Yearly Archives

2025

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂପାଦକ କୃଷ୍ଣଚନ୍ଦ୍ର ନାଥ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ।
Read More...

ଲୋକ କଳା ସଂସ୍କୃତି ଗବେଷକମାନଙ୍କ ସମାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର): ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ସ୍ୱିକୃତୀ ପାଇଥିବା ପଶ୍ଚିମ ଓଡିଶାର ସମସ୍ତ କନିଷ୍ଠ ଏବଂ ବରିଷ୍ଠ ଲୋକ ସଂସ୍କୃତି ଗବେଷକ, ଯୁବ କଳାକାର ମେଧାବୃତ୍ତି ଏବଂ ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ ମେଧାବୃତ୍ତିମାନଙ୍କ ଏକ ସମାବେଶ ପଶ୍ଚିମ ଓଡିଶା ଲୋକ
Read More...

ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲେଚନା କଲେ ସରୋଜ

ପାଟଣାଗଡ : ଆଜି ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳର ସଭାପତି ଖପ୍ରାଖୋଲ ଗସ୍ତରେ ଯାଇଥିବା ଜଣାପଡ଼ିଛି । ପୂର୍ବତନ ବିଧାୟକ ଶ୍ରୀ ମେହେର ଖପ୍ରାଖୋଲ ଗସ୍ତରେ ଯାଇଥିବା ବେଳେ ଖପ୍ରାଖୋଲ ଗସ୍ତରେ ଯାଇ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ୪ ନମ୍ବର
Read More...

୭ ଦିନ ଯାଏଁ ଅସହ୍ୟ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର : ସକାଳ ୭ ଟା ୩୦ରୁ ତାତି । ଅସ୍ତ ବ୍ୟସ୍ତ କରୁଛି ଗରମ ଗୁଳୁଗୁଳି । ଅଧିକ ବାହାରେ ବୁଲିଲେ ମୁଣ୍ଡ ବୁଲେଇ ହୋଇ ପଡ଼ୁଛି । ରାଜ୍ୟରେ ଏବେ ବ୍ରେକ୍ ମନସୁନର ସ୍ଥିତି ଜାରୀ ରହିଥିବା ବେଳେ ଜଳୀୟ ବାଷ୍ପ ମଧ୍ୟ ରହୁଛି ପ୍ରଭାବରେ ଏଭଳି ସ୍ଥିତି ଅନୁଭୂତ ହେଇଛି । ଆସନ୍ତା ୩ ଦିନ ଯାଏଁ
Read More...

ବନ୍ଦ ଘରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

କଟକ : ତିନି ଦିନ ଧରି ଘର ବନ୍ଦ ଥିଲା । ସନ୍ଦେହରେ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ତହସିଲଦାରଙ୍କ ଉପସ୍ଥିତିରେ ଘର କବାଟ ଭାଙ୍ଗି ଥିଲା । ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରିଥିଲା । ମାହାଙ୍ଗା ବ୍ଲକ ଖନ୍ଦୋଳ ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ,
Read More...

ନଦୀ ଓ ପରିବେଶର ସୁରକ୍ଷା ନିମନ୍ତେ ମାଆମାନେ ଆଗଭର ହେବା ଆବଶ୍ୟକ : ମେଧା ପାଟେକର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ପୋଟ୍ଟଲାମପୁରଠାରେ ଅନୁଷ୍ଠିତ ଋଷିକୂଲ୍ୟା ନଦୀ ସୁରକ୍ଷା ସମାବେଶରେ ବରିଷ୍ଠ ପରିବେଶ ବିତ ମେଧା ପାଟେକର ଯୋଗଦେଇ କହିଛନ୍ତି ଯେ' ନଦୀ ହେଉଛି ମାଆ ତେଣୁ ନଦୀ ଓ ପରିବେଶର ସୁରକ୍ଷା ନିମନ୍ତେ ମାଆମାନଙ୍କ ଆଗଭର ହେବାକୁ ସେ ଆନ କରି ନଦୀ
Read More...

ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ସଫଳ ବନୀକରଣ ପ୍ରକ୍ରିୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବର୍ଷା ଋତୁର ଆଗମନ ବେଳକୁ ବୃକ୍ଷ ଚାରା ରୋପଣ କରିବା, ବୃକ୍ଷଲତା ତଥା ସବୁଜିମାରେ ବହୁ ମୂଲ୍ୟବାନ ଗଛ ଲତାର ସୁରକ୍ଷା କରିବା ନିହାତି ଆବଶ୍ୟକ ଅଟେ । ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରି ଜନ ସଚେତନା କାର୍ଯ୍ୟକ୍ରମ କରି ସଫଳ ରୂପାୟନ
Read More...

ପ୍ଲାଷ୍ଟିକ ପ୍ରଦୂଷଣ ଏକ ପ୍ରମୁଖ ପରିବେଶଗତ ସମସ୍ୟା ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ଲୋକାଲ୍ ସେଣ୍ଟର, ଏନ୍ଆଇଟି ଦ୍ୱାରା ବିଶ୍ୱପରିବେଶ ଦିବସ ଉପଲକ୍ଷେ "ପ୍ଲାଷ୍ଟିକ୍ ପ୍ରଦୂଷଣ, ଏକ ପ୍ରମୁଖ ପରିବେଶଗତ ସମସ୍ୟା" ଶୀର୍ଷକ ଉପରେ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ ଆଲୋଚନା କରାଯାଇଥିଲା ।
Read More...

ବରଗଡ ପଞ୍ଚାୟତ କଲେଜ ଲେକଚର କଲୋନୀ ପଛପଟେ ପଡ଼ିଛି ଶବ

ବରଗଡ, (ମୁନ୍ନା ସାହୁ) : ବର୍ତ୍ତମାନର ବଡ଼ ଖବର । ପଡ଼ିଛି ଶବ, ବିଭତ୍ସ ହତ୍ୟାକାଣ୍ଡ । ଲେକଚର କଲୋନୀ ପଛପଟେ ପଡ଼ିଛି ଶବ । ହତ୍ୟା କଲା କିଏ ? ବରଗଡ଼ ପଞ୍ଚାୟତ କଲେଜ ଲେକଚର କଲୋନୀ ପଛ ସାଇଡ୍‌ରେ ହତ୍ୟାକାଣ୍ଡ । ସୂଚନା ଅନୁସାରେ ବରଗଡ଼ ପଞ୍ଚାୟତ କଲେଜ ଲେକଚର କଲୋନୀର ୪୫ ବର୍ଷୀୟ ଦେବରାଜ
Read More...

ହାପି ମୋମେଣ୍ଟସ ଇଣ୍ଡିଆର ମାସିକିଆ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆର ମାସିକିଆ ବୈଠକ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱ ଓ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଦିନର
Read More...