Yearly Archives

2025

ଗୋବା ଗ୍ରାମରେ ସଂଘବନ୍ଧ ଆକ୍ରମଣ : ତୋଫାନ ସ୍ୱାଇଁ ମୃତ ଅନ୍ୟ ୩ ଜଣ ଆହତ

ଅଭିଯୁକ୍ତମାନେ ଫେରାର ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ଗୋବା ଗ୍ରାମରେ ପୂର୍ବ ଶତ୍ରୁତ୍ରାକୁ କେନ୍ଦ୍ର କରି ଏକ ଅଦ୍ଭାବନୀୟ ସଙ୍ଘବନ୍ଧ ଆକ୍ରମଣ ଘଟିବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି । ସଂଘବନ୍ଧ ଆକ୍ରମଣ ହୋଇ ଜଣେ ମୃତ୍ୟୁ ହୋଇଛନ୍ତି ଏବଂ ଅନ୍ୟ ୩
Read More...

ଅଶାନ୍ତ ଗଞ୍ଜାମ ଜିଲ୍ଲା : ଥାନାରେ କେସ୍ ଦେବାରୁ ଘରେ ପଶି ଭାଇ ଭଉଣୀଙ୍କୁ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର : ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା। କଥା କଥାରେ ଗଡ଼ୁଛି ମୁଣ୍ଡ । ଜୁଲାଇ ପହିଲାରେ ଜିଲ୍ଲାରେ ୩ ଜଣଙ୍କୁ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଗତକାଲି ରାତିରେ ଆଉ ଏକ ମରଣାନ୍ତକ ଆକ୍ରମଣ ହୋଇଛି । ଥାନାରେ କେସ୍ ଦେବାରୁ ଗଞ୍ଜାମ ଥାନା ତେଲୁଗୁ ନୂଆଗାଁରେ ଘରେ ପଶି
Read More...

ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ସୁନ୍ଦରଗଡ : ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବାଉରୀମୁଣ୍ଡା ଗାଁ ନିକଟରେ ଥିବା ଏକ ପୋଖରୀରୁ ବୁଧବାର ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ମୁତାବକ, ବାଉରୀମୁଣ୍ଡା
Read More...

ଆଳିରେ ସିରିଜ୍‌ ଚୋରି : ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଞ୍ଚଳରେ କିଛି ଦିନ ଅନ୍ତରରେ ଲୁଟେରାମାନେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଆଳି ଥାନା ସିଙ୍ଗିରି ପଞ୍ଚାୟତ ବାଙ୍କେଶ୍ୱର ଗ୍ରାମର ତିନିଟି ସ୍ଥାନରୁ ସିରିଜ୍‌ ଚୋରି ହୋଇଥିବା ଜଣାପଡିଛି । ଆଳି
Read More...

ମୁରିବାହାଲ ରଥଯାତ୍ରାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ଜଣେ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଅନୁଷ୍ଠିତ ରଥଯାତ୍ରାରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଅନ୍ୟ ଜଣେ ଯୁବକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । କୁମ୍ଭାରୀ ଗ୍ରାମର ସୁରୁ ଥାଟିଙ୍କ ପୁଅ
Read More...

ନୂତନ ଅପରାଧିକ ଆଇନର ଏକ ବର୍ଷର ସଫଳ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ

"ନ୍ୟାୟ ବ୍ୟବସ୍ଥାରେ ବିଶ୍ୱାସର ଏକ ସୁବର୍ଣ୍ଣ ବର୍ଷ" କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମନ୍ତ୍ରୀ : ଅମିତ ଶାହପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ପ୍ରବର୍ତ୍ତିତ ତିନୋଟି ନୂତନ ଅପରାଧିକ ଆଇନ ନ୍ୟାୟିକ ପ୍ରକ୍ରିୟାକୁ କେବଳ ସୁଲଭ ଏବଂ ସୁଗମ୍ୟ ନୁହେଁ,
Read More...

ଜିଏସଟି : ସଫଳତାର ୮ ବର୍ଷ

ନୂଆଦିଲ୍ଲୀ, (ପିଆଇବି) : ବ୍ୟବସାୟ ଏବଂ ଗ୍ରାହକଙ୍କ ବୋଝକୁ ହାଲୁକା କରିବା ପାଇଁ, ଭାରତରେ ଜୁଲାଇ ୧, ୨୦୧୭ ରେ ସାମଗ୍ରୀ ଏବଂ ସେବା କର (ଜିଏସଟି) ଆରମ୍ଭ ହୋଇଥିଲା । ଏହା ଏକ ଏକୀକୃତ, ସ୍ୱଚ୍ଛ କର ବ୍ୟବସ୍ଥା ଆଡ଼କୁ ଭାରତର ଏକ ଐତିହାସିକ ଲମ୍ଫ ଥିଲା, ଯାହା ଭାରତର ଜଟିଳ, ବହୁସ୍ତରୀୟ କର
Read More...

ଡିଜିଟାଲ୍ ଭାରତର ଏକ ଦଶନ୍ଧି ନରେନ୍ଦ୍ର ମୋଦୀ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଦଶ ବର୍ଷ ପୂର୍ବେ, ଆମେ ପୂର୍ଣ୍ଣ ବିଶ୍ୱାସ ସହିତ ଏପରି ଏକ କ୍ଷେତ୍ରକୁ ଯାତ୍ରା ଆରମ୍ଭ କରିଥିଲୁ ଯେଉଁଠାକୁ ପୂର୍ବରୁ କେହି ଯାଇ ନଥିଲେ । ଭାରତୀୟମାନେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିପାରିବେ କି ନାହିଁ ତାହାକୁ ନେଇ ଅନେକ ଦଶନ୍ଧି ଧରି ଶଙ୍କା ବ୍ୟକ୍ତ
Read More...

ଗବେଷଣା, ବିକାଶ ଏବଂ ନବସୃଜନ (ଆରଡିଆଇ) ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ

ରଣନୀତିକ ଏବଂ ଉଦୀୟମାନ କ୍ଷେତ୍ରଗୁଡ଼ିକରେ ଗବେଷଣା, ବିକାଶ ଏବଂ ନବସୃଜନକୁ ପ୍ରୋତ୍ସାହନ ଲକ୍ଷ୍ୟ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଏକ ଲକ୍ଷ କୋଟି ଟଙ୍କାର ପାଣ୍ଠି ସହିତ ଗବେଷଣା ବିକାଶ ଏବଂ ନବସୃଜନ (ଆରଡିଆଇ)
Read More...

ମୁରିବାହାଲରେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ : ୩ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଟୁନଟୁନି ମୁଣ୍ଡା ଛକରେ ମଙ୍ଗଳବାର ଅପରାହ୍ନରେ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୩ଜଣରୁ ଅଧିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଲେ ଛଦ୍ମମଣି ଦାସ,
Read More...