Yearly Archives

2025

ପାରା ଅଲମ୍ପିକରେ ଦୁଇଟି ଗୋଲ୍ଡ ମେଡାଲ ହାସଲ କରିଥିବା ପାୟଲ ନାଗ ମାରୱାଡି ସମ୍ମେଳନ ଦ୍ୱାରା ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଝିଅ ସୁଶ୍ରୀ ପାୟଲ ନାଗ ରାଜସ୍ଥାନ ଜୟପୁରରେ ଆୟୋଜିତ ପାରା ଅଲମ୍ପିକ ତୀରନ୍ଦାଜୀ ପ୍ରତିଯୋଗିତାରେ ଦୁଇଟି ଗୋଲ୍ଡ ମେଡାଲ ହାସଲ କରି ସମସ୍ତ ରାଜ୍ୟରେ ଗର୍ବ ଏବଂ ପ୍ରଶଂସା ହାସଲ କରିଛନ୍ତି । ଶୁକ୍ରବାର ସ୍ଥାନୀୟ ସେବା ସଦନ ଠାରେ ଉତ୍କଳ
Read More...

ଅସହାୟ ଶବକୁ ସମ୍ମାନର ସହ ଦାହ ସତ୍କାର କଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଭୁତିଆରବାହାଲ ଗ୍ରାମରେ ଜଣେ ଅସହାୟ ମହିଳାଙ୍କ ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ ଭାବେ ରହିଆସୁଥିଲେ । ଅସୁସ୍ଥତା କାରଣରୁ ତାଙ୍କ ଦେହାନ୍ତ ହେବା ପରେ ଦୀର୍ଘ ସମୟ ଧରି ଅସ୍ପୃଶ୍ୟତା କାରଣରୁ ତାଙ୍କ ଶବ ପଡିଥିବାର ଖବର
Read More...

ରୋତ କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ବାଣୀନିକେତନ ରୋତରେ ଯୁକ୍ତଦୁଇ ଶ୍ରେଣୀର ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଦୀର୍ଘ ସାତଦିନ ଧରି ଆୟୋଜିତ ହୋଇଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ
Read More...

ଆର୍ଥିକ ବର୍ଷ ୧୫ ରୁ ୨୨ ମଧ୍ୟରେ ମୋଟ ସ୍ୱାସ୍ଥ୍ୟ ଖର୍ଚ୍ଚରେ ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚର ଅଂଶ ୨୯.୦%ରୁ ୪୮.୦%କୁ…

ଆୟୁଷ୍ମାନ ଯୋଜନାରେ ଆଉଟ୍ ଅଫ୍ ପକେଟ୍ ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ, ୧.୨୫ ଲକ୍ଷ କୋଟିରୁ ଅଧିକ ସଞ୍ଚୟ ରେକର୍ଡ଼ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ୭୨.୮୧ କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ସୃଷ୍ଟି କରାଯାଇଛି୩୪ ପ୍ରତିଶତ ସ୍ୱାସ୍ଥ୍ୟ ସେବା ସଂଗଠନ ଏଆଇ ପ୍ରୋଜେକ୍ଟ ପରୀକ୍ଷଣ
Read More...

‘ସହରକୁ ବିକାଶ କେନ୍ଦ୍ର’ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କାର ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’…

ଗିଗ୍ ଶ୍ରମିକଙ୍କ ପାଇଁ ଇ-ଶ୍ରମ ପୋର୍ଟାଲୟରେ ପରିଚୟପତ୍ର ଓ ପଞ୍ଜୀକରଣ ବ୍ୟବସ୍ଥାପିଏମ ଜନ ଆରୋଗ୍ୟ ଯୋଜନା ଅଧୀନରେ ଗିଗ୍ ଶ୍ରମିକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ, ଯାହା ଦ୍ୱାରା ପାଖାପାଖି ଏକ କୋଟି ଶ୍ରମିକ ଉପକୃତ ହେବେପିଏମ ସ୍ୱନିଧି ଯୋଜନାରେ ୩୦ ହଜାର ଟଙ୍କା ସୀମା ସହିତ
Read More...

