Yearly Archives

2025

ଡେଲାଙ୍ଗରେ ଜାତୀୟ ସଡ଼କ ସୁରକ୍ଷା ମାସ -୨୦୨୫ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ପୁରୀ ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ଓ ରେଡକ୍ରସ୍ ୟୁନିଟ୍, ଗାଦିବ୍ରହ୍ମ ମହାବିଦ୍ୟାଳୟ, ଡେଲାଙ୍ଗର ମିଳିତ ଆନୁକୁଲ୍ୟରେ " ଜାତୀୟ ସଡକ ସୁରକ୍ଷା ମାସ - ୨୦୨୫" ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡାଙ୍କ
Read More...

ମହାକୁମ୍ଭରେ ଆଖଡ଼ା : ସମାବେଶୀ ଓ ପ୍ରତିବଦ୍ଧ ସମାଜିକ ନେତୃତ୍ୱର ଅନନ୍ୟ ନିଦର୍ଶନ

ନୂଆଦିଲ୍ଲୀ, (ପିଆଇବି) : ସନାତନ ସମ୍ପ୍ରଦାୟ, ପରମ୍ପରା ଓ ଅଭ୍ୟାସରେ ଆଖଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରେ । ‘ଅଖଣ୍ଡ’ ଶବ୍ଦରୁ ସୃଷ୍ଟି ଏହି ବିଚାରଧାରା ପ୍ରଥମେ ଆଦିଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରଣୀତ ହୋଇଥିଲା । ତା’ପରେ ନିରନ୍ତର ଭାବେ ଏହା ସାଂଗଠନିକ ରୂପରେ ଆମ
Read More...

ପୋର୍ଟ ବ୍ଲେୟାରରେ ପରାକ୍ରମ ଦିବସ ଅବସରରେ ଜୟହିନ୍ଦ ପଦଯାତ୍ରାର ନେତୃତ୍ୱ ନେବେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରକ୍ଷା…

ପଦଯାତ୍ରାରେ ଯୋଗ ଦେବେ ଦେଢ ହଜାର ସ୍ୱେଚ୍ଛାସେବୀ ନୂଆଦିଲ୍ଲୀ, (ପିଆଇବି) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ତଥା ଜାତୀୟ ପରାକ୍ରମ ଦିବସ ପାଳନ ଅବସରରେ ଆଣ୍ଡାମାନ ନିକୋବର ଦ୍ୱୀପର ପୋର୍ଟ ବ୍ଲେୟାରରେ ଆସନ୍ତା ୨୩ ତାରିଖରେ ଜୟ ହିନ୍ଦ ପଦଯାତ୍ରା ଅନୁଷ୍ଠିତ ହେବ । କେନ୍ଦ୍ର ଯୁବ
Read More...

ବିଡ଼ିଓ-ସାମ୍ବାଦିକ ମୁହାଁମୁହିିଁ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ମନା ନେଇ ଏକ ପୋଷ୍ଟର ଗତକାଲି କାର୍ଯ୍ୟାଳୟର ବିଭିନ୍ନ ସ୍ଥାନରେ ଲଗାଯାଇଛି । ଯାହାକୁ ନେଇ ସାମ୍ବାଦିକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ସାନଖେମୁଣ୍ଡି ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ଦୃଢ଼
Read More...

ଚଳକୀ-ଗୁଡିଘାଟ ରାସ୍ତାରୁ ବେଆଇନ୍ ଚୋରାଚାଲାଣ ହେଉଥିବା ଖଇର କାଠ ବୋଝେଇ ମାକ୍ସ୍ ପିକଅପ୍ ଭ୍ୟାନ ଜବତ

ଡ୍ରାଇଭର ସମେତ ଦୁଇ ଚୋରାଚାଲାଣକାରୀ ଫେରାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଚଳକୀ-ଗୁଡିଘାଟ ମୁଖ୍ୟରାସ୍ତାରେ ଚୋରାଚାଲାଣ ହେଉଥିବା ମୂଲ୍ୟବାନ ଖଇର କାଠ ବୋଝେଇ ଏକ ମାକ୍ସ ପିକ୍‌ଅପ୍‌ ଭ୍ୟାନକୁ ଜଙ୍ଗଲ ବିଭାଗ ପକ୍ଷରୁ ଜବତ କରାଯାଇଛି ।
Read More...

ମାଁ ସୁନାମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଅଲାତରା(କ) ଦଳ ସେମିଫାଇନାଲକୁ ପ୍ରବେଶ

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ଖେଳ ପଡ଼ିଆ ଠାରେ ଚାଲିଥିବା ମାଁ ସୁନାମୁଖୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଦ୍ୱିତୀୟ ଦିନରେ ୩ ଗୋଟି ମ୍ୟାଚ୍‌ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ଅଲାତରା (କ) ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ
Read More...

ଜାତୀୟ ଜନସଂଖ୍ୟା ଶିକ୍ଷା ପ୍ରକଳ୍ପ ତରଫରୁ ପ୍ରତିଯୋଗିତା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ଜନସଂଖ୍ୟା ଶିକ୍ଷା ପ୍ରକଳ୍ପ ତରଫରୁ କ୍ଳଷ୍ଟର ସ୍ତରରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ
Read More...

ରୋତ କଲେଜରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ରୋତ୍ ମହାବିଦ୍ୟାଳୟ ଠାରେ ଏନ୍‌ଏସ୍‌ଏସ୍‌ କୋ - ୟୁନିଟ୍ ତରଫରୁ ସଡ଼କ ସୁରକ୍ଷା ସପ୍ତାହ - ୨୦୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ କାର୍ଯ୍ୟକ୍ରମଟିକୁ ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ନାରା ଦେଇ
Read More...

ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ : ବଡଗମଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆ ଠାରେ ସ୍ୱାମୀ ବିବେକାନନ୍ଦ ପାଠାଗାର, ଏଥଲେଟିକ୍ସ ଏସୋସିଏସନ ବଙ୍ଗୋମୁଣ୍ଡା ପକ୍ଷରୁ ପ୍ରଥମ ବର୍ଷ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିବସରେ ପହଞ୍ଚିଛି ।
Read More...

ତୃତୀୟ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଦର୍ଶକ ମାନଙ୍କୁ ହସାଇଲେ ଟିଙ୍କୁ ଟିଙ୍ଗାଲୁ ଓ ମିସ୍‌ ମିଲି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦପୁର ଉପଖଣ୍ଡ ଟାଲ ଗ୍ରାମ ଠାରେ ତୃତୀୟ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ମାନଙ୍କ ପୂଜାପାଠରେ ସୂର୍ଯ୍ୟ ପୂଜା, ଚର୍ତୁଦ୍ଧା ମୂର୍ତ୍ତିଙ୍କ
Read More...