Yearly Archives

2025

ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପ୍ରସ୍ତାବ କ୍ରମେ ଶିବରାତ୍ରି ମେଳାରେ ଦୋକାନର ଭଡ଼ାକୁ ୧୦ ପ୍ରତିଶତ ହ୍ରାସ କଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ମଧ୍ୟ ଧୁମ୍‌ଧାମରେ ପାଳନ କରାଯିବ ଟିଟିଲାଗଡ଼ର ପ୍ରସିଦ୍ଧ ମହାଶିବରାତ୍ରି । ଦୋକାନୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମହାଶିବରାତ୍ରି ମେଳାରେ ଦୋକାନୀଙ୍କୁ ବଡ ଉପହାର ଦେଲେ ବିଧାୟକ ନବୀନ ଜୈନ । ବିଧାୟକ ଶ୍ରୀ ଜୈନଙ୍କ ପ୍ରସ୍ତାବକୁ ଗ୍ରହଣ କରିଲା
Read More...

ଆଇଏସ୍‌ପିଏଲ୍‌ ସିଜିନ – ୨ରେ ବଲାଙ୍ଗିରର ପୁଅ ମହେନ୍ଦ୍ର ଅମିତାଭ ବଚ୍ଚନଙ୍କ ହାତରୁ ଟ୍ରଫି ଗ୍ରହଣ କଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ବାଲିପଟା ତଥା ଇନ୍ଦିରା ନଗର ନିବାସୀ ଦୁତିବାହାଲ ଚନ୍ଦନଙ୍କ ୨ୟ ପୁତ୍ର ଆଇଏସ୍‌ପିଏଲ୍‌ ସିଜିନ-୨ (ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗ) ଗତ ଜାନୁୟାରୀ ୧୯ରୁ ଖେଳିବାକୁ ଯାଇଥିଲେ । ସିନେମା ଅଭିନେତା ଅମିତାଭ ବଚ୍ଚନଙ୍କ ଟିମ୍‌ ମଝି ମୁମ୍ବାଇ
Read More...

ଜିଲ୍ଲା ପତଞ୍ଜଳି ଯୋଗ ପରିବାର ତରଫରୁ ଯୋଗ ରତ୍ନରେ ବିଭୂଷିତା ମହିଳା ପ୍ରଭାରୀ ନିତମ୍ବିନୀ ସ୍ୱାଇଁଙ୍କୁ ବିପୁଳ…

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ତରଫରୁ ଆଜି ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ଯୋଗ ରତ୍ନରେ ବିଭୂଷିତା ଜିଲ୍ଲା ମହିଳା ପତଞ୍ଜଳି ଯୋଗ ସମିତି ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟା ନିତମ୍ବିନୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ଦେବା ଅବସରରେ
Read More...

ଟିଟିଲାଗଡ଼ କଂଗ୍ରେସ ଦଳ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗଙ୍କ ଆବାହକତ୍ୱରେ ତଥା ଦେବାନନ୍ଦ ସାହୁଙ୍କ ସଭାପତିତ୍ୱରେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୮ ତାରିଖ
Read More...

କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ଜିଲ୍ଲା ପରିଷଦ ସଦସ୍ୟା ଝରଣା ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତ ମହରାପାଲି ଛକ ଠାରେ ବନିତା ସୁନାଙ୍କ ଘର ସମ୍ପୂର୍ଣ୍ଣ ଭାବେ ନିଆଁରେ ଛାରଖାର ହୋଇଯାଇଛି । ଏହି ଖବର ପାଇବା ପରେ କାଳ ବିଳମ୍ବ ନକରି ଗାଇସିଲେଟ ଜିଲ୍ଲା ପରିଷଦ ଶ୍ରୀମତୀ ଝରଣା
Read More...

ରାଜ୍ୟ କ୍ରେଡିଟ ସେମିନାରରେ ସ୍ଵୟଂ ଶିଦ୍ଧା ଏଫ୍.ପି.ଓ ଏବଂ ପାଟଣେଶ୍ଵରୀ ଜଳ ବିଭାଜିକା ପ୍ରକଳ୍ପ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭୁବନେଶ୍ୱର ସ୍ଥିତ ମେଫେଆର ହୋଟେଲରେ ଆୟୋଜିତ ନାବାର୍ଡର ରାଜ୍ୟ କ୍ରେଡିଟ ସେମିନାର ୨୦୨୫ ଉତ୍ସବରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ ଦ୍ଵାରା ପରିଚାଳିତ ହୋଇଯାଇଛି । ଏବଂ ନାବାର୍ଡ
Read More...

କପସିଲା ସରକାରୀ ପ୍ରାଥମିକରେ କ୍ଲଷ୍ଟର ସ୍ତରୀୟ ନବମ ମାସିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : କପସିଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ସିନ୍ଦିରାବହାଲି ଠାରେ ସିଆର୍‌ସିସି ସୁଧାଂଶୁ ପୁଟାଙ୍କ ତତ୍ତ୍ୱାବଧାନ ଓ ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିଲତା ଦଣ୍ଡସେନାଙ୍କ ସମ୍ପୂର୍ଣ୍ଣ ସହଯୋଗରେ କ୍ଲଷ୍ଟର ସ୍ତରୀୟ ନବମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟରର
Read More...

ପ୍ରଶ୍ନପତ୍ର ବିକ୍ରି ପଛରେ କାମ କରୁଛି ବଡ ରାକେଟ୍

କଟକ : ୟୁଟ୍ୟୁବ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏ ପ୍ରଶ୍ନପତ୍ର ଭାଇରାଲ କରୁଥିବା ଏକ ବଡ ରାକେଟ୍‌ ଧରାପଡିଛି ରାକେଟ୍‌ରେ ସଂପୃକ୍ତ ୪ ଜଣ ୟୁଟ୍ୟୁବର ଓ ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ଧାମନଗରଥାନା ଅଞ୍ଚଳର ଜ୍ୟୋତିରଞ୍ଜନ
Read More...

ଫାଇଲେରିଆ ବଟିକା ଖାଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ଫାଇଲେରିଆ ବଟିକା ଖାଇ ମହିଳାଙ୍କ ମୃତ୍ୟୁ । ଡାକ୍ତରଖାନା ଘେରାଉ କଲେ ପରିବାର ଓ ଗ୍ରାମବାସୀ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମଧ୍ୟପୁର ଗାଁରେ । ସୂଚନା ମୁତାବକ ମଧ୍ୟପୁର ଗାଁର ସୁଧୀର
Read More...

ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରୁଛି : ବିଧାୟକ ଶ୍ରୀ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନ ସଭା କ୍ଷେତ୍ରର ଏକ ସାମ୍ବାଦିକ ସମ୍ମିଳନୀ ସେକ୍ଟର -୨୦ ସ୍ଥିତ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ ଓଡ଼ିଶାର ଅନ୍ୟତମ ଆଦିବାସୀ
Read More...