Yearly Archives

2025

ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଏକବିଂଶ ଶତାବ୍ଦୀରେ ରେଭେନ୍ସାର ସଂସ୍କୃତି ବିଶ୍ୱରେ ନୂଆ ଅଧ୍ୟାୟ ଉନ୍ମୋଚନ କରିବ - ଧର୍ମେନ୍ଦ୍ର ପ୍ରଧାନ• ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗଦେଲେ• ସମ୍ମାନସୂଚକ ଉପାଧି ଏବଂ ପିଏଚଡି ଉପାଧି
Read More...

ପଦ୍ମ ପୁରସ୍କାର-୨୦୨୬ ପାଇଁ ମନୋନୟନ ୩୧ ଜୁଲାଇ, ୨୦୨୫ ପର୍ଯ୍ୟନ୍ତ ଖୋଲା ରହିଛି

ନୂଆଦିଲ୍ଲୀ, (ପିଆଇବି) : ୨୦୨୬ ଗଣତନ୍ତ୍ର ଦିବସରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ/ସୁପାରିଶ ୧୫ ମାର୍ଚ୍ଚ, ୨୦୨୫ରୁ ଆରମ୍ଭ ହୋଇଛି । ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ, ୨୦୨୫ । ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ସୁପାରିଶ କେବଳ
Read More...

ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହରେ ଯୋଗଦାନ ସହ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୧୫ ଜୁଲାଇ ୨୦୨୫ରେ) କଟକଠାରେ ଆଦିକବି ସାରଳା ଦାସଙ୍କ ଜୟନ୍ତୀ ସମାରୋହରେ ଅତିଥି ଭାବେ ଯୋଗଦାନ କରିଛନ୍ତି । ଏହି ଅବସରରେ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ରେ ସମ୍ମାନିତ
Read More...

୧୭ ଜୁଲାଇ, ୨୦୨୫ରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଚଳିତ ବର୍ଷ ୪ଟି ବର୍ଗରେ ମୋଟ ୭୮ଟି ପୁରସ୍କାର ପ୍ରଦାନ କରାଯିବମୂଲ୍ୟାୟନରେ ୧୪ କୋଟି ଲୋକ ଅଂଶଗ୍ରହଣ କରିଥିଲେ ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭ ଜୁଲାଇ, ୨୦୨୫ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ
Read More...

ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଏବଂ ସାରଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ

ପ୍ରତ୍ୟେକ ଶିକ୍ଷିତ ଓଡ଼ିଆ ପ୍ରତିଦିନ ଗୁଗୁଲ ପରି ପ୍ଲାଟଫର୍ମରେଓଡିଶାର ସଂସ୍କୃତି ଓ ଇତିହାସ ସମ୍ପର୍କରେ କିଛି ପ୍ରଶ୍ନ ପଚାରିବା ଆବଶ୍ୟକ,ଏହା ଦ୍ୱାରା ଆମ ସମ୍ପର୍କରେ ଡିଜିଟାଲ ଜ୍ଞାନ ଭଣ୍ଡାର ସମୃଦ୍ଧ ହେବ - ଧର୍ମେନ୍ଦ୍ର ପ୍ରଧାନ• ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ-୨୦୨୪’ ସମ୍ମାନରେ
Read More...

ଦେଶବ୍ୟାପୀ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି

୨୦୨୫ ଜୁଲାଇ ୧ ତାରିଖରୁ ଦେଶର ବିଭିନ୍ନ ଜିଲ୍ଲାରେ ମୋଟ ୪୩,୪୪୭ ଶିବିର ଆୟୋଜନ କରାଯାଇଛିପ୍ରାୟ ୧.୪ ଲକ୍ଷ ନୂତନ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆକାଉଣ୍ଟ ଖୋଲାଯାଇଛି; ତିନୋଟି ଜନ ସୁରକ୍ଷା ଯୋଜନା ଅଧୀନରେ ୫.୪ ଲକ୍ଷରୁ ଅଧିକ ନୂତନ ନାମାଙ୍କନ ହୋଇଛି ନୂଆଦିଲ୍ଲୀ, (ପିଆଇବି) : ଅର୍ଥ
Read More...

ରାଜ୍ୟସ୍ତରୀୟ ଯୋଗାସନ ସ୍ପୋର୍ଟସ ଚମ୍ପିୟାନସିପରେ ମୟୁରଭଞ୍ଜର ସଫଳତା

ବାରିପଦା, (ଦେବସ୍ମିତ ଚୌଧୁରୀ) : କଟକ ସ୍ଥିତ କଳିଙ୍ଗ ବ୍ୟାୟାମଶାଳାରେ ଓଡିଶା ଯୋଗ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୩୧ତମ ରାଜ୍ୟସ୍ତରୀୟ ଯୋଗାସନ ସ୍ପୋର୍ଟସ ଚମ୍ପିୟାନସିପରେ ମୟୁରଭଞ୍ଜର ୨୧ ଜଣ ପୁରସ୍କୃତ ହୋଇଛନ୍ତି । ୮ରୁ ୧୦ ବର୍ଷ ବାଳକ ବିଭାଗରେ ପ୍ରସାଦ ବାରିକ ୧ମ, ନିହାର ରଞ୍ଜନ ସାହୁ
Read More...

ଆସନ୍ତାକାଲି ଗୁରୁବାର ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ହରତାଳ କରିବ ଭଞ୍ଜସେନା

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ସବୁଆଡ଼ୁ ନିରାଶ ବାଲେଶ୍ଵର ଏଫ୍.ଏମ୍.ବିଶ୍ୱବିଦ୍ୟାଳୟ ରେ ନିଜ ପ୍ରଫେସରଙ୍କ ଦ୍ଵାରା ନିର୍ଯ୍ୟାତନା ସହିନପାରି ଦେହରେ ନିଆଁ ଲଗାଇ ସୋମବାର ରାତି ମୃତ୍ୟୁବରଣ କରିଥିବା ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଏଭଳି ମୃତ୍ୟୁ ପାଇଁ ଦାୟୀ ଥିବା ପ୍ରତ୍ୟେକ ଦୋଷୀଙ୍କ
Read More...

ତୁଷ୍ଟାପାଳି ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଟଙ୍କା ୧ କୋଟିରୁ ଅଧିକ ଟଙ୍କା ମଞ୍ଜୁର : ବିଧାୟକଙ୍କୁ ଧନ୍ୟବାଦ ଜଣାଇଲେ…

ସଇଁତଲା, (ଖୁସିରାନୀ ସାହୁ) : ଚାଷୀ ହସିଲେ ଦେଶ ହେସିବ ଚାଷୀ ଙ୍କ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଚାଷୀଙ୍କ ଚାଷ ଜମିରେ କିଭଳି ଦ୍ୱିଗୁଣ ଚାଷ ହେବ ତାହାକୁ ଚିନ୍ତା କରି ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପ୍ରୟାସ କ୍ରମରେ ରାଜ୍ୟ ସରକାର କୋଟିରୁ ଅଧିକ
Read More...

ରଙ୍ଗେଇଲଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରୁ ଅତିଥିଗଣଙ୍କ ବିଦାୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ସମ୍ମୀଳନୀ ସମାପ୍ତି ଘଟିଛି । ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଗବେଷକ, ତିନିଶହରୁ ବୈଜ୍ଞାନିକ, କୃତ୍ତି ମେଧାବୀ ମତ୍ସ୍ୟ-ବିଜ୍ଞାନୀ ଛାତ୍ରଛାତ୍ରୀ ପ୍ରମୁଖ ସମୂହ ବ୍ୟକ୍ତି
Read More...