ତର । ଏଭଳି ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ । ସ୍ଥାନୀୟ
Read More...

ମଧୁବାବୁ ଜୟନ୍ତୀ ଓ ସ୍ମୃତି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟେକ୍ସବାର ବଲାଙ୍ଗିର ଆନୁକୁଲ୍ୟରେ ବାଣିଜ୍ୟକର ଅଫିସ ପ୍ରାଙ୍ଗଣରେ ସଭାପତି ଶାନ୍ତନୁ କୁମାର ଭୋଇଙ୍କ ସଭାପତିତ୍ୱରେ ମଧୁବାବୁ ଜୟନ୍ତୀ ଓ ସ୍ମୃତି ସଭା ତଥା ଆଇନଜୀବୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଦୁଲିଚାନ୍ଦ ଅଗ୍ରୱାଲ, ରାହାସ
Read More...

ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଆନ୍ତର୍ଜାତିକ ନୃତ୍ୟ ଦିବସ ପାଳନ ହୋଇଯାଇଛି । ବଲାଙ୍ଗିରର ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ । ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ନୃତ୍ୟ ସଂଗୀତର ଅପୂର୍ବ ସଂଯୋଜନାର ଆରମ୍ଭରେ ଅନୁଷ୍ଠିତ
Read More...

ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ନରେନ୍ଦ୍ରଙ୍କ ନାମରେ ଆସିଲା ଗୁରୁତର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ସ୍ୱାସ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କ ନାମରେ ଆସିଛି ଗୁରୁତର ଅଭିଯୋଗ । ଡାକ୍ତର ଜଣକ ହେଲେ ନରେନ୍ଦ୍ର ତ୍ରିପାଠୀ । ମଙ୍ଗଳବାର ସମୟ ପ୍ରାୟ ଦଶଟା ତିରିଶ ମିନିଟ ପାଖା ପାଖି ବୁକୁରାମୁଣ୍ଡା
Read More...

ବଲାଙ୍ଗିର ଶାନ୍ତିପଡା ଛକ ଠାରେ ସମ୍ପୁର୍ଣ୍ଣା ଅନୁଷ୍ଠାନ ତରଫରୁ ଦହିପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିପଡା ଛକ ଠାରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମାଁ ଜଳଛତ୍ର ମଧ୍ୟ ଉଦ୍‌ଘାଟନ ହୋଇଯାଇଛି । ମହିଳାମାନଙ୍କୁ ନେଇ ଗଠିତ ସମ୍ପୁର୍ଣ୍ଣା ଏନ୍‌ଜିଓର ସଭାପତି ସନ୍ତୋଷୀ ମେହେରଙ୍କ ତତ୍ତ୍ୱାବଧାନରେ ତାଙ୍କ ସଂପାଦକ ସଂଜଳି ଶତପଥି, ସଭ୍ୟ
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି କୁଆପଥର ବର୍ଷା ପ୍ରଭାବିତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି୨୦୨୪-୨୫ ବର୍ଷରେ କେନ୍ଦ୍ର ସରକାର ୨୮ଟି ରାଜ୍ୟକୁ ଏସ୍‌ଡିଆର୍‌ଏଫ୍‍ ଅଧିନରେ ୨୦,୨୬୪.୪୦ କୋଟି ଏବଂ
Read More...

ବନ୍ଧଗୁଡ଼ିକ ପୁନଃଉଦ୍ଧାର ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ଇଗଲ ସୋସିଏଲ ଗ୍ରୁପର ସଦସ୍ୟମାନେ

ବରଗଡ, (ମୁନ୍ନା ସାହୁ) : ସୋମବାର ବରଗଡ଼ରେ ଥିବା ବନ୍ଧଗୁଡ଼ିକ ପୁନଃଉଦ୍ଧାର ଦାବିରେ ଜିଲ୍ଲାପାଳ କାର୍ଯ୍ୟଳେୟର ଦ୍ୱାରସ୍ଥ ହେଲେ ଇଗଲ ସୋସିଏଲ ଗ୍ରୁପର ସଦସ୍ୟମାନେ । ବରଗଡ଼ ସହରରେ ଥିବା ବନ୍ଧଗୁଡ଼ିକ ବର୍ତ୍ତମାନ ବହୁତ ଖରାପ ଅବସ୍ଥାରେ ରହିଥିବା ବେଳେ ବହୁ ବନ୍ଧକୁ ଜବର ଦଖଲ କରି ପ୍ଲଟିଙ୍ଗ
Read More...

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ
Read More...

ୱାଇ.ଏମ.ଏଫ.ଆଇ ପକ୍ଷରୁ ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ୱାଇ.ଏମ.ଏଫ.ଆଇ ପକ୍ଷରୁ ଗତ ସପ୍ତାହରେ ଜାମ୍ମୁ କାଶ୍ମୀରର ପହଲଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ସମସ୍ତ ନିରୀହ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର
Read More...