Yearly Archives

2025

ସିରୋଳ ହାଇସ୍କୁଲ ଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ

ସିରୋଳ, (କେପିଏନ୍‌ଏସ୍‌) : ସିରୋଳ ହାଇସ୍କୁଲ ଠାରେ ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ କରାଯାଇଛି ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜେ କୁମାର ରଣା ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ମନସ୍କ ପାଇଁ ବିଭିନ୍ନ ଉଦାହରଣ ଦେଇ ନାନା ପ୍ରକାର
Read More...

ଭବାନୀପାଟଣା ସହରରେ ମାଙ୍କଡ ଆତଙ୍କ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ସହରରେ ଦୁଇଦିନ ହେଲା ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଏକ ମାଙ୍କଡ଼ ପଲ ସହର ଭିତରକୁ ଚାଲି ଆସି ପ୍ରାୟ ୧୨ ଲୋକଙ୍କୁ ଆକ୍ରମଣ କରିଥିଲେ । ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର
Read More...

ଜାନୁୟାରୀ ୫ରେ ଚନ୍ଦନଭାଟିରେ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁୟାରୀ ୫ ତାରିଖରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଠାରେ ୩ୟ ବେଣୁଧର ମେମୋରିଆଲ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ଟି ଫୁଟବଳ ଦଳ ଯୋଗଦେବେ । ଆଜି ଏନେଇ ଆୟୋଜକ ସୁକାନ୍ତ
Read More...

ଫଲସାମାଲ ଗ୍ରାମକୁ ମଦମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତର ଫଲସାମାଲ ଗ୍ରାମରେ ସମସ୍ତ ପ୍ରକାର ମଦ ବିକ୍ରିକୁ ବନ୍ଦ କରିବା ସହିତ ଗ୍ରାମକୁ ମଦମୁକ୍ତ କରିବା ଲକ୍ଷରେ ଉଭୟ ପୁରୁଷ ଓ ମହିଳା ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଗତମାସ ୨୪ ତାରିଖରେ ଗ୍ରାମରେ ଏକ ସର୍ବଦଳୀୟ ବୈଠକ ବସି
Read More...

ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପେଟ୍ରୋଲ ପମ୍ପରେ ଡିଜିଟାଲ ପେମେଣ୍ଟ କଲେ ପ୍ରତି ଶହେରେ ଦୁଇ ଟଙ୍କା ଅଧିକ ତେଲ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭାରତ ସରକାରଙ୍କ ଡିଜିଟାଲ ପେମେଣ୍ଟକୁ ପ୍ରଚାର ପ୍ରସାର କରିବା ତଥା ଲୋକଙ୍କ ହାତରେ ଅତି ଶୀଘ୍ର ଲେନ୍‌ଦେନ୍ କରିବା ପାଇଁ ଆଜିକାଲି ସବୁଆଡେ ଡିଜିଟାଲ ପେମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଭାରତ ପେଟ୍ରୋଲିୟମ କର୍ପୋରେସନ ତରଫରୁ
Read More...

ନୂଆପଡା ସୀମାନ୍ତ ଛତିଶଗଡ ଗରିଆବନ୍ଧରେ ଯବାନ-ନକ୍ସଲ ମଧ୍ୟରେ ଗୁଳିବିନିମୟ

ଟଳିଲେ ୩ ନକ୍ସଲ : କୁମ୍ବିଂରେ ଉଭୟ ରାଜ୍ୟର ପୋଲିସ ସାମିଲଛତିଶଗଡରେ ଏନକାଉଣ୍ଟର ନୂଆପଡ଼ା, (ଯୁଗଳ କିଶୋର ମହାନନ୍ଦ) : ନୂଆବର୍ଷ ଆରମ୍ଭରୁ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଯବାନ-ମାଓବାଦୀ ଗୁଳି ବିନିମୟରେ ଟଳିଲେ ୩ ନକ୍ସଲ । ନୂଆପଡା ଜିଲ୍ଲାର ସୀମାନ୍ତ ଜଙ୍ଗଲ ତଥା ଛତିଶଗଡ଼ର
Read More...

ନୀଳଗିରି ମହିଳା ମହାବିଦ୍ୟାଳୟରେ ଜାତୀୟ ପାଠଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସାରଳା ଦାସ ଓଡ଼ିଆର ଆଦିକବି । ମହାଭାରତ ତାଙ୍କ ମୁଖ୍ୟ ରଚନା । ସାରଳା ଦାସ କବି ଭାବେ ଏବଂ ତାଙ୍କ କୃତିଗୁଡ଼ିକ ପାଠଭାବେ ଓଡ଼ିଆ ଭାଷା ପାଇଁ ଯେତେ ସମ୍ମାନଜନକ, ପୂଜ୍ୟ ଓ ଯେତେ ପ୍ରକାର ବିଚାର ଆଲୋଚନା ବିଷୟ ହୋଇପାରେ, ଓଡ଼ିଆ ଜାତି ତାହାର ଏକମାଂଶ
Read More...

ବେଦବ୍ୟାସ ବିକାଶ ମଞ୍ଚର ୧୧ ଦଫା ଦାବି ନେଇ ଜନ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଝୁଲାପୋଲ ଦାବି ପୁରଣ ହେବାପରେ ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ବ୍ୟାସକ୍ଷେତ୍ରର ଉନ୍ନତି ପାଇଁ ୧୧ଟି ଦାବି ଓଡ଼ିଶା ସରକାରଙ୍କ ପାଖରେ ରଖାଯାଇଛି । ଯାହାର ପରିପୂରଣ ନିମନ୍ତେ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଇଂରାଜୀ ନବବର୍ଷ ୨୦୨୫ ଅବସରରେ ରିଙ୍ଗରୋଡ଼-ଛେଣ୍ଡ
Read More...

ପଶ୍ଚିମ ଓଡ଼ିଶାର ଲାଇଫ୍‌ ଲାଇନ୍ ହେବ ନୂତନ ବରଗଡ-ନୂଆପଡା ରେଳ ଲାଇନ୍ – ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ରେଳବାଇ ଓଡିଶାରେ ଏହାର ପ୍ରମୁଖ ଭିତ୍ତିଭୂମି ସମ୍ପ୍ରସାରଣ ଜାରି ରଖିଛି । ଏବେ ବରଗଡ ରୋଡରୁ ନୂଆପଡା ରୋଡକୁ ସଂଯୋଗ କରୁଥିବା ୧୩୮.୩୨ କିମି ଦୈର୍ଘ୍ୟ ନୂଆ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତରାନ୍ୱିତ କରିବାକୁ ପ୍ରଖର ଉଦ୍ୟମ ଜାରି ରଖିଛି । ଏହି
Read More...

ପଞ୍ଚାୟତ ସମିତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଭଲ ମଣିଷ ହେବା ଗୁରୁତ୍ୱପୂର୍ଣ୍ଣବୃତ୍ତି ଓ ପ୍ରବୃତ୍ତି ମେଳ ଖାଇଲେ ସଫଳତା ନିଶ୍ଚିତ - ଡ. ଜୟକେତନ ତ୍ରିପାଠୀ ବରଗଡ, (ନିରୋଜ କୁମାର ପାଣୀ) : ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ
Read More...