Yearly Archives

2025

ଗୃହସ୍ଥୀ ଉଦ୍ୟୋଗର ଅଗରବତୀ ପୁନ୍ନ ପ୍ରବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୃହସ୍ଥୀ ଉଦ୍ୟୋଗ ପ୍ରା. ଲି. ଯାହା ୫୦ ବର୍ଷ ଧରି ଭାରତୀୟ ବଜାରରେ ଗୁଣବତ୍ତା ଓ ପାରମ୍ପରିକତାର ପ୍ରତୀକ ଭାବେ ପରିଚିତ, ସେହି କମ୍ପାନୀ ରାଉରକେଲାର ଛେଣ୍ଡ ସ୍ଥିତ କାରଖାନା ପରିସରରେ ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ, ଯାହା ଦ୍ୱାରା ତାଙ୍କ
Read More...

ନୂତନ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଭାରତୀୟ ଜନତା ପାର୍ଟି ମଣ୍ଡଳର ନୂତନ ସଭାପତି ଭାବେ ଯତୀନ ସାହୁ (ଜିତୁ) ମନୋନୀତ ହୋଇଛନ୍ତି । ତେଣୁ କର୍ମୀମାନଙ୍କ ମନରେ ଉତ୍ସାହ ଦେଖା ଦେଇଛି । ଜଣେ ଯୁବ ପ୍ରତିଭା, କର୍ମଠ ନୂତନ ଦାୟିତ୍ୱ ନେଇଥିବା
Read More...

ବାଲାଜୀ ନରସିଂ କଲେଜରେ ୭୬ତମ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ରୋଡ ସ୍ଥିତ ବାଲାଜୀ ନରସିଂ କଲେଜରେ ୭୬ତମ ବନୋମହୋତ୍ସବ ପାଳିତ ହୋଇଯାଇଛି । କଲେଜର ନିର୍ଦ୍ଦେଶକ ଅଭିଳାଶ ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଡିଏଫ୍‌ଓ ଅଜିତ କୁମାର ବିଶି ଯୋଗ ଦେଇଥିବା
Read More...

ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିର ସେଣ୍ଟ୍ରାଲ ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂତନ ରୋଟାରୀ ବର୍ଷ ଆରମ୍ଭ ପାଇଁ ଜୁଲାଇ ୧ ତାରିଖ ଦିନ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲଠାରେ ପ୍ରୋଜେକ୍ଟ ଚେୟାରମେନ ରାଜକୁମାର ମୋଦିଙ୍କ ଦ୍ୱାରା ଅନୁଷ୍ଠିତ । ରକ୍ତଦାନ ଶିବିରରେ ୫୩ଜଣ ରକ୍ତଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେପି ନେତା
Read More...

ନୃଂସିନାଥରେ ମେଗା ବୃକ୍ଷ ରୋପଣ ସହ ନୃସିଂହ ବନ ପ୍ରତିଷ୍ଠା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଗ୍ରୀନ ମହାନଦୀ ମିଶନ, ସହରାଞ୍ଚଳରେ ବୃକ୍ଷ ରୋପଣ ଯୋଜନା ଅନୁସାରେ ବରଗଡ ଜିଲା ପବିତ୍ର ନୃସିଂହନାଥ ମନ୍ଦିର ନିକଟରେ ପାଞ୍ଚ ଏକର ଜମି ବିଶିଷ୍ଠ ଏରିଆରେ ନୃସିଂହ ବନ ପ୍ରତିଷ୍ଠା କରାଯାଇ ଏଠାରେ ପାଞ୍ଚ ହଜାର ଗଛ ଲଗାଯିବାର ଯୋଜନା
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ଅପ୍ରତିଦ୍ଵନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୬ ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । କବି ସୁଶାନ୍ତ କୁମାର ନାୟକ
Read More...

ଗଞ୍ଜାମ ଜିଲ୍ଲାରେ ଅନୁସୂଚିତ ଜାତିର ଦୁଇଜଣ ବ୍ୟକ୍ତିଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟକୁ ନେଇ ନିଜଆଡ଼ୁ ମାମଲା ରୁଜୁ…

ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି, ୨ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅନୁସୂଚିତ ଜାତିର ଦୁଇଜଣ ବ୍ୟକ୍ତିଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାର ସମ୍ପର୍କିତ ଖବରକୁ ଭିତ୍ତିକରି ଜାତୀୟ
Read More...

୧ ଜୁଲାଇରୁ ୩୦ ସପ୍ଚେମ୍ବର ୨୦୨୫ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାର ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ଆର୍ଥିକ…

ନୂଆଦିଲ୍ଲୀ, (ପିଆଇବି) : ବ୍ୟାଙ୍କ ସେବାରୁ ବଞ୍ଚିତ ବୟସ୍କଙ୍କ ପାଇଁ ପିଏମଜେଡିଓ୍ବାଇ ଅଧୀନରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା; ପିଏମଜେଜେବିଓ୍ବାଇ, ପଏମଏସବିଓ୍ବାଇ, ଏପିଓ୍ବାଇ ଅଧିନରେ ପଂଜୀକରଣ ବୃଦ୍ଧି କରିବା; ଅଭିଯାନର ଅନ୍ୟାନ୍ୟ ଲକ୍ଷ୍ୟ ହେଉଛି ଡିଜିଟାଲ ଠକେଇ ନିବାରଣ ପାଇଁ ସଚେତନତା
Read More...

ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ କମିଟୀ ବୈଠକ ସ୍ଥାନୀୟ ଜେ.ଏସ୍‌.ଏମ୍ କଲେଜଠାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମରେ ପୂର୍ବତନ ସଭାପତି ତଥା ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ କରିଥିଲେ ।
Read More...

୭୬ତମ ବନ ମହୋତ୍ସବ ସପ୍ତାହ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବନଖଣ୍ଡ ଆନୁକୂଲ୍ୟରେ ୭୬ତମ ବନ ମହୋତ୍ସବ ପାଳନ ଅବସରରେ ବାରିପଦା ବନଖଣ୍ଡ କାର୍ଯାଳୟରୁ ସବୁଜ ରଥର ଶୁଭାରମ୍ଭ ବାରିପଦା ବନଖଣ୍ଡ ଅଧିକାରୀ ଉମା ମହେଶଙ୍କ ଦ୍ଵାରା କରାଯାଇଛି । ଏହି ରଥ ବାରିପଦା ବନଖଣ୍ଡ ଅଧିନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣର
Read More...