Yearly Archives

2025

ଠିକ ସମୟରେ ଆସୁନାହିଁ ଗାଡି : ଟୋକନ କଟିଯିବା ଭୟରେ ଚାଷୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ମୁରଷୁଣ୍ଡି ପେକ୍ସରେ ଧାନ ଉଠି ପାରୁନଥିବା ଅଭିେଯାଗ ହେଉଛି । ସୂଚନା ମୁତାବକ ମୁରଷୁଣ୍ଡି ସେବା ସମବାୟ ସଭାପତି ଜଗବନ୍ଧୁ ପଧାନ ପ୍ରକାଶ କରିନ୍ତି ଯେ ଠିକ ସମୟରେ ପେକ୍ସକୁ ଗାଡି ଅସୁନଥିବାରୁ ଧାନ ଉଠିବାକୁ ବିଳମ୍ବ ହେଉଛି । ଚାଷୀ ମାନଙ୍କ
Read More...

ଚୁଡାପାଲି ଶିଶୁମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ

ଚୁଡାପାଲି, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚୁଡାପାଲି ଠାରେ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଶିଶୁମନ୍ଦିରର ପୂର୍ବତନ ସଭାପତି ଲୋକନାଥ କୁମୁରା ପତାକା ଉତ୍ତୋଳନ କରିବା ସହିତ ଶିଶୁ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ସମାଜସେବୀ ବ୍ୟାସଦେବ
Read More...

ଚୋରମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଚୋରମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୈଲାଶ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ
Read More...

ଚଳଚ୍ଚିତ୍ର ଜଗତ ୪୯ତମ ବାର୍ଷିକ ଉତ୍ସବରେ ସମ୍ମାନିତ ହେଲେ ଅଭିନେତା ତଥା ପ୍ରତିଷ୍ଠିତ ବ୍ୟବସାୟୀ କିଶୋର କୁମାର ରଥ

ବଲାଙ୍ଗିର, (କେପିଏନ୍‌ଏସ୍) : ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଚଳଚ୍ଚିତ୍ର ଜଗତ ୪୯ତମ ବାର୍ଷିକ ଉତ୍ସବରେ ସମ୍ମାନିତ ହୋଇଛନ୍ତି ବଲାଙ୍ଗିର ମାଟିର ଅଭିନେତା ତଥା ପ୍ରତିଷ୍ଠିତ ବ୍ୟବସାୟୀ କିଶୋର କୁମାର ରଥ । ଗତ ୨୩ ତାରିଖ ଦିନ ଆୟୋଜିତ ଏହି ଉତ୍ସବରେ ଅତିଥିମାନଙ୍କ ଠାରୁ ପ୍ରତିଭା
Read More...

ଟିପିଡବ୍ଲୁଓଡିଏଲ୍ ଆର୍‌ଇସି ସେକ୍ସନ୍ ତରଫରୁ ଗଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ବଲାଙ୍ଗିର ପୁଇଁତଲା ଗ୍ରୀଡ୍ ଏବଂ ମାଧିଆପାଲି ଗ୍ରୀଡ୍‌ରେ ୭୬ତମ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ପୁଇଁତଲା ଗ୍ରୀଡ୍‌ରେ ଲାଇନ୍‌ମ୍ୟାନ୍‌ ଏ. ପବିତ୍ର ଖୁଣ୍ଟିଆଙ୍କ ନେତୃତ୍ଵରେ ମୁଖ୍ୟ ଅତିଥି ଭାବେ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ ପତାକା
Read More...

ବାରିପଦା ପୋଲିସ ପଡିଆରେ ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ବାରିପଦା ପୋଲିସ ପଡିଆରେ ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ଯୋଗଦେଇ ପତକା ଉତ୍ତୋଳନ କରିବା ସହ
Read More...

ବଲାଙ୍ଗିର ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପେଲେସ ଲାଇନ୍‌ ଠାରେ ଥିବା ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜ୍ଞାନ ଭାରତୀ ପାଟଣାଗଡ଼ର ପ୍ରିନ୍ସିପାଲ ଶୁଭେନ୍ଦୁ ମେହେର ଯୋଗାଦନ କରି ପତାକା ଉତ୍ତୋଳନ କରିଥିଲେ । ସ୍କୁଲର
Read More...

ବଲାଙ୍ଗିରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ରାମଧୂନ, ସକାଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତ ଫେରି, ବିଭିନ୍ନ
Read More...

ଡେଲାଙ୍ଗ ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ ମହାବିଦ୍ୟାଳୟର ୪୪ତମ ବାର୍ଷିକ ଉତ୍ସବ ଶନିବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ପ୍ରଧ୍ୟାପକ ସରୋଜ କୁମାର ବଳିୟାରସିଂହ ସଭାପତି ଭାବେ ମଞ୍ଚ
Read More...

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଅମ୍ୱାଦଳାରେ ସ୍ୱାଗତ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭାରତୀୟ ଜନତା ପାର୍ଟି ଅମ୍ବାଦଳା ମଣ୍ଡଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା । ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ରାୟଗଡ଼ା ଜିଲ୍ଲା ଗସ୍ତ ସମୟରେ ଅମ୍ବାଦଳା
Read More...