Yearly Archives

2025

ବିସିସି ବ୍ୟାଙ୍କ ଛତ୍ରପୁର ଶାଖାରୁ ୭୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ

ଥାନାରେ ମାମଲା ରୁଜୁ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସେଣ୍ଟ୍ରାଲ କୋପରେଟିଭ୍ (ବି.ସି.ସି. ବ୍ୟାଙ୍କ) ଛତ୍ରପୁର ଶାଖାରେ ଋଣ ଦେବା ନାମରେ ଋଣ ପ୍ରଦାନ କରି ୭୦ ଲକ୍ଷରୁ ଅଧି ଟଙ୍କା ଆତ୍ମସାତ ହୋଇଥିବା ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି, ଲୋନ
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ମାତା ତଥା ସ୍ୱର୍ଗତ ଦେବରାଜ ପଣ୍ଡାଙ୍କ ସହଧର୍ମିଣୀ ପୂର୍ଣ୍ଣବାସୀଙ୍କ ପଣ୍ଡା(୮୯)ଙ୍କ ପରଲୋକ ହୋଇଯାଇଛି । ସୂଚନାଯୋଗ୍ୟ ଯେ' ଗଞ୍ଜାମ ସହରର ଦୁର୍ଗାଦେବୀ ସାହି ସ୍ଥିତ ତାଙ୍କର ନିଜସ୍ୱ ବାସଭବନରେ
Read More...

ସିଜିମାଳୀ ଖଣି ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପ୍ରସ୍ତାବିତ ସିଜିମାଳୀ ବକ୍ସାଇଟ ଖଣି ଖନନ କାର୍ଯ୍ୟ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ମୈତ୍ରୀ କମ୍ପାନୀକୁ ଖଣି ଖନନ କାର୍ଯ୍ୟ ପ୍ରଦାନ ପାଇଁ ପ୍ରଭାବିତ ଅଞ୍ଚଳର ହଜାର ହଜାର ଅଞ୍ଚଳବାସୀ ଏବଂ
Read More...

ତୁଷୁରା କ୍ଲଷ୍ଟର ସ୍ତରୀୟ ନବମ ମାସିକ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅଧୀନସ୍ଥ ତୁଷୁରା ଏନ୍.ଏ.ସି. କ୍ଲଷ୍ଟରର ନବମ ତଥା ଅନ୍ତିମ ମାସିକ ବୈଠକ କପସିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ମନ୍ମଥ ରାଜହଂସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସିଆର୍‌ସିସି ଜଗମୋହନ ତ୍ରିପାଠୀ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପଣ୍ଡା ମହୋଦୟ ଅତିଥି ବୃନ୍ଦଙ୍କୁ ସ୍ୱାଗତ ଜଣାଇ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ସଂକ୍ଷିପ୍ତରେ
Read More...

ଶ୍ରୀଅରବିନ୍ଦ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଦିତି ବିହାର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୨୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ବରିଷ୍ଠ ବୁଦ୍ଧିଜୀବୀ ଜୟନାରାୟଣ
Read More...

୧୪ତମ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ସତ୍ୟସେବା ଉଚ୍ଚ ବିଦ୍ୟାଳୟ କନସିଂହାଠାରେ ପ୍ରଧାନ ଶିକ୍ଷକ ମାନଙ୍କର ୧୪ତମ ମାସିକ ସମୀକ୍ଷା ବୈଠକ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ମାନିତ ଅତିଥି ଭାବରେ
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଳପାଲିର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଟିକେଲାଲ ଦାଶଙ୍କ ଧର୍ମପତ୍ନୀ ସୁମିତ୍ରା ଦାଶଙ୍କ ଗତ ୧୩ ତାରିଖ ଦିନ ପଦ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ତାଙ୍କ ପଛରେ ପୁତ୍ର ଅଧ୍ୟାପକ
Read More...

ଏସଜିଟି ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଭାରତର ତ୍ୱରିତ ପ୍ରଗତିରେ ବିଶ୍ୱବିଦ୍ୟାଳୟର

ଏସଜିଟି ବିଶ୍ୱବିଦ୍ୟାଳୟରେ ‘ଚାନସେଲର ଲାଇବ୍ରେରୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତଏହି ପାଠାଗାର ଜରିଆରେ କୁଳାଧିପତି ପଦ୍ମଭୂଷଣ ରାମ ବାହାଦୁର ରାୟ ସାମାଜିକ ଜୀବନରେ ନିଜର ସବୁଠାରୁ ବଡ ସମ୍ପତ୍ତି ଦାନ କରିଛନ୍ତିସମାବର୍ତ୍ତନ ସମାରୋହ ଯୁବବର୍ଗଙ୍କ ପାଠ ପଢିବାର ଶେଷ ପାହାଚ ନୁହେଁ,
Read More...

ମଥୁରାନଗରୀ ମୁରିବାହାଲରେ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଷଷ୍ଠତମ ବିରାଟ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଏହା ଶୁକ୍ରବାର ଠାରୁ ୨୦ତାରିଖ ଗୁରୁବାର ପର୍ଯ୍ୟନ୍ତ ସ୍ଥାନୀୟ ଧନୁଯାତ୍ରା
Read More...