ଏକଦିବସୀୟ ଆୟୁର୍ବେଦ ନାଡ଼ି ଚିକିତ୍ସା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ନବ ପ୍ରଭାତ ଗୁରୁକୂଳ ଆଶ୍ରମ ନୂଆପାଲି ଠାରେ ଅମୃତ ସନ୍ଧାନମ୍ ଆନୁକୂଲ୍ୟରେ ପୂର୍ବତନ ମୁଖ୍ୟ ଚିକିତ୍ସକ ପତଞ୍ଜଳି ଯୋଗପୀଠ ହରିଦ୍ଵାରର ବୈଦ୍ୟ ଡଃ ସୁବାଷ ନାୟକଙ୍କ ତତ୍ତ୍ଵାବଧାନରେରେ ଆୟୁର୍ବେଦ ଏକଦିବସୀୟ ନାଡ଼ି ଚିକିତ୍ସା ଶିବିର
Read More...

ମୋଟ ମୂଲ୍ୟବର୍ଦ୍ଧନ (ଜିଭିଏ)ରେ ସେବା କ୍ଷେତ୍ରର ଅବଦାନ ୨୦୧୪ ଆର୍ଥିକ ବର୍ଷରେ ୫୦.୬%ରୁ ବୃଦ୍ଧି ପାଇ ୨୦୨୫ ଆର୍ଥିକ…

୨୦୨୩ ଆର୍ଥିକ ବର୍ଷରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ସେବା କ୍ଷେତ୍ରରେ ୮.୩ ପ୍ରତିଶତ ଅଭିବୃଦ୍ଧି ଯୋଗୁଁ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି୨୦୨୫ ଏପ୍ରିଲରୁ ନଭେମ୍ବର ମଧ୍ୟରେ ସେବା ରପ୍ତାନିରେ ୧୨.୮ ପ୍ରତିଶତ ବୃଦ୍ଧିଉତ୍ପାଦନ ଏବଂ ସେବା କ୍ଷେତ୍ରର ଅଗ୍ରଗତି କୁଶଳୀ
Read More...

ସମାନ ଏବଂ ସମାବେଶୀ ବିକାଶ ସୁନିଶ୍ଚିତ କରିବା ଲାଗି ଗ୍ରାମାଞ୍ଚଳରେ ଜୀବନଧାରଣମାନରେ ଉନ୍ନତି ଆଣିବା ଉପରେ ସରକାରଙ୍କ…

୨୦୧୬ରୁ ପିଏମ୍ଏୱାଇ-ଜି ଅଧୀନରେ ୨.୬୯ କୋଟି ଘର ନିର୍ମାଣ ସରିଛିଡିଏୱାଇ-ଏନଆରଏଲଏମ ଯୋଜନା ଅଧୀନରେ ୧୦ କୋଟିରୁ ଅଧିକ ଗରିବ ପରିବାରକୁ ୯୦.୯୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ସଂଯୋଗ କରାଯାଇଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ୯.୮୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଛନ୍ତିମନରେଗା
Read More...

ଜଳ ଜୀବନ ମିଶନ ପାଇଁ ବଜେଟ୍‍ ବ୍ୟୟବରାଦ ୬୭,୦୦୦ କୋଟି ଟଙ୍କାକୁ ବୃଦ୍ଧି

ଜଳ ଜୀବନ ମିଶନ୍ ଅବଧି ୨୦୨୮ ପର୍ଯ୍ୟନ୍ତ ସମ୍ପ୍ରସାରିତଆସନ୍ତା ତିନିବର୍ଷ ମଧ୍ୟରେ ମିଶନ ୧୦୦% ଲକ୍ଷ୍ୟ ହାସଲ କରିବ ନୂଆଦିଲ୍ଲୀ, (ପିଆଇବି) : ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫ - ୨୬ ଉପସ୍ଥାପନ କରୁଥିବା ବେଳେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ
Read More...

ସମଗ୍ର ଦେଶରେ କ୍ଲଷ୍ଟର ବିକାଶ ପାଇଁ ସରକାର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ-କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ (ଏମଏସଇ-ସିଡିପି)…

ସରକାର ଏମଏସଏମଇ ପାଇଁ ୫୦,୦୦୦ କୋଟି ଟଙ୍କାର ପାଣ୍ଠି ସହ ଆତ୍ମନିର୍ଭର ଭାରତ (ଶ୍ରୀ) ପାଣ୍ଠି ଆରମ୍ଭ କରିଛନ୍ତିଏମ୍ଏସ୍ଏମ୍ଇ ସମାଧାନ ଏବଂ ଚାମ୍ପିୟନ୍ସ ପୋର୍ଟାଲ ଭଳି ପଦକ୍ଷେପ ମାଧ୍ୟମରେ ଏମଏସଏମଇର ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧନଭେମ୍ବର ୨୬, ୨୦୨୪ ସୁଦ୍ଧା
Read More...