Yearly Archives

2025

ବୁଚକା-୧ ଓ ୨ ର ପ୍ରିମିୟର ସୋ ପ୍ରଦର୍ଶିତ

କ୍ଷୁଦ୍ର ଚଳଚ୍ଚିତ୍ର “ବାପା କେଭେ ଯିବ” ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ବଲାଙ୍ଗିର ସାମ୍ବାଦିକ ଭବନ ସଭାକକ୍ଷରେ ଡିଲେଶ୍ୱର ସିଂବରିହା ପ୍ରୟୋଜିତ “ବାପା କେଭେ ଯିବ ଓ ବୁଚକା ୨ର ପ୍ରିମିୟର ସହିତ ୟୁଟ୍ୟୁବରେ ପୂର୍ବ ପ୍ରସାରିତ ବୁଚକା-୧ର ପ୍ରଦର୍ଶନ ହୋଇଯାଇଛି । ଏ
Read More...

ସବଡେଗା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସବଡେଗା ବ୍ଲକ ପରିସରରେ ଆଜି ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମନୋଜ ମହାଜନ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗର ଶୁଣାଣି କରିଥିଲେ । ଆଜି ମୋଟ ୩୭ ଗୋଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୧୧
Read More...

ଯୁବ ହଷ୍ଟେଲର ସନ୍ତରଣ ପ୍ରତିଯୋଗିତା ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ରାଉରକେଲା କ୍ଲବର ମିଳିତ ଆନୁକୂଲ୍ୟରେ ସନ୍ତରଣ ପ୍ରତିଯୋଗିତା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହଷ୍ଟେଲର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ ଓ ଆଶିଷ ବିର୍ସା ହେମ୍ରମଙ୍କ ସଂଯୋଜନାରେ ଆୟୋଜିତ ଏକ
Read More...

ତ୍ରିଦିବସୀୟ ଗ୍ରୀଷ୍ମକାଳୀନ ଆର୍ଟ ଓ କ୍ରାଫ୍ଟ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଯାଜ୍ଞସେନୀ ଅନୁଷ୍ଠାନ ତରଫରୁ ତ୍ରିଦିବସୀୟ ଗ୍ରୀଷ୍ମ କାଳୀନ ଆର୍ଟ ଏବଂ କ୍ରାଫ୍ଟ  କର୍ମଶାଳା ଶିକ୍ଷୟିତ୍ରୀ ଉଷା ରାଣୀ ଶତପଥୀଙ୍କ ତତ୍ୱାବଧାନରେ ନିଜସ୍ୱ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଥମ ଦିନରେ
Read More...

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତି ଚାରଣ ଓ ସାହିତ୍ୟ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ପୂଣ୍ୟତିଥି ପାଳନ ଉପଲକ୍ଷେ ସାରସ୍ୱତ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସେକ୍ଟର-୭ ସ୍ଥିତ
Read More...

ଦେବରାଜ ହତ୍ୟା ଘଟଣାର ପର୍ଦ୍ଦାଫାସ ୨ ଗିରଫ : ପୁଲିସର ସିନ୍ ରିକ୍ରିଏସନ

ବରଗଡ଼ : ପଞ୍ଚାୟତ କଲେଜ ଅଧ୍ୟାପକ କଲୋନୀ ପଛପଟୁ ମିଳିଥିବା ଅଧା ପୋତା ଶବ ଘଟଣା । ଘଟଣାର ପର୍ଦ୍ଦାଫାସ କଲା ପୁଲିସ । ଦେବରାଜ ପାଣିଗ୍ରାହୀ ହତ୍ୟା ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ମୃତକଙ୍କ ପଡ଼ାର ସ୍ଥାନୀୟ ବାସିନ୍ଦା ଜିତେନ୍ଦ୍ର ଭୋଇ ଓ ରାକେଶ ବିଶାର
Read More...

ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ : ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ମହୁଲପଦା ଥାନା ଅନ୍ତର୍ଗତ ଡଲେଇସରା ଗ୍ରାମରେ ଭାଇର ଛଡ଼ ମାଡ଼ରେ ଭଉଣୀ ମୃତ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତକ ଭଉଣୀ ଜଣକ ହେଲେ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତଙ୍କ ସ୍ତ୍ରୀ ମହର୍ଗୀ ମାହାନ୍ତ । ସୂଚନାନୁସାରେ, ବିଜୁ ମାହାନ୍ତଙ୍କର
Read More...

୧ମ ବାର୍ଷିକ ଡିଆରକେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନ

କୋର ହାଣ୍ଟର୍ସ ଓ ରାଫେଲ ରକେଟ୍ସ ବିଜୟୀ ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡିଆରକେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡିଆରକେ କପ ଦିବାରାତ୍ର ୨୦ - ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନର ୧ମ ମ୍ୟାଚରେ କୋର ହାଣ୍ଟର୍ସ, ପରି
Read More...

ଚତୁର୍ଥ ପଞ୍ଚମ ଓ ଷଷ୍ଠ ଶ୍ରେଣୀର ପିଲାମାନଙ୍କ ପାଇଁ ଏକ ଗ୍ରୀଷ୍ମ କାଳୀନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ଓ ଆତ୍ମଶକ୍ତି ଟ୍ରଷ୍ଟ ଓ ଲୋକ ଉନ୍ନତି ସଂଗଠନ ବଲାଙ୍ଗିରଏହାର ୧୭ଗୋଟି ଜିଲ୍ଲା ର ସଦସ୍ୟ ସଂଗଠନ ମିଶି ପ୍ରାଥମିକ ସ୍ମରରେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ପିଲାମାନଙ୍କ ପାଇଁ ଏକ ଗ୍ରୀଷ୍ମ କାଳୀନ
Read More...

ନାଗ୍ରା ତନ୍ତୀ ସମାଜର ଅଭିଯୋଗ ଶୁଣିଲେ ବିଧାୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୬ ସ୍ଥିତ କ୍ଵାଟର ନମ୍ବର ବି /୧୮୨, ନାଗ୍ରା ତନ୍ତୀ ସମାଜ କେନ୍ଦ୍ର କାର୍ଯ୍ୟାଳୟର ସଭା ଗୃହରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଏକ ସାମାଜିକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼
Read More...