Yearly Archives

2025

ଆଗଲପୁର ବ୍ଲକରେ ସଫେଇ ମିତ୍ର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ପରିସରରେ ସଫେଇ ମିତ୍ର ସୁରକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଆର୍‌ସି ଅଂଶୁମାନ ଦେବ ବାବୁଙ୍କ ତତ୍ୱାବଧାନରେ ସ୍ୱଚ୍ଛତାରେ ଶ୍ରମ ଦିବସ ତଥା ସ୍ୱାସ୍ଥ୍ୟ ପରୀକ୍ଷା
Read More...

ରକ୍ତଦାନ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷୀକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅପରେସନ ସିନ୍ଦୂରରେ ବଳିଦାନ ଦେଇଥିବା ସହିଦଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର
Read More...

ଭାଲୁମୁଣ୍ଡାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଗଙ୍ଗାଧର ମେହେର ଧର୍ମଶାଳା ଠାରେ ଆଜି ଭାଲୁମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିନ୍ଧେକେଲା ତରଫରୁ ସୁସ୍ଥ ନାରୀ ସଶକ୍ତ ପରିବାର ନିରାକରଣ ଅଭିଯାନ
Read More...

କେନ୍ଦ୍ରୀୟ ପୂଜା କମିଟି ତରଫରୁ ସିପିସି ନାଇଟ୍ ଓ ପୁରସ୍କାର ବିତରଣ ଆସନ୍ତାକାଲି

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ପୂଜା କମିଟି, ରାଉରକେଲା ର୨୦୨୪-୨୫ ପାଇଁ ପୁରସ୍କାର ବିତରଣ ଓ ସିପିସି ନାଇଟ୍ ଆସନ୍ତାକାଲି ୨୧ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ସେକ୍ଟର ୧୭ ସମଲେଶ୍ଵରୀ ପଡ଼ିଆ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଆଜି ସେକ୍ଟର ୪ ସ୍ଥିତ ପୂର୍ତ୍ତ
Read More...

ଧର୍ମ ପରାୟଣ ବ୍ୟକ୍ତିଙ୍କ ଦେହାନ୍ତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଜଣେ ଧର୍ମ ପରାୟଣ ବ୍ୟକ୍ତି ଭାବେ ପରିଚିତ ପ୍ରହଲ୍ଲାଦ ପଣ୍ଡାଙ୍କ ୮୯ ବର୍ଷ ବୟସରେ ଶନିବାର ପ୍ରାତଃ ସମୟରେ ତାଙ୍କ କଲମପୁର ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଯାଇଛି । କିଛି ଦିନ ଧରି ସେ ବାର୍ଦ୍ଧକ୍ୟ
Read More...

ପୂର୍ବତନ ବିଧାୟକ ଜର୍ଜ ତିର୍କିିଙ୍କ ଦେହାବସାନରେ ଟ୍ରେଡ୍‌ ୟୁନିଅନ୍‌ ନେତା ତଥା “ନବୀନ’ର ସମ୍ପାଦକ ରବି…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ଶ୍ରମିକ ତଥା ଅଦେିବାସୀ ନେତା ଏବଂ ପୂର୍ବତନ ବୀରମିତ୍ରପୁର ବିଧାୟକ ଜର୍ଜ ର୍ତିକିଙ୍କ ଦେହାବସାନରେ ଓଡ଼ିଆ ସାପ୍ତାହିକ 'ନବୀନ'ର ସମ୍ପାଦକ ତଥା ଅଗ୍ରଣୀ ଟ୍ରେଡ୍‌ ୟୁନିଅନ୍‌ ନେତା ରବି ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ରଥ କହିଛନ୍ତି ଯେ,
Read More...

ରଶ୍ମି ସାହୁଙ୍କ କବିତା ପୁସ୍ତକ ‘ଫେରିବାକୁ ହେବ’ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : କବି ରଶ୍ମି ସାହୁଙ୍କ ରଚିତ କବିତା ପୁସ୍ତକ 'ଫେରିବାକୁ ହେବ' ସ୍ଥାନୀୟ ପ୍ରଗତି ଉତ୍କଳ ସଂଘ ଠାରେ ଲୋକାର୍ପିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡା.
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ
Read More...

୧୮ ବର୍ଷ ମଧ୍ୟରେ ଅମାପ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କାଶୀପୁର ରେଞ୍ଜର ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ଜୟପୁର ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ କାଶୀପୁର ରେଞ୍ଜରଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ରାଜ୍ୟର ୯ଟି
Read More...

ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୩୫ତମ ପ୍ରତିଷ୍ଠା ଦିବସ ପାଳିତ

ପୁଇଁତଲା : ପୁଇଁତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହିମୁଣ୍ଡା ୧୯ ସେପ୍ଟେମ୍ବରରେ ତାର ୩୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଅନୁଷ୍ଠାନର ମୁଖ୍ୟ ଦୁର୍ଯ୍ୟୋଧନ ପ୍ରଧାନଙ୍କ ସଭାପତିତ୍ୱରେ ପ୍ରତିଷ୍ଠାତା ସଦସ୍ୟ ରମାରଞ୍ଜନ ପଧାନ, ଲୋକନାଥ ପ୍ରଧାନ, ରାମ ପ୍ରସାଦ
Read More...