Yearly Archives

2025

ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ କର୍ମସ୍ଥଳୀରେ ନାରୀମାନଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ ତଥା ନାରୀ ସୁରକ୍ଷା ସଂପର୍କୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଇଗ୍ନୋରେ ନାମଲେଖା ଅବଧି ଆସନ୍ତା ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ, (ପିଆଇବି) : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ରେ ଜୁଲାଇ-୨୦୨୫ ଶିକ୍ଷା ଅଧିବେଶନ ପାଇଁ ନାମଲେଖା ପ୍ରକ୍ରିୟା ଘୋଷଣା କରାଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ଏହି ସୁଯୋଗର ଲାଭ ଉଠାଇ ପାରିବେ । ବିଭିନ୍ନ
Read More...

ଛତିଶଗଡ଼ରେ ମାଓ ବିରୋଧୀ ଅପରେସନ ଜୋରଦାର୍

ନୂଆପଡ଼ା : ଛତିଶଗଡ଼ରେ ନକ୍ସଲ ବିରୋଧି ଅପରେସନ ଜୋରଦାର ହୋଇଛି । ଏଣୁ ପ୍ରାଣ ବିକଳରେ କ୍ୟାଡ଼ର ମାଓବାଦୀମାନେ ଓଡ଼ିଶା ମୁହାଁ ହେଉଛନ୍ତି । ନୂଆପଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଟପ୍‌ କ୍ୟାଡ଼ର ମାଓବାଦୀ ବାଳକୃଷ୍ଣ ଓ ପ୍ରମୋଦ ବୁଲୁଥିବା ପୁଲିସ ଗୁଇନ୍ଦାକୁ ସୂଚନା ମିଳିଛି । ଜାନୁୟାରୀ ୩ରେ
Read More...

କେନ୍ଦ୍ରାପଡ଼ାକୁ ଫେରିଲା ବାର୍ଡ ଫ୍ଲୁ : ପରୀକ୍ଷା ପାଇଁ ପଠାଯିବ ନମୁନା

କେନ୍ଦ୍ରାପଡ଼ା : ପୁରୀର ଡେଲାଙ୍ଗ ପରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଆଶଙ୍କା ପ୍ରକାଶ ପାଇଛି । ଡେରାବିଶ ବ୍ଲକ ଅନ୍ତର୍ଗତ ଦୁମୁକାହାଟ ଗାଁରେ ଏକ ବ୍ରଏଲର୍ ଫାର୍ମରେ କୁକୁଡା ମଡକ ଦେଖିବାକୁ ମିଳିଛି । ଗତ ୩ ଦିନ ହେବ ଏଠାରେ କୁକୁଡାଙ୍କଠାରେ ରୋଗର ଲକ୍ଷଣ ଦେଖା ଦେଇଛି । ଫାର୍ମର କୁକୁଡା
Read More...

ନୂଆଦିଲ୍ଲୀରେ ୨୦୨୫-୨୬ ଇଣ୍ଡିଆ ପୋଷ୍ଟ ବ୍ୟବସାୟିକ ବୈଠକ ତୃଣମୂଳସ୍ତରୀୟ ଅଭିବୃଦ୍ଧି ପାଇଁ ଦୃଷ୍ଟିକୋଣ ପ୍ରସ୍ତୁତ…

କେନ୍ଦ୍ରଯୋଗାଯୋଗ ଏବଂ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତି ରାଦିତ୍ୟଏମ୍ ନୂଆଦିଲ୍ଲୀ,(ପିଆଇବି) : ସିନ୍ଧିଆଙ୍କ ନେତୃତ୍ୱରେ ଡାକବିଭାଗ ନୂଆଦିଲ୍ଲୀରେ ଏହାର ବାର୍ଷିକ ବ୍ୟବସାୟିକ ବୈଠକ ୨୦୨୫-୨୬ଆୟୋଜନ କରିଥିଲା । ଏହରଣ ନୈତିକ ସମାବେଶରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ମଣ୍ଡଳ
Read More...

ନଦୀର ଡାଇଭର୍ଶନ ଧୋଇଯିବା ଘଟଣା : ବିଡିଓଙ୍କ ପ୍ରତିଶୃତି ପରେ ବାତିଲ ହେଲା ଆନ୍ଦୋଳନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବା ଘଟଣାରେ ୩ ପଞ୍ଚାୟତବାସୀ ବୁଧବାର ଠାରୁ ୫୯ ନଂ ଜାତୀୟରାଜପଥର ସିମନବାଡି ପଞ୍ଚାୟତ କାରିପାଙ୍ଗା ଠାରେ
Read More...

ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣାରେ କଂଗ୍ରେସର କନ୍ଧମାଳ ଜିଲ୍ଲା ବନ୍ଦ ଡାକରା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କନ୍ଧମାଳ ଜିଲ୍ଲା କଂଗ୍ରେସ । ଏହାର ପ୍ରତିବାଦରେ ଆସନ୍ତା ୧୭ ତାରିଖ ଗୁରୁବାର କନ୍ଧମାଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ରାଜ୍ୟରେ ନାରୀ
Read More...

ତାମିଲନାଡୁରେ ଦାଦନ ଖଟୁଥିବା ଶ୍ରମିକଙ୍କ ମୃତ୍ୟୁ : ନିଜ ଗାଁକୁ ଶବ ଆସିବା ଚିନ୍ତାରେ ପରିବାର ଲୋକେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତର ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି । ଏଭଳି ଘଟଣା ଶୁଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ହେଲେ
Read More...

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କଲେ ଏଲ୍‌ଡିଏର ସଦସ୍ୟ ସଦସ୍ୟା

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାପାଳ କାର୍ଯାଳୟ ଘେରାଓ କଲେ ଏଲ୍‌ଡିଏର ସଦସ୍ୟ ସଦସ୍ୟା । ବରଗଡ଼ ବରପାଲି ଫାର୍ମାସିଷ୍ଟ କଲେଜର ପରିଚାଳନା କମିଟି କର୍ତ୍ତୃପକ୍ଷ ଏବଂ ସଦସ୍ୟଙ୍କ ଦ୍ୱାରା କଲେଜ କର୍ମଚାରୀ ଓ ଛାତ୍ରୀମାନଙ୍କ ଉପରେ ଜୈନ ଉତ୍ପୀଡ଼ନା, ଅନ୍ୟାୟ, ଅତ୍ୟାଚାର, ମାନସିକ
Read More...

ଖପ୍ରାଖୋଲ ନୂତନ ଏସ୍‌ଓଜି ଦଳଙ୍କ ପ୍ରଶଂସନୀୟ କାର୍ଯ୍ୟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ୱଚ୍ଛ ଭାରତ ମିଶନ ଗାଁ ମାନଙ୍କରେ ଫେଲ୍‌ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ସଦର ଖପ୍ରାଖୋଲରେ ଦେଖିବାକୁ ମିଳୁଛି । ଗ୍ରାମ ଭିତରେ ନା ଅଛି ଡ୍ରେନ ସୁବିଧା ନା ରାସ୍ତାଘାଟ ସଫା । ବିଭିନ୍ନ ସରକାରୀ କାର୍ଯ୍ୟଳୟ ଭିତର ଠୁ
Read More...