Yearly Archives

2025

ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଘେରାଉ

ରାଉରକେଲା, (ସସ୍ମିତା ପ୍ରଧାନ) : କଲୁଙ୍ଗା ଓ କୁଆଁରମୁଣ୍ଡା ଶିଳ୍ପାଞ୍ଚଳକୁ ପ୍ରଦୂଷଣ ମୁକ୍ତ କରିବା, ଆଞ୍ଚଳିକ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ରାଉରକେଲା କାର୍ଯ୍ୟାଳୟରୁ ଅନ୍ୟତ୍ର ବଦଳି କରିବା, କଲୁଙ୍ଗା ରେଲୱେ ସାଇଡିଂରେ ହେଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ
Read More...

ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଓ ଲାୟନ୍ସ କ୍ଲବ ରାଉରକେଲା ବେଦବ୍ୟାସ ଗ୍ରେଟରର ମିଳିତ ଆନୁକୂଲ୍ୟ ତଥା ବରିଷ୍ଠ
Read More...

ଫେବୃଆରୀ ୧ରୁ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ଖାଦ୍ୟମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ଓରମାସ, ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ ସୁନ୍ଦରଗଡର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ଓ ଖାଦ୍ୟମେଳା ଆସନ୍ତା ୧ରୁ ୭ ଫେବୃଆରୀ ପର୍ଯ୍ୟନ୍ତ ଭଞ୍ଜଭବନ ନିକଟସ୍ଥ
Read More...

ସଡ଼କ ସୁରକ୍ଷା ସପ୍ତାହ ପ୍ରତିଯୋଗିତାରେ ଯେନିଥ ସ୍କୁଲ ଛାତ୍ରଙ୍କ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସଡ଼କ ପରିବହନ ଦ୍ୱାରା ଆୟୋଜିତ ସଡ଼କ ସୁରକ୍ଷା ସପ୍ତାହ ପାଳନ ବିଷୟରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପଦ୍ମପୁର ଯେନିଥ ଦ ଲାୟନ୍ସ ଗୁରୁକୁଳର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ
Read More...

ଡ଼ଃ.ସତ୍ୟବ୍ରତ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶିଳ୍ପ ସମ୍ପର୍କ ଏବଂ କର୍ମଚାରୀ ପରିଚାଳନା ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ବିଦ୍ୟାଳୟର IR & PM ବିଭାଗୀୟ ମୁଖ୍ୟ ଡ଼ଃ. ସତ୍ୟବ୍ରତ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

କଣ୍ଟାବାଞ୍ଜି ପୋଲିସ ଦ୍ୱାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଦାୟିତ୍ୱପୂର୍ଣ୍ଣ ଡ୍ରାଇଭିଂ ଅଭ୍ୟାସ ତଥା ଟ୍ରାଫିକ ନିୟମକୁ ପାଳନ କରିବା ପାଇଁ ପୋଲିସ ଷ୍ଟେସନ କଣ୍ଟାବାଞ୍ଜି ଏବଂ ମହିଳା କଲେଜ କଣ୍ଟାବାଞ୍ଜି ମିଳିତ ଭାବେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସଡକ ନିରାପତ୍ତାର ଗୁରୁତ୍ୱ ଉପରେ
Read More...

୨୦ତମ ଶ୍ରୀପାତାଳୀ ମହୋତ୍ସବ ଉଦ୍‌ଘାଟିତ

ଆଧ୍ୟାତ୍ମିକ-ସାଂସ୍କୃତିକ ମହାମିଳନର ମହୋତ୍ସବ ପାତଳୀ ମହୋତ୍ସବ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପବିତ୍ର ପୀଠ ଶ୍ରୀପାତାଳୀ କ୍ଷେତ୍ର କୋଟସମଲାଇରେ ୨୦ତମ ପାତାଳୀ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଅନ୍ୟା ଦାଶ ଯୋଗଦେଇ
Read More...

ସକମା ତ୍ରିଦିବସିୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ କଲେ ନରସିଂହ

ଖେଳୁଆଡ ମନୋଭାବ କ୍ରୀଡା ସହ ଅଂଚଳର ସାମଗ୍ରିକ ବିକାଶ କରେ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତୀୟ ସଂସ୍କୃତି ଜନମଙ୍ଗଳ କ୍ଲବ ସକମା ଆନୁକୁଲ୍ୟରେ ଏକ ତ୍ରିଦିବସିୟ କ୍ରୀକେଟ ପ୍ରତୋଯୋଗିତା ଉଦ୍‌ଘାଟନ ହୋଇଯାଇଛି । ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ନରସିଂହ
Read More...

ଢୁଲୁସର ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିବସ

ଫାଇନାଲରେ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ଢୁଲୁସର ଖେଳପଡିଆରେ ଜବାହାରଲାଲ ଫୁଟବଲ ଏସୋସିଏସନ୍‌ ତରଫରୁ ଅନୁଷ୍ଠିତ ବିନୋଦ ସ୍ମାରକୀ ଫୁଟବଲ ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସ୍ପୋର୍ଟ୍ସ ହଷ୍ଟେଲ ୩ - ୨
Read More...

ଅନ୍ତର୍ଜାତୀୟ କରାଟେ ପାଇଁ ବଲାଙ୍ଗିର ଦଳର ମୁମ୍ବାଇ ଗସ୍ତ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆସନ୍ତା ଫେବୃୟାରୀ ୨ ତାରିଖରେ ମୁମ୍ବାଇରେ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାଗ ନେବା ପାଇଁ ବଲାଙ୍ଗିର ଅସୀମ କରାଟେ ଏକାଡେମୀର ୪ଜଣ ଛାତ୍ର ମନୋନିତ ହୋଇଛନ୍ତି । ଜୁନିୟର ବାଳକ ବିଭାଗରେ ସ୍ୱସ୍ତିକ ମହାରଣା, ମିଥିଲେସ
Read More...