Yearly Archives

2025

ହେରା ପଞ୍ଚମୀ ଭଜନ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଘୋଷ ଯାତ୍ରା ଅବସରରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହେରା ପଞ୍ଚମି ତିଥିରେ ପ୍ରମୁଖ ସଙ୍ଗୀତ ଅନୁଷ୍ଠାନର ୩୦ତମ ଭଜନ ସମାରୋହ ସ୍ଥାନୀୟ ରାଧାରାଣୀ ପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପାଳିତ ହୋଇ ଯାଇଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
Read More...

ଓଡ଼ିଶା ବାଚସ୍ପତି ସୁରମା ପାଢ଼ୀଙ୍କୁ ସମସ୍ୟା ଜଣାଇଲେ ଦାରିଙ୍ଗବାଡ଼ି ବ୍ଲକ୍‌ର କିଶୋରୀ କିଶୋର ସଂଘର ଛାତ୍ରଛାତ୍ରୀ

ବ୍ରହ୍ମପୁର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର କିଶୋର କିଶୋରୀ ସଂଘର ଆଦିବାସୀ ଛାତ୍ରଛାତ୍ରୀମାନେ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ତାଙ୍କ ସମସ୍ୟା ଜଣାଇଛନ୍ତି । ପ୍ରେମ୍‌ ଓ ଏଡୁକୋ ସଂସ୍ଥା ମିଳିତ ଭାବେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ୍‌ରେ ବାଲ୍ୟ ବିବାହ
Read More...

ନୂଆପଡ଼ା ଜିଲ୍ଲାର ସମସ୍ତ ଓଏଏସ୍‌ ଓ ଓଆର୍‌ଏସ୍‌ ଅଧିକାରୀ ପ୍ରତିବାଦ ସ୍ଵରୂପ ସାମୁହିକ ଛୁଟିରେ ରହିଲେ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ପ୍ରତିବାଦରେ ନୂଆପଡ଼ା ଜିଲ୍ଲାର ସମସ୍ତ ଓଏଏସ୍‌ ଏବଂ ଓଆରଏସ୍‌ ଅଧିକାରୀ ସାମୁହିକ ଛୁଟିରେ ଯିବା ପାଇଁ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶଙ୍କୁ ଆବେଦନ କରିଛନ୍ତି ।
Read More...

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଆମ୍ବପାଲିଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁତଳା, (ଖୁସିରାନି ସାହୁ) : ଆଜି ନବୀନ ଜୈନ, ବିଧାୟକ, ଟିଟିଲାଗଡଙ୍କ ନେତୃତ୍ୱରେ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଆମ୍ବପାଲିଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ରାମା ଛତ୍ରିଆ ଯୋଗଦାନ କରିଥିଲେ ।
Read More...

ଅବସରନେଲେ ଭାରପ୍ରାପ୍ତ ଅଧ୍ୟକ୍ଷ ସର୍ବେଶ୍ୱର ସିଟ୍

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସର୍ବେଶ୍ୱର ସିଟ ଗତ ତା- ୩୦.୬.୨୫ ରିଖ ସୋମବାର ଅପରାହ୍ଣରେ ଅବସର ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ସିଟ୍ ତା- ୧.୭.୧୯୮୮ ମସିହାରୁ ତା- ୩୦.୩.୨୦୨୫ ମସିହା
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ

ତୁଷୁରା, (କେପିଏନ୍‌ଏସ୍‌) : ଗତ ଜୁନ ୩୦ ତାରିଖ ଦିନ ତୁଷୁରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତ ଚରଣ ଦାଶ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କ ଅଧ୍ୟକ୍ଷତାରେ ଅବସର କାଳୀନ ବିଦାୟ
Read More...

୧୫୩ ପ୍ରତିଶତ ଧାନ କ୍ରୟ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା ନୂଆପଡ଼ା ଜିଲ୍ଲା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ଚଳିତ ୨୦୨୪-୨୫ ରବି ଋତୁରେ ୪୬ ଗୋଟି ସୋସାଇଟୀ ମାଧ୍ୟମରେ ୧୨୮୫୬ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୨୭୧୮ ଚାଷୀଙ୍କଠାରୁ ୭.୪୦ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି ଏବଂ ଚାଷୀଙ୍କୁ ମୂଲ୍ୟ ବାବଦରେ
Read More...

ରେକର୍ଡ କଲା ନୂଆପଡ଼ା ଜିଲ୍ଲା : ଗୋଟିଏ ଦିନରେ ୧ଲକ୍ଷ ଚାରା ରୋପଣ

ନୂଆପଡାରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ ସହ ସାମୂହିକ ବୃକ୍ଷରୋପଣ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ପାଇଁ ପଥ ପ୍ରସ୍ତୁତି ନୂଆପଡା, (କେପିଏନ୍‌ଏସ୍‌) : ସାମୁହିକ ଉଦ୍ୟମରେ ପରିବେଶ ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ଏକ ଅସାଧାରଣ ଉଦାହରଣ ସ୍ଥାପନ କରି, ନୂଆପଡା ଜିଲ୍ଲାରେ ଆଜି
Read More...

୧୧୪ତମ ମାସିକିୟା ମାଗଣା ହାଟ-ମାନବ ସେବା ହିଁ ମାଧବ ସେବା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ଅନ୍ୱେଷା -ଦି ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୪ ତମ ମାସିକିୟା ମାଗଣା ହାଟ ଆୟୋଜିତ ହୋଇଯାଇଛି । ସେକ୍ଟର ୬ ସ୍ଥିତ ସୁଭାଷପଲ୍ଲୀର ଏକତା କ୍ଲବଠାରେ ୧୧୪ତମ ମାସିକିୟା ମାଗଣା ହାଟରେ ନୂଆ
Read More...

ରୋଟାରୀ କ୍ଲବ ସମୁହ ଦ୍ୱାରା ନିଃଶୁଳ୍କ ରକ୍ତଦାନ ଶିବିର

୭୫ ୟୁନିଟ୍ ରକ୍ତ ସଂଗ୍ରହ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଥିବା ସମସ୍ତ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନାର ରକ୍ତଭଣ୍ଡାରଠାରେ ଆୟୋଜିତ ଏହି ଶିବିରରେ ପ୍ରାୟ ୭୫ ୟୁନିଟ୍ ରକ୍ତ
Read More...