Yearly Archives

2025

ଶିକ୍ଷାନୁଷ୍ଠାନଗୁଡ଼ିକୁ ତମାଖୁ ଏବଂ ନିଶାମୁକ୍ତ କରିବା ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଛି ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ (ଡିଓଏସ୍ଇଏଲ୍) ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ତମାଖୁ ଏବଂ ନିଶାଦ୍ରବ୍ୟ ସେବନର କ୍ଷତିକାରକ ପ୍ରଭାବରୁ ଛାତ୍ର ଏବଂ ଯୁବପିଢ଼ିଙ୍କୁ ସୁରକ୍ଷା ଦେବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ
Read More...

ନୂଆଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସହ ତିନୋଟି ନୂତନ ଅପରାଧିକ ଆଇନର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଣାଯାଇଥିବା ତିନୋଟି ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ ହେଉଛି ଭାରତୀୟ ସମ୍ବିଧାନର ଭାବନାକୁ ପ୍ରତିଫଳିତ କରିବା ଏବଂ ଏହାକୁ ବାସ୍ତବ ରୂପଦେବାକେବଳ ନୂତନ ଅପରାଧିକ ଆଇନର ପ୍ରଣୟନ ନାଗରିକଙ୍କ ଅଧିକାରକୁ ମଜବୁତ କରିବ ନାହିଁ; ନାଗରିକମାନେ
Read More...

ନୂଆଦିଲ୍ଲୀରେ ବି.ଏସ୍.ଏଫ୍. ପ୍ରତିଷ୍ଠା ସମାରୋହ ଏବଂ ରୁସ୍ତମଜୀ ସ୍ମାରକୀ ବକ୍ତୃତାରେ ମୁଖ୍ୟ ଅତିଥି ଭାବେ ଯୋଗ…

ଅପରେସନ ସିନ୍ଦୂର ପାକିସ୍ତାନ ଏବଂ ଆତଙ୍କବାଦ ମଧ୍ୟରେ ଥିବା ସମ୍ପର୍କକୁ ସମଗ୍ର ବିଶ୍ୱ ସମ୍ମୁଖରେ ଉନ୍ମୋଚିତ କରିଛିପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, ସଶସ୍ତ୍ର ବାହିନୀର ଅସାଧାରଣ ଆକ୍ରମଣ କ୍ଷମତା ଏବଂ ଏଜେନ୍ସିଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ସଠିକ୍ ଗୁଇନ୍ଦା
Read More...

ଟିଟିଲାଗଡ଼ର ସଫେଇ କର୍ମଚାରୀଙ୍କୁ ନେଇ ପ୍ରକୃତି ରକ୍ଷା ତରଫରୁ ହେଲଥ କ୍ୟାମ୍ପ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରକୃତି ରକ୍ଷା ଏନ୍‌ଜିଓ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସେବା କରାଯାଇଥାଏ । ଶନିବାର ଦିନ ସକାଳେ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ପ୍ରକୃତି ମିତ୍ର ସୋସିଆଲ ଅନୁଷ୍ଠାନ ପକ୍ଷରୁ ସଭାପତି ସାରଦା ରାଓଙ୍କ
Read More...

ଲାୟନ୍ସ କ୍ଲବ୍ ପଦମପୁରର ଶୀତଳ ଷଷ୍ଠୀ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଲାୟନ୍ସ ଭବନ ପରିସରରେ ଲାୟନ୍ସ ପ୍ରୀତମ ମେହରଙ୍କ ସଭାପତିତ୍ୱରେ ଚଳିତ ବର୍ଷର ଶୀତଳ ଷଷ୍ଠୀ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେହେତୁ ପ୍ରବଳ ଗରମରେ ଶୋଭାଯାତ୍ରାଟି
Read More...

ବାଇକକୁ ପିଟିଲା ଆର୍ଟିଗା : ୧ ଗୁରୁତର

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ଥାନା ଜାତୀୟ ରାଜପଥ ୨୬ ବରଗାଁ ଲାଂଥ ନଦୀ ବ୍ରିଜରେ ବାଇକ ଓ ଆର୍ଟିକା ଗାଡ଼ି ମୁହାଁମୁହିଁ ଧକ୍କା । ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ବ୍ୟକ୍ତିଙ୍କ ପରିଚୟ
Read More...

ବରଗଡ଼ ଧନୁଯାତ୍ରା ମହୋତ୍ସବର ସାଧାରଣ ଓ କାର୍ଯ୍ୟନିର୍ବାହୀ କମିଟିର ବୈଠକ

ଆୟ-ବ୍ୟୟ ଆଲୋଚନା ସହ ଧନୁଯାତ୍ରା ଫିଲ୍ମ ଓ କଫି ଟେବୁଲ ବୁକ୍ ହେଲା ଉନ୍ମୋଚନ ବରଗଡ, (ମୁନ୍ନା ସାହୁ) : ବରଗଡ଼ ଧନୁଯାତ୍ରା ମହୋତ୍ସବର ସାଧାରଣ ଓ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ-୨୦୨୫ର ଭବ୍ୟ ସଫଳତା ପରେ ଆୟ-ବ୍ୟୟ
Read More...

ରାଇବନ୍ଧ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରକଟ : ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଠାରେ ଲିଖିତ ଆବେଦନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) ଭଞ୍ଜନଗର ସବଡ଼ିଭିଜନ ଅଧୀନସ୍ଥ ସୋରଡା ବ୍ଳକରରାଇବନ୍ଧ ପଂଚାୟତରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ଏନେଇ ୮ଜଣ ୱାର୍ଡ ମେମ୍ବର ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କୁ ଭେଟି ଉକ୍ତ ପଞ୍ଚାୟତର ୮ ଜଣ ୱାର୍ଡ ସଭ୍ୟସଭ୍ୟା
Read More...

ମେଗା ପାଇପ୍ ଲାଇନ୍ ଯିବା ପରେ ମରାମତି ନହେବାରୁ ବର୍ଷାପାଣିରେ ବୁଡ଼ି ରହିଛି ରାସ୍ତା : ଯାତ୍ରୀ ହନ୍ତସନ୍ତ

ବେଲବାହାଳୀ : ସାମାନ୍ୟ ବର୍ଷାରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଦେଓଗାଁ ମୁଖ୍ୟ ରାସ୍ତା । ମେଗା ପାଇପ୍ ଲାଇନ୍ ଯିବା ପରେ ମରାମତି ନହେବାରୁ ବର୍ଷାପାଣିରେ ବୁଡ଼ି ରହିଛି ରାସ୍ତା । ଫଳରେ ସ୍ଥାନୀୟ ଲୋକେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ
Read More...

ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ

ମାଲକାନଗିରି : ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲା ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଚାରି ଜଣ ହାର୍ଡକୋର ମାଓବାହୀ ନିହତ ହୋଇଥିବା ସୂଚନା ମିଳିଛି । ଏହାସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଖବର ଅନୁଯାୟୀ, ମହାରାଷ୍ଟ୍ର ଓ ଛତିଶଗଡ଼
Read More...