Yearly Archives

2025

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ପରୀକ୍ଷାରେ ଉତ୍କୃଷ୍ଟ ସଫଳତା, ଛାତ୍ର ବିଭୂକୃପା ଦାସ ଟପ୍ପର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ଦ୍ୱାରା ପରିଚାଳିତ +୨ ବିଜ୍ଞାନ, ବାଣିଜ୍ୟ ଓ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ
Read More...

ଅଲ୍‌ ଓଡିଶା ସିଡ୍ୟୁଲ କାଷ୍ଟ ଅର୍ଗାନାଇଜେସନର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଅର୍ଗାନାଇଜେସନ ତରଫରୁ ବଲାଙ୍ଗିର ଯାଦବ ଭବନଠାରେ ଭୁବନ ନାଗଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାର ସୁଧାଂଶୁ ଡାଙ୍ଗ (ଏଓଏସ୍‌ସିଓ)ର କାର୍ଯ୍ୟକାରୀ ସଭାପତି ଯୋଗଦେଇ
Read More...

ବଲାଙ୍ଗିର ଜିଲ୍ଲାର ମେଟ୍ରିକ ମେଧାବୀ ଛାତ୍ରମାନଙ୍କ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ପି.ଆର. ହାଇସ୍କୁଲ ବଲାଙ୍ଗିରଠାରେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲାର ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ଏ୧ ମେଧାବୀ ଛାତ୍ରମାନଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ଆଇନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ଅନୁମତି କ୍ରମେ ଆଜି ପୂର୍ବାହ୍ନରେ ବିଡିଘାଟ ଫଚାୟତଠାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପରିବେଶ ସୁରକ୍ଷା ଉପରେ ଆଇନ
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ କୋଚିଂ ନେଇ କଲେଜ ଟପର ହେଲେ କ୍ରୀଷ୍ଣା ଦେ

ଭୋଗରାଇ, (କେପିଏନଏସ) : ଚଳିତ ବର୍ଷ ଯୁକ୍ତ ଦୁଇ କଳା ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭୋଗରାଇ ବ୍ଲକ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ କ୍ରୀଷ୍ଣା ଦେ ମୋଟ୍ ୪୮୦ ମାର୍କ ରଖି କଲେଜ ଟପର ହେଇଛନ୍ତି । କ୍ରୀଷ୍ଣା ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ
Read More...

ବିଜୁଳି କାଟ୍ ପରମ୍ପରାକୁ ବଜାୟ ରଖିଛନ୍ତି କେସିଙ୍ଗା ବିଦ୍ୟୁତ୍ ବିଭାଗ

କେସିଙ୍ଗା, (ପ୍ରୀତେଶ ପଟେଲ) : ଯେମିତି ଯେମିତି ଗ୍ରୀଷ୍ମ ପ୍ରବାହ ବଢୁଛି ସେମିତି ବିଦ୍ୟୁତ୍ ବିଭାଗ ତରଫରୁ ମଧ୍ୟ ବିଦ୍ୟୁତ୍ କାଟ ବଢୁଛି । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ବିଦ୍ୟୁତ୍ କାଟରୁ ଲୋକେ ହନ୍ତସନ୍ତ ହୋଇଗଲେଣି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇଁବାରେ ଲାଗିଛି ଏହି
Read More...

ଉଦ୍‌ଘୋଷିକା ମୀନାକ୍ଷୀ ଧରଙ୍କ ଚତୁର୍ଥ ଶ୍ରଦ୍ଧାଞ୍ଜଳି ସଭା

ଆତ୍ମ ନିରୀକ୍ଷଣ ନକଲେ ମାନବୀୟ ମୂଲ୍ୟବୋଧ ଆସିବ ନାହିଁ : ଡ. ପ୍ରଧାନ ରାଉରକେଲା, (ସସ୍ମିତା ପ୍ରଧାନ) : ଆତ୍ମ ନିରୀକ୍ଷଣ ନକଲେ ମାନବୀୟ ମୂଲ୍ୟବୋଧ ଆସିବ ନାହିଁ । ନୈତିକ ମୂଲ୍ୟବୋଧ ଓ କର୍ତ୍ତବ୍ୟ ବୁଝିପାରିଲେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ବୋଲି ମିନାକ୍ଷୀ ଧର ଶ୍ରଦ୍ଧାଞ୍ଜଳି
Read More...

୨୭ରେ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୨୭ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତି ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ପରବର୍ତ୍ତି ଦୁଇ ଦିନ ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏପଟେ ବଦଳିଛି ରାଜ୍ୟରେ ପାଗର ମିଜାଜ ।
Read More...

୩୨ କେଜି ଗଞ୍ଜେଇ ସହ କାର ଜବତ : ୨ ଗିରଫ

ତୁଷୁରା, (ଖୁସିରାନୀ ସାହୁ) : ତୁଷୁରା ଅବକାରୀ ବିଭାଗ ପକ୍ଷରୁ ତୁଷୁରା– ଖଇରଗୁଡ଼ା ରାସ୍ତାରେ ଚଢାଉ କରି ଏକ କାରରୁ ୩୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ରାଧାରାଣୀ ପଡାର ଉମାକାନ୍ତ ସେଠ ଓ କଂସାରି ପଡାର ରତନ
Read More...

ସିବିଏସ୍‌ଇ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଓମ ଭ୍ୟାଲି ସ୍କୁଲର ସଫଳତା : ସମ୍ବର୍ଦ୍ଧନା ଜଣାଇଲେ ସ୍କୁଲ ଚେୟାରମେନ ଦୀପକ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ଓମ ଭ୍ୟାଲି ସ୍କୁଲର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ମଧ୍ୟ ବହୁତ ଭଲ ମାର୍କ ରଖିଛନ୍ତି । ଗୁରୁବାର ସକାଳେ ଚାହାରଭଟା ସ୍ଥିତ ଓମ ଭ୍ୟାଲି ସ୍କୁଲ ଠାରେ ଚିଫ୍‌ ଏଡଭାଇଜର ଡ. ରବିନ ଚନ୍ଦ୍ର ପରିମାଣିକଙ୍କ ସଭାପତିତ୍ୱରେ ଏକ
Read More...