Yearly Archives

2025

ଅଧିକ କେନ୍ଦୁପତ୍ର ସଂଗ୍ରହ କରି ପଣ୍ଡକିଟାଲ ଫଡ଼ି ଘର ମୁନସୀ ସମ୍ମାନିତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧୀନସ୍ଥ ପଣ୍ଡକିଟାଲ ସ୍ଥିତ କେନ୍ଦୁପତ୍ର ଫଡି ଘର ମୁନସୀ ଜୟନ୍ତ ପଧାନଙ୍କୁ ସର୍ବାଧିକ କେନ୍ଦୁପତ୍ର ସଂଗ୍ରହ କରିଥିବା ନେଇ ସମ୍ମାନିତ କରାଯାଇଛି । ଜଙ୍ଗଲ ସୁରକ୍ଷା ଓ କେନ୍ଦୁପତ୍ର ବୃଦ୍ଧି ପାଇଁ ଆୟୋଜିତ ଏକ ସଚେତନତା
Read More...

ଦେଓଗାଁ କଛାରପାଲି ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ରବିବାର ଦିନରୁ ଆରମ୍ଭ ହୋଇଥିବା ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଚବିଶ ପ୍ରହର ନାମଯଜ୍ଞ ବୁଧବାର ଦିନ ପୂର୍ଣ୍ଣାହୁତି ହୋଇଯାଇଛି । ଶନିବାର ଦିନ କଳସ ଶୋଭାଯାତ୍ରା ଏବଂ ରବିବାର ଦିନ ସକାଳୁ ନାମାରମ୍ଭ ହୋଇଥିଲା
Read More...

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଡ଼ୋଳାମଣି ଭୋଇଙ୍କ ତତ୍ୱାବଧାନରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ତିଳକରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ
Read More...

କୁଡ଼ାସିଂହା ଭାଗବତ ସପ୍ତାହ ପାରାୟଣ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ଗାଁରେ ଦୀର୍ଘ ୭ଦିନ ବ୍ୟାପୀ ଚାଲିଥିବା ଭାଗବତ ପାରାୟଣ ଉଦ୍‌ଯାପିତ ହୋଇଯାଇଛି । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ପାରାୟଣ କାର୍ଯ୍ୟକ୍ରମରେ ଜୟ ସାହୁ ଓ ଶାନ୍ତି ସାହୁ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ପାରାୟଣର
Read More...

ମତ୍ସ୍ୟ-ବିଜ୍ଞାନୀ ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ଜଣେ ଭିନ୍ନ ଏକ ଆଦର୍ଶ ମଣିଷ ଅଟନ୍ତି – କୁଳପତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମତ୍ସ୍ୟ-ବିଜ୍ଞାନୀ ପ୍ରଫେସର ସ୍ୱର୍ଗତ ରବିନାରାୟଣ ମିଶ୍ର ଜଣେ ଭିନ୍ନ ଏକ ଆଦର୍ଶ ମଣିଷ, ଜଣେ ସ୍ଵାଭିମାନୀ, ଜଣେ ଛାତ୍ର ବତ୍ସଳ ଏବଂ ଅନନ୍ୟା ପ୍ରତିଭାଧାରୀ ଅଟନ୍ତି । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ରାଜ୍ୟ କୃଷି ଓ ବୈଷୟିକ
Read More...

ଜଗଦଲପୁର ଥାନାରେ ନୂତନ ଥାନାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ପୋଲିସ ଉପଖଣ୍ଡର ଜଗଦଲପୁର ଥାନାରେ ନୂତନ ଥାନାଧିକାରୀ ଭାବେ ଆଇଆଇସି ଅଭିମନ୍ୟୁ ଦୁର୍ଗା ଯୋଗ ଦେଇଛନ୍ତି । ଏଠାରେ କାର୍ଯ୍ୟରତ ଥାନାଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନଙ୍କୁ ପାଇକମାଲ
Read More...

୨୧ମାସର ଭତ୍ତା ଟଙ୍କା ହଡପ ଘଟଣାରେ ଦଳିତ ଅଧିକାର ମଞ୍ଚର ସିନାପାଲି ବ୍ଲକ ସମ୍ମୁଖରେ ଗଣ ଧାରଣା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତରେ କୁନ୍ତି ମେହେରଙ୍କ ୨୧ ମାସର ଭତ୍ତା ଟଙ୍କା ହଡପ କରିଥିବା ଅଭିଯୋଗରେ ଦୁର୍ନୀତି କରିଥିବା ପିଇଓଙ୍କ ବିରୋଧରେ ବହିଷ୍କାର ଦାବି କରି ଦଳିତ ଅଧିକାର ମଞ୍ଚ ସିନାପାଲି ବ୍ଲକ ସମ୍ମୁଖରେ ଗଣଧାରଣା ଦେଇଛି । ଦୀର୍ଘ
Read More...

ଦମକିପାଲି ବିଦ୍ୟାଳୟରେ ନିପୁଣ ମେଳା ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଛୁଆଲିଉଦର କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା- ୨୦୨୫ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁଶ୍ରୀ ସବିତା ଭୋଇ ସଭାପତିତ୍ଵ କରିଥିବା ହେଳେ ସଭାରେ ମୁଖ୍ୟ ଅତିଥି ଭାବରେ କ୍ଳଷ୍ଟର
Read More...

ମହୁଲପାଲିରେ ମାଘ ପୂର୍ଣିମାରେ ଅଙ୍ଗ ଆଳତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଲତାକୁ ଉପାସନା କରିବାର ଧାରା ରହି ଆସିଛି । ଏହାକୁ ଆଧାର କରି ଆଜି ବୁଧବାର ମାଘ ପୂର୍ଣିମା ତିଥି ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ୬ତମ ଅଙ୍ଗ ଆଳତୀ କରାଯାଇଅଛି ।
Read More...

ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଖଇରଭାଡ଼ିକୁ ପରାସ୍ତ କରି ଜୁରାବନ୍ଧ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି । ଆୟୋଜିତ ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତ
Read More...