Yearly Archives

2025

ମାଲପଡା ଖଦ୍ୟୋତ ଅନୁଷ୍ଠାନର ସାଧାରଣତନ୍ତ୍ର ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ଖଦ୍ୟୋତ କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ପତକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଆକୁଳ ବେହେରା, ରାଜେଶ ପାଣିଗ୍ରାହୀ, ଆଶିଷ
Read More...

ବେଲପଡାରେ ନାଇଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ ପୂର୍ବତନ ବିଧାୟକ ସରୋଜ କୁମାର ମେହେର

ବେଳପଡ଼ା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବେଳପଡ଼ାଠାରେ ନାଇଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ନାଇଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥିଭାବରେ ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ କୁମାର ମେହେର ଯୋଗଦାନ
Read More...

ବାଙ୍କେଲ-ରଣାବନ୍ଧ ଗ୍ରାମରୁ ୨ଲକ୍ଷ ଟଙ୍କା ମୂଲ୍ୟର ୧୫୦ରୁ ଅଧିକ ଚୋରା କେନ୍ଦୁକାଠ ଗଣ୍ଡି ସହ ଟ୍ରକ ଓ ବାଇକ୍ ଜବତ, ପୁଣି…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଡଙ୍ଗାବାଞ୍ଜି ସେକ୍ସନ ରଣାବନ୍ଧ ଗ୍ରାମରୁ ବାଙ୍କେଲ ଖେଳପଡିଆ ରାସ୍ତାରେ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରି ଚୋରାଚାଲାଣ ହେଉଥିବା ମୂଲ୍ୟବାନ କେନ୍ଦୁକାଠ ସହ ଏକ ଟ୍ରକ ଓ ବାଇକକୁ ଜବତ କରାଯାଇଛି । ୫ଦିନ ପୁର୍ବରୁ
Read More...

ଡେଲାଙ୍ଗରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସାଧରଣତନ୍ତ୍ର ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଦେଶର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଡେଲାଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ ଜାତୀୟ ପତାକା
Read More...

ମାରୱାଡି ସେବାସଦନରେ ଜାତୀୟ ପତାକା ଉତ୍ତୋଳନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଟି ପାଇଁ ଗଣତନ୍ତ୍ର ଶାସନ ନ୍ରୂଆ ନୁହେଁ । ଏହି ଅଂଚଳରେ ୯୦୦ ବର୍ଷ ପୂର୍ବେ ଗଣତନ୍ତ୍ର ଶାସନ ଥିଲା । ଆମ ଲୋକେ ନିଜେ ନିଜର ଶାସକ ଚୟନ କରୁଥିଲେ । ଶାସନ କରୁଥିବା ଲୋକେ ଭୁଲ ରାସ୍ତାରେ ଶାସନ କଲେ ତାଙ୍କୁ ଭୋଟ ମାଧ୍ୟମରେ ଶାସନ ଗାଦିରୁ ହଟାଇ
Read More...

ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆଇନ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜିବ କୁମାର ପ୍ରଧାନ ପତାକା ଉତ୍ତୋଳନ କରିଥିଲେ । ୧୯୫୦ ଜାନୁୟାରୀ ୨୬ ତାରିଖରେ ବ୍ରିଟିଶ ସାମ୍ବାଧାନିକ ବ୍ୟବସ୍ଥାର
Read More...

ଶିଶୁ ବିକାଶ କେନ୍ଦ୍ରର ମାଣିଜ୍ୟ ଜୟନ୍ତୀ ଅବସରରେ ଉତ୍ତମ ଶିଶୁ ସ୍ୱାସ୍ଥ୍ୟ ପ୍ରଦର୍ଶନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁ ବିକାଶ କେନ୍ଦ୍ରର ମାଣିଜ୍ୟ ଜୟନ୍ତୀ ଅବସରରେ ଶିଶୁ ବିକାଶ କେନ୍ଦ୍ର ଓ ଗୋପବନ୍ଧୁ କ୍ଲବର ସହଯୋଗରେ ଗୋପବନ୍ଧୁ ନଗରରେ ଉତ୍ତମ ଶିଶୁ ସ୍ୱାସ୍ଥ୍ୟ ପ୍ରଦର୍ଶନୀ ଓ ରୂପସଜ୍ଜା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଡା. ଅଶୋକ କୁମାର ସେଠୀ ଓ ଡା. ଭାରତୀ ଦାସ
Read More...

ଗୁରୁଣ୍ଡା ଗ୍ରାମରେ ଅନୁଷ୍ଠିତ ବ୍ଲକସ୍ତରୀୟ ତୈଳିକ ବୈଶ୍ୟ ସମାଜର ବିରାଟ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଗୁରୁଣ୍ଡା ଖେଳପଡିଆଠାରେ ରବିବାର ବ୍ଳକସ୍ତରୀୟ ତୈଳିକ ବୈଶ୍ୟ ସମାଜର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମାଜର ନାଏକ ଲିଙ୍ଗରାଜ ସାହୁ ଓ ଚିନ୍ମୟ ସାହୁଙ୍କ ଦ୍ଵାରା
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସବୁଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହର ସହ ପାଳିତ ହୋଇଯାଇଛି । ନିଜ ନିଜ କାର୍ଯ୍ୟଲୟରେ ଦିବସକୁ ପାଳନ କରିବା ପରେ
Read More...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ଐତିହାସିକ ଦ୍ୱିତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇଲେ…

ଏକ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆମ ଲୋକଙ୍କ କଲ୍ୟାଣ ଏବଂ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ଦିଗରେ ଆମେ ଏକାଠି କାମ କରିବୁ : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ
Read More...