Yearly Archives

2025

ମୌନି ଅମାବାସ୍ୟା ଅବସରରେ ମହାକୁମ୍ଭ ୨୦୨୫ର ଦ୍ୱିତୀୟ ଅମୃତ ସ୍ନାନରେ କୋଟି କୋଟି ଶ୍ରଦ୍ଧାଳୁ ସଂଗମରେ ପକାଇଲେ ପବିତ୍ର…

ଅମୃତ ସ୍ନାନ ବେଳେ ସଂଗମରେ ପ୍ରଥମ ବୁଡ଼ ପକାଇବାର ପରମ୍ପରାକୁ ଭାଙ୍ଗିଲେ ଆଖଡ଼ାପରମ୍ପରା ଅନୁସାରେ ଆଖଡ଼ାର ସାଧୁ ସନ୍ୟାସୀମାନେ ପ୍ରଥମେ ଅମୃତ ସ୍ନାନ କରନ୍ତି, ଏଥର କିନ୍ତୁ ସଂଗମରେ ଅନ୍ୟ ଶ୍ରଦ୍ଧାଳୁଙ୍କୁ ଆଗ ଅମୃତ ସ୍ନାନ କରିବାକୁ ଦିଆଯାଇଥିଲାସୁରୁଖୁରୁରେ ଅମୃତ ସ୍ନାନ ସଂପନ୍ନ କରିବା ପାଇଁ
Read More...

ବଡବନ୍ଧ ହାଇସ୍କୁଲରେ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲରେ ଗୁରୁବାର ଦିନ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ମେହେରଙ୍କ ତତ୍ତ୍ଵାବଧାନରେ
Read More...

ତିରୋଧାନ ଦିବସରେ ଗାନ୍ଧୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ଏବେ ବି ଐତିହ୍ୟ ବେରବୋଇର ଗାନ୍ଧୀ ପୀଠ ଅବହେଳିତ : ପ୍ରଶାସନର ଦୃଷ୍ଟି ନାହିଁ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କାଳ ଭଳି ଏ ସମାଜକୁ ଗ୍ରାସ କରୁଥିବା ନିଶା ଓ ହିଂସା କବଳରୁ ସମାଜକୁ ମୁକ୍ତ କରି ନିଶାମୁକ୍ତ ସୁସ୍ଥ ସମାଜ ଗଠନ ହୋଇପାରିଲେ ଗାନ୍ଧୀଜୀଙ୍କ ନିଶା ଓ ହିଂସା ମୁକ୍ତ ସମାଜ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସୁକୁମତିରେ ଆୟୋଜିତ ନାଇଟ୍‍ ବ୍ଲୁମ କାର୍ଯ୍ୟକ୍ରମ

ଆତ୍ମହତ୍ୟା ସମାଧାନର ବାଟ ନୁହେଁ ବଲାଙ୍ଗିର, (କେପିଏନ୍‌ଏସ୍‌) :ବର୍ତ୍ତମାନ ସମୟରେ ଆତ୍ମହତ୍ୟା ପ୍ରବଣତା ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି । ଛୋଟ ଛୋଟ କଥାରେ କମ ବୟସରେ ଧୌର୍ଯ୍ୟହରା ହୋଇ ଜୀବନ ହାରୁଛନ୍ତି । ଏହା ଏକ ସାମାଜିକ ବ୍ୟାଧି ଭାବେ ପରଗଣିତ ହୋଇଛି । ବୟସର ବିଭିନ୍ନ ବର୍ଗରେ
Read More...

ଡଙ୍ଗରପଡ଼ା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଆୟୋଜିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଡଙ୍ଗରପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆର୍‌ସିସି ସତ୍ୟ ନାରାୟଣ ସେନାପତିଙ୍କ ସଂଯୋଜନାରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଆୟୋଜିତ ହୋଇଯାଇଛି । ଏହି ମେଳା ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ
Read More...

ଦେଓଗାଁ ବ୍ଲକରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ଦେଓଗାଁ ବିଡ଼ିଓ ପ୍ରିୟ ରଂଜନ କୁମାରଙ୍କ ଅଧ୍ୟକ୍ଷତାରେ ଫାଇଲେରିଆ ରୋଗ ନିରାକରଣ ଉଦ୍ଦେଶ୍ୟରେ ଆସନ୍ତା ଫେବୃୟାରୀ ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଔଷଧ ସେବନ
Read More...

ୟୁରୋ ସ୍କୁଲର ଷଷ୍ଠ ବାର୍ଷିକ ଉତ୍ସବ “ଅଧ୍ୟାୟ” କାର୍ଯ୍ୟକ୍ରମ ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆର୍ନ୍ତଜାତୀୟ ସ୍ତରୀୟ ମାନ୍ୟତପ୍ରାପ୍ତ ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ "ୟୁରୋ ସ୍କୁଲ"ର ଷଷ୍ଠତମ ବାର୍ଷିକ ଉତ୍ସବ ତଥା "ଅଧ୍ୟାୟ" କାର୍ଯ୍ୟକ୍ରମ ବର୍ଣ୍ଣାଢ଼୍ୟ ଉତ୍ସବର ସହ ସମ୍ପନ୍ନ ହୋଇଯାଇଛି । ଅନୁଷ୍ଠିତ ଆନୁଷ୍ଠାନିକ ଉଦ୍‌ଘାଟନୀ
Read More...

ମାଁ ଭଗବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୋର୍ଡ଼ିକୁ ହରାଇ ଅର୍ଶାତୁଲା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟରେ ଥିବା କୁରସୁଡ଼ ଗ୍ରାମର ମାଁ ଭଗବତୀ ମିନି ଷ୍ଟାଡିୟମରେ ମାଁ ଭଗବତୀ କ୍ରିକେଟ କ୍ଲବ ଜିପି ଲେଭେଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ବୋର୍ଡ଼ି ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୩୬ ରନ କରିଥିବା
Read More...

ଖପ୍ରାଖୋଲ ପୋଲିସର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପକ୍ଷରୁ ଥାନା ଅଧିକାରୀ ନରେନ୍ଦ୍ର ଛତ୍ରଙ୍କ ନେତୃତରେ ସଡକ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଧଣ୍ଡାମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଜବାହାରଲାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ,
Read More...

କଲ୍ୟାଣପୁର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଚାଲିଥିବା ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ତୃପ୍ତିମୟୀ ପରିଡାଙ୍କ
Read More...