Yearly Archives

2025

ମୋବାଇଲ ଦେଖିବାକୁ ବାରଣ କଲା ମା’ : ବେକରେ ବେଡ଼ସିଟ ଲଗାଇ ଝୁଲି ପଡିଲେ ପୁଅ

ବାଲେଶ୍ୱର : ମୋବାଇଲ ନ ଦେବାରୁ ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ବାଲିଆ ଅଞ୍ଚଳରେ । ମୃତକ ହେଲେ ତପନ ଗିରୀଙ୍କ ସାନ ପୁଅ ପ୍ରିଆଁଶୁ ପ୍ରୀତମ ଗିରି । ପାଠ ପଢିବାକୁ କହି ମୋବାଇଲ ଦେଖିବାକୁ ମାଆ ବାରଣ କରିବାରୁ ନବମ ଶ୍ରେଣୀ
Read More...

ରେଡକ୍ରସ ସୋସାଇଟି ତରଫରୁ ସାମାଜିକ ସେବା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରମୁଖ ପୁର୍ଣ୍ଣ୍ୟକ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରେ ୫ ଦିନ ବ୍ୟାପି ହରିଶଙ୍କର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ରେଡକ୍ରସ ସୋସାଇଟି ବଲାଙ୍ଗିର ଶାଖା ତରଫରୁ ବଲାଙ୍ଗିର ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ
Read More...

ରାଜ୍ୟ ସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ

ଜନତାଙ୍କ ସେବକ ଭାବେ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର : ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ । ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ, ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ, ତେବେ ଏହା ସରକାରଙ୍କ ଦକ୍ଷତାର
Read More...

ବଜ୍ରାଘାତରେ ବଡଭାଇ ମୃତ : ସାନ ଭାଇ ଆହତ

ରାଜଗାଙ୍ଗପୁର : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଘୋଘର ଗ୍ରାମରେବଜ୍ରାଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିସହ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ଛତିଶଗଡ଼ ସାରଙ୍ଗଗଡ଼ ଅଞ୍ଚଳର ସେମେରାଡ଼ିହି ଗ୍ରାମର ସହଦେବ ବନଜାରୀ । ଆହତ ଜଣକ ରାହୁଲ ବନଜାରୀ (୨୩ ) । ଉଭୟ ସମ୍ପର୍କରେ ଭାଈ ବୋଲି
Read More...

କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କୁ ଘୃଣ୍ୟ ମନ୍ତବ୍ୟ : ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ସାହାଙ୍କ ଇସ୍ତଫା ଦାବି କଲା ବିଜେଡି

ଭୁବନେଶ୍ୱର : ଭାରତ ଏବେ ଯୁଦ୍ଧ ପରିସ୍ଥିତି ଦେଇ ଗତି କରୁଛି, ସାରା ଦେଶ ସେନାକୁ ପୂଜା କରୁଛି । କର୍ନେଲ ସୋଫିଆ କୁରେସୀ ପାଇଁ ଆମେ ଗର୍ବିତ । ହେଲେ ମଧ୍ୟ ପ୍ରଦେଶ ମନ୍ତ୍ରୀ ତାଙ୍କୁ ଆତଙ୍କୀବାଦୀଙ୍କ ଭଉଣୀ କହିଛନ୍ତି । ଏହାକୁ ବିଜେଡି ନିନ୍ଦା କରିଛି । ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟୀ
Read More...

ଇନ୍ଦ୍ରାବତୀରୁ ରବି ଜଳ ସେଚନ ବନ୍ଦ ସର୍ବନିମ୍ନ ସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳ ଭଣ୍ଡାର

ଜୟପାଟଣା, (ଶେଷ ଦେବ ବେହେରା ) : କଳାହାଣ୍ଡି ଜିଲ୍ଲାର କୃଷି କ୍ଷେତ୍ରରେ ବିକାଶ ପାଇଁ ବରଦାନ ସାଜି ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷର ରବି ଜଳ ସେଚନ ସମୟରେ ଜଳପତ୍ତନ ସର୍ବ ନିମ୍ନ ସ୍ତରକୁ ଖସିବା ସହିତ ଉଭୟ ବାମ ଓ ଦକ୍ଷିଣ କେନାଲରେ ରବି ଜଳ ସେଚନକୁ ସମ୍ପୂର୍ଣ୍ଣ
Read More...

ଅପରେସନ୍ ସିନ୍ଦୁର” ସଫଳତାକୁ ନେଇ ଗଞ୍ଜାମ ଜିଲ୍ଲାରେ ତ୍ରିରଙ୍ଗା ଧ୍ୱଜା ଉଡାଇ ବିଜୟ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ଅପରେସନ୍ ସିନ୍ଦୁର” ସଫଳତା ପରିପ୍ରେକ୍ଷୀରେ ଭାରତୀୟ ସଶସ୍ତ୍ର ବାହିନୀର ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ପରାକ୍ରମ ଶୋଭାଯାତ୍ରା’ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଗୁରୁବାର ଅନୁଷ୍ଠିତ
Read More...

ଅବୈଧ କାଠ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ବନ ବିଭାଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୧୪ ତାରିଖ ଦିନ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀଙ୍କୁ ବିଶେଷ ସୂତ୍ରରୁ ସୂଚନା ମିଳିଲା ଯେ, ବର୍ଣ୍ଣେଇ ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବରେ ମିଶ୍ରିତ ପ୍ରକାରର କାଠ କଟାଯାଉଛି । ଏହି ସମ୍ବନ୍ଧରେ ଖବର ପାଇ ତତ୍କାଳୀନ ବନ ବିଭାଗର ଷ୍ଟାଫମାନେ ଦେଶିଲ ଗ୍ରାମ
Read More...

ବାରିପଦା ଠାରେ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆତଙ୍କବାଦ ବିରୋଧୀ ଅଭିଯାନ ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ଭାରତୀୟ ସେନା ବାହିନୀର ଦକ୍ଷତାକୁ ସମ୍ମାନ ଜଣାଇବା ତଥା ସେମାନଙ୍କ ମନୋବଳକୁ ଦୃଢ଼ କରିବା ଉଦେଶ୍ୟରେ ଆଜି ବାରିପଦାଠାରେ ଏକ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଲାଙ୍ଗିରରୁ ଦୁଇ ଭାଇ ଭଉଣୀ ପାଇଲେ ସାଂସ୍କୃତିକ ପ୍ରତିଭା ଉତ୍ସାହଭାରୀ ଛାତ୍ରବୃତ୍ତି

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିରରୁ ଦୁଇ ଭାଇ ଭଉଣୀ ପାଇଲେ ଏ ବର୍ଷର ସାଂସ୍କୃତିକ ପ୍ରତିଭା ଉତ୍ସାହଭାରୀ ଛାତ୍ରବୃତ୍ତି । ବଲାଙ୍ଗିର ଜିଲ୍ଲା ମିର୍ଦ୍ଧାପାଲି ପଞ୍ଚାୟତର କଅଗାଁ ଗ୍ରାମର ରିୟାନ ସିଂହ ଏବଂ ତାଙ୍କ ଭଉଣୀ ସୁରୁଚୀ ସୁଚିସ୍ମିତା ସିଂହ ଚନ୍ଦନଭାଟୀ ହାଇସ୍କୁଲର ଦଶମ
Read More...