ଜଳିଗଲା ସ୍କୁଟି, ଅଳ୍ପକେ ବର୍ତ୍ତିଲେ ଚାଳକ
ନୀଳଗିରି : ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅଧିନ ଜାତୀୟ ରାଜପଥ ସେରଗଡ଼ ଓଭରବ୍ରିଜ୍ ଉପରେ ଜଳିଗଲା ସ୍କୁଟି । ଅଳ୍ପକେ ବର୍ତ୍ତିଲେ ଚାଳକ । ଗୁରୁବାର ଦିନ ୯ଟାରେ ଏହି ଘଟଣା ଘଟିଛି । ଗୁରୁବାର ସକାଳ ୯ଟା ବେଳେ ସୋର ଥାନା ଅଧିନ ସୀତାପୁର ଅଞ୍ଚଳର ବିଶ୍ଵଜିତ ମହାନ୍ତି ତାଙ୍କ ସ୍କୁଟି ଯୋଗେ!-->…
Read More...
Read More...