ପବିତ୍ର ଅକ୍ଷୟ ତୃତୀୟା ଏବଂ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ
ଜିଲ୍ଲାର ୧, ୯୫, ୩୭୦ ଜଣ ଖୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ଆସିଲା ପିଏମ କିସାନ ସମ୍ମାନ ନିଧି ଟଙ୍କାକୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଜିଲ୍ଲାର ଚାଷୀ ପାଇଲେ ୨୦ କୋଟି ୮୬ ଲକ୍ଷ ସବସିଡି ଟଙ୍କା
ବରଗଡ଼, (ନିରୋଜ କୁମାର ପାଣୀ) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର!-->!-->!-->…
Read More...
Read More...