Yearly Archives

2025

କଳସ ଯାତ୍ରା ସହ ବୈଶାଖ ମେଳା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥଠାରେ ବୈଶାଖ ମେଳା ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି । ଏକ ଭବ୍ୟ କଳସ ଶୋଭାଯାତ୍ରାରେ ବାହାରି ମାଁ ଭଉଣୀ ତଥା ଭକ୍ତ ମାନେ ଝରଣାର ଗଣେଶ ଘାଟରେ
Read More...

ତୋଷାଳୀ ସାମ୍ବାଦିକ ସଙ୍ଘ ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ସହରର ଇଷ୍ଟ ଦେବୀ ମାଁ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବୁଧବାର ତୋଷାଳୀ ସାମ୍ବାଦିକ ସଙ୍ଘ ଗଠିତ ହେବା ସହ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଜୈନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ
Read More...

ବାଲାଜୀ ସଂସ୍କୃତି ସଂଗଠନର ୧୭ତମ ବାର୍ଷିକ ଉତ୍ସବ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାଲାଜୀ ସଂସ୍କୃତି ସଂଗଠନ ତରଫରୁ ପରିଚାଳିତ ହୋଇ ଆସିଥିବା ଶ୍ରୀ ଶ୍ରୀ ବାଲାଜୀ ସ୍ୱାମୀଙ୍କ ମନ୍ଦିରର ୧୭ତମ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଗତ
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ (ବଲାଙ୍ଗିର ଶାଖା)ର ମାସିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘ ସଭାପତି ଗୋବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା । ପ୍ରଥମେ ନୂତନ କର୍ମକର୍ତ୍ତା
Read More...

ଭୁବନେଶ୍ୱର ସମେତ ଦେଶର ୫ଟି ସ୍ଥାନରେ ଦକ୍ଷତା ବିକାଶ ପାଇଁ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ କ୍ୟାବିନେଟ…

● ଜାତୀୟ ଯୋଜନା ମାଧ୍ୟମରେ ଦେଶରେ ୧ହଜାର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ର କରାଯିବ ଉନ୍ନତିକରଣ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ
Read More...

ବିଦ୍ୟୁତଶକ୍ତି କ୍ଷେତ୍ରକୁ କୋଇଲା ଆବଣ୍ଟନ ପାଇଁ ସଂଶୋଧିତ ଶକ୍ତି (ଭାରତରେ କୋଇଲାର ସ୍ୱଚ୍ଛ ଉପଯୋଗ ଏବଂ ଆବଣ୍ଟନ ଯୋଜନା)…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି କେନ୍ଦ୍ରୀୟ କ୍ଷେତ୍ର/ରାଜ୍ୟ କ୍ଷେତ୍ର/ସ୍ୱାଧୀନ ବିଦ୍ୟୁତଶକ୍ତି ଉତ୍ପାଦକ (ଆଇ.ପି.ପି.)ର ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକୁ ନୂତନ କୋଇଲା ଲିଙ୍କେଜ୍ ବା
Read More...

ପାଞ୍ଚଟି ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ର ଶିକ୍ଷା ଏବଂ ଭିତ୍ତିଭୂମି କ୍ଷମତା ସମ୍ପ୍ରସାରଣ…

• ଆନ୍ଧ୍ର ପ୍ରଦେଶ (ତିରୁପତି), ଛତିଶଗଡ଼ (ଭିଲାଇ), ଜାମ୍ମୁ ଓ କାଶ୍ମୀର (ଜାମ୍ମୁ), କର୍ଣ୍ଣାଟକ (ଧରୱାଡ) ଏବଂ କେରଳ (ପଲକ୍କଡ) ଆଇଆଇଟିର ହେବ ଉନ୍ନତିକରଣ• ଏହି ପ୍ରମୁଖ ଅନୁଷ୍ଠାନଗୁଡ଼ିକର ସମ୍ପ୍ରସାରଣ ଦ୍ୱାରା ଏଠାରେ ୬ହଜାର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରିପାରିବେ• ଶିଳ୍ପ
Read More...

ମୁଖ୍ୟମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଶିକ୍ଷିତ ବେକାରୀ ଓ ବେରୋଜଗାରୀ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ନାଗରିକ କମିଟୀ ସାଧାରଣ ସଭାର ନିଷ୍ପତ୍ତି କ୍ରମେ ବଲାଙ୍ଗିରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ
Read More...

ଡୁଡୁକିପଦର ସୁଖାଜୋର ଡେମରେ ଗାଁ ମାରେନ ମାଛ ଧରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଶ୍ଚିମ ଓଡିଶାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ଲୋକ ମାନଙ୍କ ମାଛ ଧରିବାର ମଜା ଯାହାକୁ ଗାଁ ମାରେନ କହିଥାନ୍ତି । ଏହି ପ୍ରଥା ବହୁ ବର୍ଷ ତଳେ ଚାଲୁଥିଲା, ଠିକା ନେଇଥିବା ବ୍ୟକ୍ତି ମାଛ ଧରି ସାରିବା ପରେ, ପଙ୍କ ତଳ ଉପର ପାଇଁ ସାମୁହିକ ମାଛ ଧରା ବା
Read More...

ହସ୍ପିଟାଲ୍‌ ଅଗ୍ନି ନିରାପତ୍ତା ପାଇଁ ୩୦୦ କୋଟି

ଭୁବନେଶ୍ୱର : ଭୁବନେଶ୍ୱର ରୋଗୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋତ୍ତମ ଗୁରୁତ୍ୱ ଦିଆଯିବ । ସରକାରୀ ଡାକ୍ତରଖାନାରେ ଅଗ୍ନି-ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯିବ । ସେଥିପାଇଁ ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ୩୦୦ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ସବୁ ଜିଲ୍ଲାମାନଙ୍କୁ
Read More...