ପାଇକମାଲ ପାନ ଦୋକାନରୁ ଚୋରୀ ସାଇକଲ ଚୂହାପାଳିରେ ଉଦ୍ଧାର
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଡାକ୍ତରଖାନା ସମ୍ମୁଖରେ ଥିବା ପାନ ଦୋକାନୀ ନାରାୟଣ ସାହୁର ସାଇକଲ ସୋମବାର ଅପରାହ୍ନ ୪ଟାରେ ଚୋରୀ ହୋଇଥିଲା, ଶ୍ରୀ ସାହୁ ପାଇକମାଳ ଥାନାରେ ଲିଖିତ ଅଭିଯୋଗ ପରେ କେଶ ନ ୧୪୨/୨୫ ଅନୁସାରେ ଧାରା ୩୦୩(୨) ବିଏନଏସ ମାମଲା!-->…
Read More...
Read More...