ଆମ ପୁଲିସର ଶାନ୍ତି କମିଟି ବୈଠକ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ଆଗାମୀ ଇଦୁଲଜୁହା ଓ ଆସନ୍ତା ରଥଯାତ୍ରା ପାଇଁ ଏକ ଶାନ୍ତି କମିଟି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକଙ୍କ ସଭାପତିତ୍ୱ ଏସଆଇ ରାଜେଶ ବେହେରାଙ୍କ ଆବାହକତ୍ଵରେ!-->…
Read More...
Read More...