Yearly Archives

2025

ବିପଦକୁ ଆମନ୍ତ୍ରଣ କରୁଛି ମୁକୁଳା ଟ୍ରାର୍ସଫର୍ମର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଗାଁର ପତ୍ରାଗୁଡା ଯିବା ଛକ ନିକଟରେ ବିଦ୍ୟୁତ ବିଭାଗ ତରଫରୁ ୧୦୦କେଭିର ଟ୍ରାନ୍ସଫର୍ମର ଲାଗିଛି କିନ୍ତୁ ଟ୍ରାନ୍ସଫର୍ମରଠାରେ ମୁଖ୍ୟ ସ୍ୱିଚ କିମ୍ବା କୋଟଆଉଟ ମଧ୍ୟ ଲାଗି ନାହିଁ ବର୍ତ୍ତମାନ
Read More...

ଟିଟିଲାଗଡ଼ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ (ରାସ୍ତା ଓ ଗୃହ) ଉପ ବିଭାଜକ ଦିଲେଶ୍ୱର ମାଝୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଥିବା ସୂଚନା ମିଳିଛି । ତେବେ ପୂର୍ବ ସରକାର ଥିଲାବେଳେ ବହୁ ବେନିୟମ ତଥା ଘୋଟାଲା କରିଥିବା ଲିଖିତ ଅଭିଯୋଗ ହୋଇଥିଲା । ବିରୋଧୀ ମଧ୍ୟ ଏନେଇ ବହୁତ
Read More...

ଜୁଲାଇ ୯ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ରାଉରକେଲାରେ ସଫଳ କରିବା ପାଇଁ ମିଳିତ ଟ୍ରେଡ ୟୁନିୟନମାନଙ୍କ ବୈଠକ

କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ନୀତିକୁ ବିରୋଧ, ଶ୍ରମ କୋର୍ଡ ବାତିଲ ଦାବି ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ବିଜେପି ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ନୀତି ବିରୋଧରେ, କଳା ଶ୍ରମ କୋର୍ଡ ବାତିଲ ଦାବିରେ, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ
Read More...

ବିପଦ ସଂକେତ ତଳେ ସୁବର୍ଣ୍ଣରେଖା : ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ

ଜଳେଶ୍ୱର : ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ବନ୍ୟାପାଣି କମିଥିବା ବେଳେ ଏବେବି ତଳିଆ ଅଞ୍ଚଳର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା କମିନି । ଦୀର୍ଘ ୫ଦିନର ଅଧିକ ସମୟ ହେବ ବାଲିଆପାଳ ବ୍ଲକର ୨୦ରୁ ଅଧିକ ଗାଁର ୧୫ହଜାରରୁ ଅଧିକ ଲୋକ ପାଣି ଘେରରେ ରହିଛନ୍ତି । ଜଳେଶ୍ୱର ରାଜଘାଟଠାରେ ସୁବର୍ଣ୍ଣରେଖା
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ପ୍ରତ୍ୟେକ ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଆମର…

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏନସିବି ଏବଂ ସମସ୍ତ ଏଜେନ୍ସିକୁ ଅର୍ନ୍ତଜାତୀୟ ନିଶାଦ୍ରବ୍ୟ କାରବାରର ପର୍ଦ୍ଦାଫାସ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତିଏହି ତଦନ୍ତ ବହୁ-ଏଜେନ୍ସି ସମନ୍ୱୟର ଏକ ଚମତ୍କାର ଉଦାହରଣ ସୃଷ୍ଟି କରିଥିଲା, ଯାହାର ଫଳସ୍ୱରୂପ ୮ ଜଣ ଗିରଫ ହୋଇଥିଲେ ଏବଂ ୫ ଟି
Read More...

ହରଭଙ୍ଗା ବ୍ଲକର ରାମ୍ଭୀକଟା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବୌଦ୍ଧ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ରାମ୍ଭୀକଟା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ସାମ୍ନାରୁ ଧକ୍କା ଦେଲା କାର୍‌ । ଚାଲିଗଲା ଦମ୍ପତିଙ୍କ ଜୀବନ । ମୃତ ଦମ୍ପତି
Read More...

ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ ୨୦୨୫

ନୂଆଦିଲ୍ଲୀ, (ପିଆଇବି ) : ୨୦୨୬ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର–୨୦୨୬ ପାଇଁ ନାମାଙ୍କନ/ସୁପାରିଶ ୧୫ ମାର୍ଚ୍ଚ ୨୦୨୫ରୁ ଆରମ୍ଭ ହୋଇଛି । ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ ୨୦୨୫ । ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ସୁପାରିଶ କେବଳ
Read More...

୭ଦଫା ଦାବୀ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମୁରିବାହାଲ ବ୍ଲକ ଶାଖାର ୦୮ତାରିଖରୁ ସମୂହ ଷ୍ଟିୟରିଂ ଛାଡ ନିଷ୍ପତ୍ତି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ଡ୍ରାଇଭର ମହାସଂଘର ନିଷ୍ପତ୍ତି କ୍ରମେ ସରକାରଙ୍କୁ ଦେଇଥିବା ଆଠ ଦଫା ଦାବୀମଧ୍ୟରୁ ଭୋଟ ରାଜନୀତି କରି ଲଲିପପ୍ ସଦୃଶ ମାତ୍ର ଗୋଟିଏ ଦାବୀ ବିଗତ ସରକାର ପୂରଣ କରିଥିଲା । ମାତ୍ର ବାରମ୍ବାର ସାମୁହିକ ଦାବୀ ସତ୍ତ୍ୱେ ଏ ନୂଆଁ ସରକାର ମଧ୍ୟ ଚୁପ୍
Read More...

ଛତିଶଗ଼ଡ଼ ରାଜ୍ୟପାଳଙ୍କ ଦ୍ଵାରା ମୁରିବାହାଲର ଡାକ୍ତର ଭକ୍ତବନ୍ଧୁ କୁମ୍ଭାର ସମ୍ବର୍ଦ୍ଧିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆନ୍ତର୍ଜାତୀୟ ଚିକିତ୍ସକ ଦିବସରେ ଛତିଶଗଡ଼ ରାଜ୍ୟର ମହାମହିମ ରାଜ୍ୟପାଳ ରମନ୍ ଡେକ୍କାଙ୍କ ଦ୍ଵାରା ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁପଳା ଗ୍ରାମର ଚିକିତ୍ସକ ଡ. ଭକ୍ତବନ୍ଧୁ କୁମ୍ଭାର ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ ହୋଇଛନ୍ତି । ଛୋଟ ଗାଁ
Read More...

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଂଚମ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ଜେକେୱାଇଏସ୍‌ କାଲସାଏପାଲି ୫-୧ ଗୋଲରେ ଭିକ୍ଟୋରିୟସ କ୍ଲବ କୁ ହରାଇଛି । ଅତିଥି ଭାବେ ପୂର୍ବତନ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ
Read More...